odisha24 Live

Latest News

Latest News

Author name: RatnaManjari Mohanty

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ: ପିଲା କିମ୍ବା ସମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ । ବନ୍ଧୁଙ୍କ ସହଯୋଗରେ ଚାକିରି ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ ଏବଂ ପାଠପଢ଼ାରେ ଭଲ ଫଳ ମିଳିପାରେ । ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ । ଅନାବଶ୍ୟକ ଯାତ୍ରାରୁ ଦୂରେଇ ରହିବା ଭଲ । ବୃଷ: ବନ୍ଧୁମାନଙ୍କ ସହ ଭେଟ ହେବା ସହ ସେମାନଙ୍କ ସହଯୋଗରୁ ଲାଭ ପାଇବେ । ତେବେ ଧନ ଓ […]

ସଂସ୍କୃତି

ଆଜି ବିଶ୍ବକର୍ମା ପୂଜା

ବିଶ୍ୱକର୍ମା ପୂଜା ପ୍ରତିବର୍ଷ ଓଡ଼ିଶା ସମେତ ସାରା ଦେଶରେ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ। ହିନ୍ଦୁ ଶାସ୍ତ୍ର ଓ ପଞ୍ଚାଙ୍ଗ ଅନୁସାରେ, ପ୍ରତିବର୍ଷ ସୌର ମାସର କନ୍ୟା ସଂକ୍ରାନ୍ତିରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରାଯାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ବିଶ୍ୱକର୍ମାଙ୍କ ଜନ୍ମ ହୋଇଥିଲା। ତାଙ୍କୁ ସୃଷ୍ଟିର ପ୍ରଥମ ଶିଳ୍ପୀ, ବାସ୍ତୁକାର ବା ପ୍ରଥମ ଇଞ୍ଜିନିୟର ବୋଲି କୁହାଯାଏ।ପୌରାଣିକ ମାନ୍ୟତା ଓ କାହାଣୀ ରହିଛିସୃଷ୍ଟିର ନିର୍ମାତା ଓ ବ୍ରହ୍ମାଙ୍କ ସହ ସମ୍ପର୍କପୌରାଣିକ କଥା

ଶିକ୍ଷା ଓ ନିଯୁକ୍ତି

ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ : ଆଗାମୀ ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ)। ଏହା ପୂର୍ବରୁ ବୋର୍ଡ ଦେଶର ସମସ୍ତ ସଂଲଗ୍ନ ସ୍କୁଲକୁ ଛାତ୍ରଛାତ୍ରୀଙ୍କ ତଥ୍ୟ ଯାଞ୍ଚ କରିବାକୁ କହିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ତଥ୍ୟ ଓ ସେମାନେ ଚୟନ କରିଥିବା ବିଷୟର ତଥ୍ୟ ଦାଖଲ କରିବା ସମୟରେ ସ୍କୁଲଗୁଡ଼ିକୁ ବିଶେଷ ସାବଧାନ ରହିବାକୁ ପଡ଼ିବ। ତଥ୍ୟ ଦାଖଲ ପୂର୍ବରୁ ସମସ୍ତ ବିବରଣୀ ଭଲ ଭାବେ

ଜୀବନଶୈଳୀ

ସାବଧାନ ! ଆଇସାଡୋ ଲଗାଉଛନ୍ତି କି ? ହୋଇପାରେ ଏହି ସମସ୍ୟା

ଆଖିକୁ ସୁନ୍ଦର କରିବା ପାଇଁ ଅନେକ ମହିଳା ଆଇସାଡୋ ବ୍ୟବହାର କରନ୍ତି। କିନ୍ତୁ ଏହାକୁ ଲଗାଇବା ସମୟରେ କିଛି ସାବଧାନତା ଅବଲମ୍ବନ ନକଲେ, ଆଖିର ଗମ୍ଭୀର କ୍ଷତି ହୋଇପାରେ।ଆଜିକାଲି ମେକଅପ୍ ଦୁନିଆରେ ‘ଆଇ ମେକଅପ୍’କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଉଛି । ଆଖିକୁ ଆକର୍ଷଣୀୟ, ବଡ଼ ଏବଂ ସୁନ୍ଦର ଦେଖାଇବାରେ ‘ଆଇସାଡୋ’ର ପ୍ରମୁଖ ଭୂମିକା ରହିଥାଏ । ବଜାରରେ ବିଭିନ୍ନ ରଙ୍ଗ ଓ ଶୈଳୀର ଆଇସାଡୋ ଉପଲବ୍ଧ, ଯାହା ମହିଳାମାନଙ୍କୁ ସେମାନଙ୍କ ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ

ରାଜ୍ୟ

ଡପଲର ୱେଦର ରାଡାର କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ସମ୍ବଲପୁରର ନୂତନ ଡପଲର ୱେଦର ରାଡାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । କାର୍ଯ୍ୟକ୍ରମରେ ଓ କେନ୍ଦ୍ର ସରକାରଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଲେ ଆଇଏମଡି ଡିଜି । କହିଲେ ବିପର୍ଯ୍ୟୟ ମୁକାବିଲା ନେଇ ଆଗୁଆ ସୂଚନା ମିଳିବା ଅଧିକ ସହଜ ହେବ । ଆଜି ସମ୍ବଲପୁରର ନୂତନ

ବାଣିଜ୍ୟ

ବଢ଼ିଲା ଟ୍ରେନ ଟିକେଟ ଦର

ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରୁଥିବା ଏବଂ ଅନଲାଇନରେ ଟିକେଟ ବୁକ କରୁଥିବା ଯାତ୍ରୀଙ୍କ ପାଇଁ ଜରୁରୀ ଖବର। ୟୁପିଆଇ ପେମେଣ୍ଟକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ନ୍ୟାଶନାଲ ପେମେଣ୍ଟ୍ସ କର୍ପୋରେସନ ଅଫ ଇଣ୍ଡିଆ ର ନୂଆ ଫ୍ରେମୱର୍କ ଅନୁସାରେ, ୨,୦୦୦ ଟଙ୍କାରୁ ଅଧିକ ରେଳ ଟିକେଟରେ ୟୁପିଆଇ ପେମେଣ୍ଟ ଉପରେ ୫ ଟଙ୍କାର ଏମଡିଆର ଲାଗିବ। ନୂଆ ନିୟମ ଅନୁସାରେ, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଟ୍ରେନ ଟିକେଟ ପାଇଁ ୟୁପିଆଇ ମାଧ୍ୟମରେ

ରାଜନୀତି

ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ଭୁବନେଶ୍ୱର: ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି ଦିଆଯାଇଛି । କୋଟିଏରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସେବା ଓ ସଂକଳ୍ପକୁ ସମ୍ମାନ ଜଣାଇ ଆସନ୍ତାକାଲି ସଂଧ୍ୟା ୬ଟାରୁ ୭ମଧ୍ୟରେ ଘରେ ଘରେ ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସଂସ୍କୃତି

ମନ୍ଦିର ପରିକ୍ରମା: ସକରାତ୍ମକ ଶକ୍ତି ଓ ଭକ୍ତିର ମିଳନ

ହିନ୍ଦୁ ଧର୍ମରେ ଭଗବାନ ଏବଂ ମନ୍ଦିରଗୁଡ଼ିକର ଚତୁର୍ଦ୍ଦିଗରେ ପୂଜାପାଠ କରିବା ଏକ ଅବିଚ୍ଛେଦ୍ୟ ଅଙ୍ଗ। ପୂଜାପାଠରେ ଦେବତା ଏବଂ ମନ୍ଦିରଗୁଡ଼ିକର ପରିକ୍ରମା କରିବା ମଧ୍ୟ ଅନ୍ତର୍ଭୁକ୍ତ।ଏଥିରେ ଶ୍ରଦ୍ଧା ଏବଂ ଭକ୍ତିର ପ୍ରତୀକ ଭାବରେ ମନ୍ଦିର, ଦେବତା କିମ୍ବା ପବିତ୍ର ସ୍ମାରକୀ ଚାରିପାଖରେ ଘଣ୍ଟାକଣ୍ଟା ଦିଗରେ ଚାଲିବା ଅନ୍ତର୍ଭୁକ୍ତ। ହେଲେ ଆପଣ କେବେ ଭାବିଛନ୍ତି କି ଏହି ପ୍ରଥା କାହିଁକି ଆରମ୍ଭ ହୋଇଥିଲା ଏବଂ ଏହାର ପ୍ରକୃତ ମହତ୍ତ୍ୱ କ’ଣ? ପରିକ୍ରମା ବୁଝିବା ସହିତ ଶାରୀରିକ ଗତି କିପରି

ମନୋରଞ୍ଜନ

ପୁଣି ବର-କନ୍ୟା ସାଜିଲେ ସୂର୍ଯ୍ୟା-ଜ୍ୟୋତିକା

ମୁମ୍ବାଇ : ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ସୂର୍ଯ୍ୟା ଏବଂ ଅଭିନେତ୍ରୀ ଜ୍ୟୋତିକା ସେମାନଙ୍କର ବିବାହର ୨୦ ବର୍ଷ ପୂର୍ତ୍ତି ଅବସରରେ ପୁଣିଥରେ ପରସ୍ପର ସହ ବିବାହ ପ୍ରତିଜ୍ଞା ନବୀକରଣ କରି ପୁଣି ବର-କନ୍ୟା ସାଜିଛନ୍ତି‌।ଏହି ସ୍ୱତନ୍ତ୍ର ସମାରୋହରେ କେବଳ ଦୁହେଁ ନୁହନ୍ତି, ସାମିଲ୍ ହୋଇଥିଲେ ପରିବାରର ସଦସ୍ୟମାନେ। ପୁଅ ଦେବ ନିଜ ମା’ ଜ୍ୟୋତିକାଙ୍କୁ ଆଲ୍ଟାର୍ ପର୍ଯ୍ୟନ୍ତ ନେଇଯାଇଥିବା ବେଳେ, ଝିଅ ଦିୟା ‘ମେଡ୍ ଅଫ୍ ଅନର୍’ ଭାବେ ଦାୟିତ୍ୱ ତୁଲାଇଥିଲେ। ଧଳା ବ୍ରାଇଡାଲ୍ ଗାଉନ୍ରେ

କ୍ରୀଡା

ସଚିନଙ୍କୁ ପଛରେ ପକାଇଲେ ଟେଲର : କ୍ରିକେଟ୍ ଦୁନିଆରେ ନୂଆ ଇତିହାସ

ନୂଆଦିଲ୍ଲୀ : ଜିମ୍ବାୱେର ବରିଷ୍ଠ ବ୍ୟାଟ୍‌ସମ୍ୟାନ ବ୍ରାଣ୍ଡେନ ଟେଲର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି। ଟେଲର ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଦିନିକିଆ ଖେଳିବାରେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି। ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ୨୨ ବର୍ଷ ୩ ମାସ ପର୍ଯ୍ୟନ୍ତ ଦିନିକିଆ ମ୍ୟାଚ ଖେଳିବା ଜାରି ରଖିଥିଲେ । ଯାହା ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ଦିନିକିଆରେ ଖେଳିବାର ରେକର୍ଡ ଥିଲା। ୪୦ ବର୍ଷୀୟ ଟେଲର ୨୨ ବର୍ଷ ୪ ମାସ

Scroll to Top