odisha24 Live

Latest News

Latest News

Author name: RatnaManjari Mohanty

କ୍ରୀଡା

ସଚିନଙ୍କୁ ପଛରେ ପକାଇଲେ ଟେଲର : କ୍ରିକେଟ୍ ଦୁନିଆରେ ନୂଆ ଇତିହାସ

ନୂଆଦିଲ୍ଲୀ : ଜିମ୍ବାୱେର ବରିଷ୍ଠ ବ୍ୟାଟ୍‌ସମ୍ୟାନ ବ୍ରାଣ୍ଡେନ ଟେଲର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ଟେଲର ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଦିନିକିଆ ଖେଳିବାରେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ୩ ମାସ ପର୍ଯ୍ୟନ୍ତ ଦିନିକିଆ ମ୍ୟାଚ ଖେଳିବା ଜାରି ରଖିଥିଲେ । ଯାହା ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଦିନିକିଆରେ ଖେଳିବାର ରେକର୍ଡ ଥିଲା। ୪୦ ବର୍ଷୀୟ ଟେଲର ୨୨ ବର୍ଷ ୪ ମାସ

ଅପରାଧ

ଜେଲ୍‌ରୁ ଦାରା ସିଂ ମୁକୁଳିବା ସମ୍ଭାବନା କ୍ଷୀଣ

ଭୁବନେଶ୍ୱର : ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଜେଲର ଚାରି କାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଜଣେ ହାଇ-ପ୍ରୋଫାଇଲ୍ ଅପରାଧୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ଜେଲରୁ ଦାରା ସିଂ ମୁକୁଳିବା ସମ୍ଭାବନା କ୍ଷୀଣ । ଷ୍ଟେଟ ସେଣ୍ଟନ୍ସ ରିଭ୍ୟୁ ବୋର୍ଡ ଦ୍ୱାରା ଆବେଦନ ଖାରଜ ହୋଇଛି । ଆଗୁଆ ମୁକ୍ତି ପାଇଁ ହୋଇଥିବା ଆବେଦନ ଖାରଜ କଲେ ଏସଏସଆରବି । ଗତ ୩୧ ତାରିଖରେ ହୋଇଥିବା ବୈଠକରେ ଖାରଜ କରାଯାଇଥିବା

ରାଜନୀତି

ଓଡ଼ିଶା ଆସିବେ ରାହୁଲ, ଆୟୋଜିତ ହେବ ‘ଛାତ୍ରୋ କି ଗୁଞ୍ଜ’

ଭୁବନେଶ୍ୱର : ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଅକ୍ଟୋବର ମାସରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିପାରନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ଯ କଂଗ୍ରେସ ସଭାପତି ଭକ୍ତ ଦାସ । ଓଡିଶାରେ ଛାତ୍ରୋ କି ଗୁଞ୍ଜ କାର୍ଯ୍ୟକ୍ରମରେ ଯୋଗଦେବେ ରାହୁଲ। ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଛାତ୍ରୋ କି ଗୁଞ୍ଜ କାର୍ଯ୍ୟକ୍ରମ। ବିଶେଷ କରି ଜେନ୍- ଜି, ଅର୍ଥାତ୍ ଯୁବପିଢ଼ି ଏବଂ ଛାତ୍ରମାନଙ୍କର ବିଭିନ୍ନ ପ୍ରସଙ୍ଗ ଏବଂ ସମସ୍ୟାକୁ ଏହି ମଞ୍ଚରେ ଉଠାଇବେ

ଦେଶ

ହିମାଳୟରେ ତରଳୁଛି ବରଫ, ବଢ଼ୁଛି ଚିନ୍ତା!

ନୂଆଦିଲ୍ଲୀ : ହିମାଳୟରେ ବଢ଼ୁଛି ବିପଦ । ସାମ୍ପ୍ରତିକ ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ହିମାଳୟର ଗ୍ଲେସିୟର ଗୁଡ଼ିକ ଅତ୍ୟନ୍ତ ଦ୍ରୁତ ଗତିରେ ତରଳିବାରେ ଲାଗିଛି । ଯଦି ଏହି ପ୍ରକ୍ରିୟା ଜାରି ରହେ, ତେବେ କେବଳ କୋଟି କୋଟି ଲୋକଙ୍କ ଜୀବନ ଓ ଜୀବିକା ବିପନ୍ନ ହେବ ନାହିଁ, ବରଂ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୨୦ ପ୍ରତିଶତ ବିପଦରେ ପଡ଼ିବ ବୋଲି ବୈଜ୍ଞାନିକମାନେ ସତର୍କ କରାଇଦେଇଛନ୍ତି ।ଗ୍ଲୋବାଲ କନ୍ସଲଟାନ୍ସି ‘ସିଷ୍ଟମିକ୍’ ଏବଂ

ଦେଶ

ମେଟା ଇଣ୍ଡିଆକୁ ପୁଣି ନୋଟିସ, ଆଜି ମାମଲାର ଶୁଣାଣି!

ନୂଆଦିଲ୍ଲୀ : ମେଟା ଇଣ୍ଡିଆ ମୁଖ୍ୟଙ୍କୁ ପୁଣି ଭାରତ ଶିଶୁ ଅଧିକାର ପ୍ୟାନେଲର ନୋଟିସ୍ ଶିଶୁ ଯୌନ ଶୋଷଣ ଓ ଦୁର୍ବ୍ୟବହାର ସାମଗ୍ରୀ ବିଜ୍ଞାପନ ନେଇ ରିପୋର୍ଟ ତଲବ । ଆଜି ମାମଲାର ହେବ ଶୁଣାଣି । ମେଟାର ଇଣ୍ଡିଆ ଏମଡିଙ୍କୁ ବ୍ୟକ୍ତିଗତ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ । ମେଟା ଏବେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କିତ ମାମଲାର ସୂଚନା ସିଧାସଳଖ ଦେବାକୁ ରାଜି ହୋଇଛି ।ମେଟାର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍ ଓ ହ୍ବାଟ୍ସଆପ୍ ଭଳି ପ୍ଲାଟ୍‌ଫର୍ମରେ ଶିଶୁଙ୍କ

ରାଜ୍ୟ

ଆରମ୍ଭ ହେଉଛି ଦୁଇଦିନିଆ ସମରାଭ୍ୟାସ ‘ସାଗର କବଚ-୨’

ପାରାଦୀପ : ପାରାଦୀପରେ ଆରମ୍ଭ ‘ସାଗର କବଚ । ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହୁଏ ମିଳିତ ସମରାଭ୍ୟାସ ସାଗର କବଚ।ରେଡ୍ ଟିମ୍ ବନାମ ବ୍ଲୁ ଟିମ୍ । ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ । ସାଗରରୁ ସ୍ଥଳଭାଗ ପର୍ଯ୍ୟନ୍ତ କଡ଼ା ପହରା। ଜଳପଥରେ

ବିଦେଶ

ଉଡ଼ାଣ ଭରୁ ଭରୁ ଅଚାନକ ଗଳିପଡ଼ିଲା ଚକା , ଭୟରେ ଥରିଲେ ଯାତ୍ରୀ

ଇରାନ :ଆକାଶମାର୍ଗରେ ଉଡ଼ାଣ ଭରୁଥିବା ବେଳେ ହଠାତ୍ ଯଦି ଚକା ଖସିପଡ଼େ, ତେବେ ଯାତ୍ରୀଙ୍କ ଅବସ୍ଥା କ’ଣ ହେବ ତାହା ଆପଣ କଳ୍ପନା କରିପାରୁଥିବେ । ଠିକ୍ ଏମିତି ଏକ ଛାତିଥରା ଘଟଣା ଇରାନରେ ଦେଖିବାକୁ ମିଳିଛି। ତେହେରାନର ସେପେହରାନ ଏୟାରଲାଇନ୍ସର ଏକ ବୋଇଙ୍ଗ୍ ୭୩୭ ବିମାନ ମଶହଦରୁ ଉଡ଼ାଣ ଭରିଥିଲା, କିନ୍ତୁ ଏହାକୁ କିଛି ସମୟ ପରେ ପୁଣି ଏୟାରପୋର୍ଟରେ ଅବତରଣ କରିବାକୁ ପଡ଼ିଥିଲା। ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଏହାର ଗୋଟିଏ

ରାଜ୍ୟ

ବନ୍ଦ ରହିଲା ମହାପ୍ରଭୁଙ୍କ ସାଧାରଣ ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ । ପ୍ରାୟ ୧ ଘଣ୍ଟା ପାଇଁ ବନ୍ଦ ରହିଲା ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ସୂଚନା ।ବୁଧବାର ସକାଳୁ ଶ୍ରୀମନ୍ଦିରର ଦ୍ୱାର ଫିଟା ନୀତି ପରେ ଚାଲିଥିଲା ନୀତି । ସମୟ ଗଡ଼ିବା ସହ ଠିକଠାକ୍ ଚାଲିଥିଲା ନୀତି । ଠାକୁରଙ୍କ ଅବକାଶ ପୂଜା ପରେ ଜଣେ ସେବାୟତ ପ୍ୟାଣ୍ଟ ସାର୍ଟ ପିନ୍ଧି ମହାପ୍ରଭୁଙ୍କୁ ଛୁଇଁ ଦେଇଥିଲେ । ଯାହାଫଳରେ ମହାପ୍ରଭୁ ମହାସ୍ନାନ କରାଯାଇଛି

ପାଣିପାଗ

ପୁଣି ଡରାଇଲାଣି ବାତ୍ୟା! ୨୩ରୁ ୨୫ ଭିତରେ ଛୁଇଁପା‌ରେ ପୂର୍ବ ଉପକୂଳ

ଭୁବନେଶ୍ୱର : ପୁଣି ଥରେ ଦାନା ବାନ୍ଧୁଛି ବାତ୍ୟା । ଓଡିଶାକୁ ଘାରିଛି ବାତ୍ୟାର ଭୟ । ଭିନ୍ନ ଭିନ୍ନ ମଡେଲ ଅନେକ କଥା ଆକଳନ କରୁଛନ୍ତି । ପାଣିପାଗ ବିଶେଷଜ୍ଞମାନେ ମଧ୍ୟ ବାତ୍ୟା ସମ୍ଭାବନାକୁ ଏଡାଇ ନାହାଁନ୍ତି । ଏହା ଭିତରେ ବାତ୍ୟାର ଗତିପଥ ନେଇ କିଛି ଖବର ଆସିଛି । ପାଣିପାଗ ବିଭାଗ ପୂର୍ବରୁ ଆକଳନ କରିଥିଲା ଯେ, ଥାଇଲାଣ୍ଡ ପାଖ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଏକ ଘଣ୍ଠିବଳୟ ସୃଷ୍ଟି ହୋଇପାରେ। ଏହା

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ: ପାରିବାରିକ ସମସ୍ୟା ଦୂର ହେବ। ପାର୍ଟଟାଇମ୍‌ କାମ କରିବାର ଯୋଜନା ପୂରା ହେବ। ଛାତ୍ର କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବେ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ବୃଷ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବନ୍ଧୁ ସହିତ ମିଶିବାର ମଉକା ପାଇବେ। ଆପଣଙ୍କ ପିଲାଙ୍କୁ ‌ପୁରସ୍କାର ମିଳିବା ଯୋଗୁଁ ଖୁସି ହେବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ମିଥୁନ: ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। କର୍ତୃପକ୍ଷଙ୍କ କଥାକୁ ଧ୍ୟାନ

Scroll to Top