odisha24 Live

Latest News

Latest News

Author name: RatnaManjari Mohanty

ରାଜ୍ୟ, Trending Stories

ପରଲୋକରେ ଆଇଜି ଶଫିନ୍ ଅହମ୍ମଦ ,ଶୋକରେ ପୋଲିସ ବିଭାଗ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍ ଅଧିକାରୀ ସଫିନ ଅହମ୍ମଦଙ୍କ ପରଲୋକ ହୋଇଯାଇଛି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କେରଳର ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍‌ର ଜଣେ ଦକ୍ଷ ଆଇପିଏସ୍ ଅଫିସର ଥିଲେ । ଜୁଲାଇ ୨୦୨୩ ରୁ ସେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଜର ଦାୟିତ୍ୱ ତୁଲାଉଥିଲେ । ନିଜର କାର୍ଯ୍ୟକାଳ ମଧ୍ୟରେ ସେ […]

ରାଜ୍ୟ, Top Stories

ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ, ବିକାଶର ନୂଆ ସଂକଳ୍ପ

ଭୁବନେଶ୍ୱର : ସହର ବିକାଶକୁ ମିଳିବ ନୂଆ ଦିଗ, ନୂଆ ସଂକଳ୍ପ। ନାଗରିକ ସେବା ଓ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ଏନ୍‌ଏସି ଗୁଡ଼ିକରେ ଏହି ଦିବସକୁ ବେଶ୍ ଧୂମଧାମରେ ପାଳନ କରାଯାଉଛି । ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖକୁ ଓଡ଼ିଶାରେ ସ୍ୱାୟତ୍ତ ଶାସନ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର

Top Stories, ସଂସ୍କୃତି

ରତ୍ନଭଣ୍ଡାର ଗଣତି ଆରମ୍ଭ

ପୁରୀ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ଦୁଇ ଦିନ ଧରି ଚାଲିବ । ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ଗଣତି କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟରେ ସମସ୍ତ ସେବକ ଓ ଶ୍ରଦ୍ଧାଳୁଙ୍କ ସହଯୋଗ ଓ ସହାୟତା କାମନା କରାଯାଇଛି । ଗଣତି ସମୟରେ ରତ୍ନଭଣ୍ଡାରରେ ଥିବା ବିଭିନ୍ନ ମୂଲ୍ୟବାନ ସାମଗ୍ରୀର ହିସାବ ଓ ତଥ୍ୟ ଯାଞ୍ଚ କରାଯିବ। ପୂର୍ବରୁ ରତ୍ନଭଣ୍ଡାରରେ ଥିବା ଅଳଙ୍କାର

ବିଦେଶ, Top Stories

ଆମେରିକାର ଆକ୍ରମଣ ପରେ ବି ନଇଁଲାନି ଇରାନ

ଆମେରିକା : ପୁଣି ଥରେ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ ଦୁଇଟି ରକେଟ ଲଞ୍ଚରକୁ ଟାର୍ଗେଟ କରିଥିଲା। ଏହା ଜୁଲାଇ ୩୦ ପରେ ଇରାନ ଉପରେ ପ୍ରଥମ ଆମେରିକାର ଆକ୍ରମଣ। ଇରାନର ରିଭୋଲ୍ୟୁସନରୀ ଗାର୍ଡର କର୍ମଚାରୀମାନଙ୍କୁ ହର୍ମୁଜ ପ୍ରଣାଳୀରେ ରକେଟ ଏବଂ ନୌସେନା ମାଇନ ନିକ୍ଷେପ କରିବାକୁ ପ୍ରସ୍ତୁତ ହେଉଥିବା ଦେଖାଯିବା ପରେ ଆମେରିକୀୟ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛି। ଏକ

Trending Stories, ଦେଶ

ନେପାଳରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା, ବଢୁଛି ଚିନ୍ତା

ନେପାଳ : ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ପରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ରବିବାର ସୁଦ୍ଧା ଏହି ପ୍ରାକୃତିକ ଦୁର୍ବିପାକରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇ ୭୮୮ରେ ପହଞ୍ଚିଥିବା ବେଳେ ଏବେ ମଧ୍ୟ ପ୍ରାୟ ୨,୫୦୨ ଜଣ ନିଖୋଜ ରହିଛନ୍ତି। ବିପର୍ଯ୍ୟୟର ପଞ୍ଚମ ଦିନରେ ମଧ୍ୟ ପ୍ରଭାବିତ ୮ଟି ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସନ୍ଧାନ ଅଭିଯାନ

ପାଣିପାଗ

ଓଡ଼ିଶାରେ ଭୀଷଣ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ପଶ୍ଚିମ ତଥା ଉତ୍ତର ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି। ଏହାର ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବର୍ଷାର ପ୍ରକୋପ ରାଜ୍ୟରେ ଆହୁରି ୨ ଦିନ ସତର୍କ ସୂଚନା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷକରି ବରଗଡରେ ଭୀଷଣରୁ ଅତି ଭୀଷଣ ବର୍ଷା ନେଇ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର,

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟରେ ଭଲ ଫଳ ମିଳିବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇପାରେ । ହଠାତ୍ ଧନଲାଭର ସୁଯୋଗ ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି କିମ୍ବା ଇଚ୍ଛାନୁସାରେ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ପରିବାରରେ ସୁଖଶାନ୍ତି ବଜାୟ ରହିବ । ବୈବାହିକ ଜୀବନ ମଧ୍ୟ ଭଲ ରହିବ । ତେବେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ, ନଚେତ୍ ଅଯଥା ବିବାଦ ହୋଇପାରେ

ବିଦେଶ

ପ୍ରଚଣ୍ଡ ପ୍ରହାରରେ ଥରିଲା ୟୁକ୍ରେନ

ୟୁକ୍ରେନ : ୟୁକ୍ରେନ ରାଜଧାନୀ କିଭ୍ ନିକଟସ୍ଥ ମାଇଲା ଗ୍ରାମରେ ଥିବା ଏକ ଗୋଦାମ ଘର ଉପରେ ରୁଷିଆ ଭୟଙ୍କର ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣ ଯୋଗୁଁ ଗୋଦାମ ଘରେ ଶକ୍ତିଶାଳୀ ବିସ୍ଫୋରଣ ସହ ଅଗ୍ନିକାଣ୍ଡ ସହ ଘଟି ଅନ୍ତତଃ ୨୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୪୨ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି। ଏହି ଘଟଣା ପରେ ୟୁକ୍ରେନ ରାଷ୍ଟ୍ରପତି

ଜୀବନଶୈଳୀ

କଳାଜିରା ଖାଉଛନ୍ତି କି ! କ’ଣ ରହିଛି ଫାଇଦା

ସାଧାରଣତଃ କଳାଜିରା ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ମାତ୍ର ଏହାର ବହୁ ଉପକାରୀ ଗୁଣ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ୧. ଥଣ୍ଡା,କାଶ, କଫ ଦୂର ପାଇଁ କଳାଜିରା ବହୁ ଲାଭଦାୟକ। ଅଳ୍ପ କିଛି କଳା ଜିରାକୁ ଭାଜି ତାହାକୁ କପଡ଼ାରେ ବାନ୍ଧି ଶୁଙ୍ଘିଲେ ଏସବୁ ସମସ୍ୟା ଦୂର ହୋଇଥାଏ।୨. କଳାଜିରା ହଜମ ପ୍ରକ୍ରିୟାରେ ମଧ୍ୟ ସହାୟକ ହୋଇଥାଏ। ଏଥିରେ ଆଣ୍ଟି ମାଇକ୍ରୋବିୟଲ ନାମକ ଏକ

Top Stories, ବାଣିଜ୍ୟ

ସୁନା ଦରରେ ଆସିବ ବଡ଼ ପରିବର୍ତ୍ତନ

ମୁମ୍ବାଇ : ସୁନା କିଣୁଥିବା ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘରୋଇ ସୁନା ବଜାରରେ ଶୁକ୍ରବାର ଦିନ ସୁନା ଏବଂ ରୂପା ଦରରେ ଜୋରଦାର ହ୍ରାସ ଦେଖିବାକୁ ମିଳିଛି। ରାଜଧାନୀ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୩,୩୦୦ ଟଙ୍କା ପର୍ଯ୍ୟନ୍ତ ଖସିଥିବା ବେଳେ ରୂପା ଦର କିଲୋଗ୍ରାମ ପ୍ରତି ୫,୦୦୦ ଟଙ୍କା ହ୍ରାସ ପାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୨୪୦

Scroll to Top