odisha24 Live

Latest News

Latest News

Author name: RatnaManjari Mohanty

ଦେଶ, ରାଜନୀତି

ମୋଦିଙ୍କୁ ଭୁଲ ମାଗିଲା ମେଟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଅସ୍ଥାୟୀ ଭାବରେ ହଟାଇବା ଏବେ ଏକ ଗମ୍ଭୀର ମୋଡ଼ ନେଇଛି। ମେଟା ଏହି ଘଟଣା ପାଇଁ ସରକାରଙ୍କୁ କ୍ଷମା ମାଗିଛି। ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଏହି ବିଷୟକୁ ହାଲୁକା ଭାବରେ ନେଇନାହାଁନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ଭିଡିଓକୁ ହଟାଇବା ପଛର କାରଣ ବୈଷୟିକ ତ୍ରୁଟି କହିବା ସହ କ୍ଷମା ମାଗିଛି ମେଟା। ମେଟାର ବ୍ୟାଖ୍ୟାର ସଠିକତା ବିଷୟରେ ସମ୍ପୃକ୍ତ ବିଭାଗଗୁଡ଼ିକ ତଦନ୍ତ କରୁଛନ୍ତି। ମେଟା ପ୍ରତିନିଧି […]

ବାଣିଜ୍ୟ

ଅଗଷ୍ଟରୁ ମହଙ୍ଗା ହେବ କାର୍‌

ନୂଆଦିଲ୍ଲୀ: ଅଗଷ୍ଟରୁ ମହଙ୍ଗା ସବୁର ଦର ବଢିବ। ଜୁଲାଇ ମାସ ଆରମ୍ଭରୁ କିଛି ମୋଟର କମ୍ପାନୀ ଗାଡ଼ି ଦର ବଢ଼ାଇଥିଲେ, ଆଉ ଏବେ ମାରୁତି ସୁଜୁକି ପୁଣିଥରେ ଦର ବଢ଼ାଇବ ବୋଲି ଘୋଷଣା କରିଛି। କମ୍ପାନୀ ଏହାର ସୁବୁ ମୋଡେଲ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢାଇବ ବୋଲି ଘୋଷଣା କରିଛି। ଅଗଷ୍ଟ ମାସରେ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହେବ। ଆପଲ ଭଲି ମାରୁତି କହିଛି ଯେ ଗ୍ରାହକଙ୍କୁ ଦର ବୃଦ୍ଧିର

କ୍ରୀଡା

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ।ଏହି ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଟିମ୍ ଭାରତୀୟ ଦଳ ଘୋଷଣା କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନଥିଲେ। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଚୟନ କରାଯାଇଛି। ଏଥିରେ ୨ ଜଣ ଖେଳାଳିଙ୍କ ଖେଳିବା ତାଙ୍କ ଫିଟନେସ୍ ରିପୋର୍ଟ ଉପରେ ନିର୍ଭର କରିବ।କେଏଲ୍ ରାହୁଲଙ୍କୁ ଉପଅଧିନାୟକ କରାଯାଇଛି।

ମନୋରଞ୍ଜନ

ଓଡ଼ିଶାରେ ଗୌରବ ଜ୍ୟୋତିର୍ମୟୀ

ମୁମ୍ବାଇ : ଜାତୀୟ ସ୍ତରୀୟ ଟେଲିଭିଜନ ରିୟଲିଟି ସୋ’ରେ ଓଡ଼ିଆ ଝିଅ ଚମକିଲେ ଜ୍ୟୋତିର୍ମୟୀ ନାୟକ। ‘ଇଣ୍ଡିଆନ୍‌ ଆଇଡଲ’ର ୧୬ତମ ସଂସ୍କରଣରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ବଡ଼ ସଫଳତା ହାସଲ କରିଛନ୍ତି । ଜ୍ୟୋତିର୍ମୟୀ ‘ଇଣ୍ଡିଆନ୍‌ ଆଇଡଲ’ର ୧୬ତମ ସଂସ୍କରଣରେ ଚାମ୍ପିଅନ ହେବା ସହିତ ଓଡ଼ିଶାର ଗର୍ବ ବଢ଼ାଇଛନ୍ତି । ଏହି ସୋ’ରେ ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ (୨୪)ଙ୍କୁ ବିଜେତା ଘୋଷଣା କରାଯାଇଛି ଏବଂ ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସଅପ୍ ହୋଇଛନ୍ତି। ଜ୍ୟୋତିର୍ମୟୀ

ବିଦେଶ

ଥରିଲା ଜାପାନ ସହର

ଜାପାନ : ଜାପାନ : ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଜାପାନର ଦକ୍ଷିଣ ଅଞ୍ଚଳ କ୍ୟୁଶୁରେ ଆଜି ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର କେନ୍ଦ୍ରସ୍ଥଳ କୁମାମୋଟୋ ପ୍ରିଫେକ୍ଚର ନିକଟରେ ଥିଲା। ଜାପାନ ପାଣିପାଗ ସଂସ୍ଥା ଦ୍ୱାରା ଏହି ସୂଚନା ପ୍ରକାଶ କରାଯାଇଛି । ବର୍ତ୍ତମାନ ଏହି ଭୂକମ୍ପ ଯୋଗୁଁ କ୍ଷୟକ୍ଷତି କିମ୍ବା ମୃତାହତର କୌଣସି ସୂଚନା ମିଳିନାହିଁ । କ୍ରମାଗତ ଭୂମିକମ୍ପ ଯୋଗୁଁ ମାଟି ଅତଡ଼ା ଖସିବାର ଆଶଙ୍କା ବୃଦ୍ଧି

ପାଣିପାଗ, ରାଜ୍ୟ

୩ ରାଜ୍ୟରେ ଭୀଷଣ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେଲା। ଦୀଘା ଠାରୁ ୭୦, ବାଲେଶ୍ୱର ଠାରୁ ୧୨୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ଗଭୀର ଅବପାତ। ଏବେ ଏହା ପଶ୍ଚିମ-ପଶ୍ଚିମପୂର୍ବ ଦିଗକୁ ଗତି କରୁଛି। ଅପରାହ୍ନ ବେଳକୁ ଏହା ବାଲେଶ୍ୱର ମଧ୍ୟରେ ଅତିକ୍ରମ କରିବ। ଯାହା ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା

Scroll to Top