ସିଭିଲ ଜଜ୍ ଆଶାୟୀ ପ୍ରାର୍ଥୀଙ୍କୁ ବଡ ଆଶ୍ୱସ୍ତି
ନୂଆଦିଲ୍ଲୀ : ଜଜ୍ ହେବାକୁ ଆଶା ରଖିଥିବା ଆଇନ ଛାତ୍ରଛାତ୍ରୀ ଏବଂ ଯୁବ ଆଇନଜୀବୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ନ୍ୟାୟିକ ସେବାର ପ୍ରବେଶ ସ୍ତରୀୟ ପରୀକ୍ଷାରେ ବସିବା ପାଇଁ ଥିବା ୩ ବର୍ଷର ଓକିଲାତି ଅନୁଭବର ଅନିବାର୍ଯ୍ୟ ସର୍ତ୍ତକୁ ସୁପ୍ରିମକୋର୍ଟ ୧ ବର୍ଷକୁ କମାଇଛନ୍ତି। ଏଣିକି ୧ ବର୍ଷ ଧରି ଆଇନଜୀବୀ ଭାବେ କାମ କରିବାର ଅଭିଜ୍ଞତା ଥିଲେ ଆପଣ ନ୍ୟାହିକା ସେବା ପରୀକ୍ଷା ପାଇଁ ଯୋଗ୍ୟ ହୋଇପାରିବେ । ଶୁକ୍ରବାର









