ଭୂକମ୍ପରେ ଦୋହଲିଲା ଜାପାନ, ଲୋକଙ୍କ ମଧ୍ୟରେ ଆତଙ୍କ!
ଟୋକିଓ : ଜାପାନର ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତ୍ରୀବ୍ରତା ୫.୯ ରହିଥିଲା । ଭୂମିକମ୍ପର କେନ୍ଦ୍ର ଇବାରାକିର ଦକ୍ଷିଣ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ତଳେ ଥିଲା । ଭୂମିକମ୍ପ ପରେ ସୁନାମିର କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ଇବାରାକିରେ ଅତି କମରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି । ଆହୁରି କେତେ ଜଣ ଆହତ ହୋଇଛନ୍ତି, ସେନେଇ ଯାଞ୍ଚ









