ବ୍ରହ୍ମପୁରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ
ଭୁବନେଶ୍ୱର : ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ୱତନ୍ତ୍ର ଟ୍ରେନ୍ରେ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବ୍ରହ୍ମପୁରରେ ପହଞ୍ଚିବାକୁ ୨ ଘଣ୍ଟା ସମୟ ଲାଗିବ। ରେଳଷ୍ଟେସନର ୪ନଂ ପ୍ଲାଟଫର୍ମରୁ ରାଷ୍ଟ୍ରପତି ସଡ଼କ ପଥରେ ତପ୍ତାପାଣି ଯାତ୍ରା କରିବେ। ରାଷ୍ଟ୍ରପତିଙ୍କୁ ଷ୍ଟେସନରେ ୧୦ଟ୍ରୁପ କଳାକାର ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରି ସ୍ବାଗତ କରିବେ। ରାଷ୍ଟ୍ରପତିଙ୍କ କାର୍କେଡ଼ ଗୋସାଇଁନୂଆଗାଁ, ଅନ୍ଧପସରାରୋଡ଼, ଫାଷ୍ଟଗେଟ୍, ଦିଗପହଣ୍ଡି ରୋଡ଼ ଦେଇ ତପ୍ତପାଣି ପହଞ୍ଚିବ। ସେଠାରେ









