ବିଦ୍ୟୁତ ଦରକୁ ନେଇ ଶକ୍ତି ମନ୍ତ୍ରୀଙ୍କ ବଡ଼ ଘୋଷଣା, ଉପଭୋକ୍ତାଙ୍କୁ ମିଳିପାରେ ଆଶ୍ୱସ୍ତି
ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଆଶ୍ଵାସନା ଜନକ ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଆଗାମୀ ଦିନରେ ବିଦ୍ୟୁତ ଟାରିଫ (ଉପଭୋକ୍ତା ଦେୟ) କମିପାରେ ବୋଲି ଶକ୍ତି ମନ୍ତ୍ରୀ କେ.ଭି. ସିଂଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବ୍ୟାପକ ଭାବେ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଯିବ । ଭୁବନେଶ୍ଵରରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କର୍ମଶାଳାରେ ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କେନ୍ଦ୍ରୀୟ ମନ୍ତ୍ରାଳୟ ଏହି ପ୍ରକଳ୍ପଗୁଡ଼ିକ ପାଇଁ ବଡ଼ ଆର୍ଥିକ […]









