odisha24 Live

Latest News

Latest News

Author name: RatnaManjari Mohanty

ଦେଶ

ପୁଟିନଙ୍କୁ ଭବ୍ୟ ସ୍ୱାଗତ, ଏବେ ଜିନ୍‌ପିଙ୍ଗଙ୍କୁ ଅପେକ୍ଷାରେ ଭାରତ

ନୂଆଦିଲ୍ଲୀ : ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ସକାଳେ ଭାରତରେ ପହଞ୍ଚିଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭାରତୀୟ ଅଧିକାରୀମାନେ ତାଙ୍କୁ ଜୋରଦାର ସ୍ବାଗତ ଜଣାଇଥିଲେ। କେନ୍ଦ୍ର ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ପାଲାମ ବିମାନବନ୍ଦରରେ ରୁଷିଆର ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଭାରତ ଓ ରୁଷିଆ ମଧ୍ୟରେ ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା

ପାଣିପାଗ

ମାଡ଼ି ଆସୁଛି ଭୟଙ୍କର ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। କୋରାପୁଟ, ନବଙ୍ଗପୁର, କଳାହାଣ୍ଡିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ପାଇଁ କଳାହାଣ୍ଡି ଜିଲ୍ଲାରେ ସ୍କୁଲ, ଅଙ୍ଗନୱାଡି ବନ୍ଦ ଘୋଷଣା କରାଯାଇଛି । ସେହିପରି ୨୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଗଞ୍ଜାମ, ରାୟଗଡା, ଗଜପତି ସମେତ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଆଲର୍ଟ ଜାରି କରିଛି ପାଣିପାଗ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ: ଆଜି ଆପଣଙ୍କ ମନ ଆଧ୍ୟାତ୍ମିକତା ଓ ଧାର୍ମିକ କାର୍ଯ୍ୟ ଦିଗରେ ଆକୃଷ୍ଟ ହେବ । କୋର୍ଟ ମାମଲା କିମ୍ବା ଆଇନଗତ ବିଷୟରେ ସତର୍କ ରୁହନ୍ତୁ । କଥାବାର୍ତ୍ତାରେ ସଂଯମ ରଖିଲେ ଅନେକ ସମସ୍ୟା ଏଡ଼ାଇପାରିବେ । ଯାତ୍ରା ପାଇଁ ଯୋଜନା ହୋଇପାରେ ।ବୃଷ: ନୂଆ ପ୍ରକଳ୍ପ ଆରମ୍ଭ କରିବାରେ ଲାଭ ମିଳିପାରେ । ପିଲାମାନଙ୍କ ସହ ସମ୍ପର୍କ ଭଲ ରହିବ ଏବଂ ଆୟ ବଢ଼ିବାର ସମ୍ଭାବନା ରହିଛି । ଗାଡ଼ି ଚଳାଇବାବେଳେ ସତର୍କ ରୁହନ୍ତୁ ।ମିଥୁନ:

ରାଜନୀତି

ମୋଦୀଙ୍କ ଜନ୍ମଦିନରେ ବିଜେପିର ମେଗା ପ୍ରସ୍ତୁତି! ରାଜ୍ୟରେ ହେବ ବିଶାଳ ରକ୍ତଦାନ ଶିବିର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସକୁ ବେଶ୍ ଧୁମଧାମରେ ପାଳନ କରିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଦୀର୍ଘ ଗୋଟିଏ ମାସ ଧରି ସାରା ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ ହେବ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସୂଚନା ଅନୁଯାୟୀ, ରାଜ୍ୟ ବିଜେପି ସଭାପତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ

ଜୀବନଶୈଳୀ

ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ ଆସିବ ଅନେକ ପରିବର୍ତ୍ତନ

ମୁଗ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଯେତେବେଳେ ଆମେ ଗଜାମୁଗ ଖାଇଥାଉ ସେତେବେଳେ ଏହାର ସ୍ୱାସ୍ଥ୍ୟ ଉପକାରିତା ଅନେକ ଗୁଣ ବଢ଼ି ଯାଇଥାଏ । ପୋଷକ ତତ୍ତ୍ୱ ଭରପୂର ଗଜାମୁଗ ଅନେକ ଉତ୍ତମ ସ୍ୱାସ୍ଥ୍ୟ ଉପକାରିତା ପ୍ରଦାନ କରେ । ତେବେ ଆସନ୍ତୁ ଜାଣିବା ନିଜ ଡାଏଟରେ ଗଜାମୁଗ ସାମିଲ କରିବାର ଫାଇଦା ବିଷୟରେ । ଜାଣନ୍ତୁ ଗଜାମୁଗ ଖାଇବାର ଉପକାରିତା :ହଜମ କରିବାରେ ସାହାଯ୍ୟ କରେ :-

ବିଦେଶ

ଜେଲେନସ୍କିଙ୍କ ବିମାନକୁ ଡ୍ରୋନ୍ ଧକ୍କା ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି

ୟୁକ୍ରେନ : ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ ଏକ ଅଜଣା ଡ୍ରୋନ୍‌ର ନିକଟ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି। ଏହି ଘଟଣା ଜେଲେନସ୍କିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି। ନରୱେର ପ୍ରଧାନମନ୍ତ୍ରୀ ଜୋନାସ ଗାର୍‌ ଷ୍ଟୋରେ ବୁଧବାର ସରକାରୀ ପ୍ରସାରକ NRK ସହ କଥା ହୋଇ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ

ରାଜ୍ୟ

ୟୁଏଇ ମନ୍ତ୍ରୀଙ୍କ ସହ ଭେଟଲେ ମୁଖ୍ୟମନ୍ତ୍ରୀ ! ଦ୍ୱିପାକ୍ଷିକ ସମ୍ପର୍କ ନେଇ ହେଲା ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁଏଇର ପର୍ଯ୍ୟଟନ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବିନିଯୋଗ ପରିଷଦର ଅଧ୍ୟକ୍ଷ ଅବ୍‌ଦୁଲ୍ଲା ବିନ ତୌକ ଅଲ ମାରିଙ୍କ ସହ ବୈଠକ କରିଛନ୍ତି। ଓଡ଼ିଶା ଏବଂ ୟୁଏଇ ମଧ୍ୟରେ ଅର୍ଥନୈତିକ ଏବଂ ପୁଞ୍ଜିନିବେଶ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଆଲୋଚନା କରାଯାଇଛି। ଏଥିରେ ଓଡ଼ିଶାରେ ନୂତନ ପୁଞ୍ଜିନିବେଶ ସୁଯୋଗ ଅନ୍ୱେଷଣ କରିବାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ଓଡ଼ିଶାର ଅନୁକୂଳ ବାଣିଜ୍ୟ ପରିବେଶ, ଦୃଢ଼ ଶିଳ୍ପ ପରିବେଶ ଏବଂ ପ୍ରମୁଖ

ରାଜ୍ୟ

ନୂଆଖାଇ ପାଇଁ ସମଲେଇ ମନ୍ଦିରରେ ସରିଆ ଧାନ

ସମ୍ବଲପୁର: କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା | ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ନୂଆଁଖାଇ ଦିନ ପ୍ରଥମେ ନୂଆଁ ଚାଉଳରେ ଭୋଗ ଲାଗିବାର ପରମ୍ପରା ରହିଛି | ତେଣୁ ଆଜି ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ଘରକୁ ପହଞ୍ଚିବ ନୂଆଁଖାଇର ନୂଆଁ ଧାନ | ସମ୍ବଲପୁର ସହର ଉପକଣ୍ଠ ବଲବସପୁର ଗାଁର ସୁବାସ ବେହେରାଙ୍କ ଘରୁ ନୂଆ ସାରିଆ ଧାନ ଆସିବ | ମା’ ସମଲେଶ୍ୱରୀଙ୍କ

ଅପରାଧ

ସ୍କୁଲ ପରିସରରେ ମଦ୍ୟପାନ ଅଭିଯୋଗ! ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ମଦ୍ୟପାନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି।ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମ ପଞ୍ଚାୟତର ଅମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଦ୍ୟାଳୟର ଖେଳ ଛୁଟି ସମୟରେ ପ୍ରଧାନଶିକ୍ଷକ ସୁନାକର ନାୟକ ନିଜ କାର୍ଯ୍ୟାଳୟରେ ବସି ମଦ୍ୟପାନ କରିଥିଲେ। ଅତ୍ୟଧିକ ମଦ୍ୟପାନ କରିବା ପରେ ସେ କାର୍ଯ୍ୟାଳୟକୁ ଭିତରୁ ବନ୍ଦ କରିଦେଇ ଶୋଇପଡ଼ିଥିଲେ। ଅନ୍ୟ ଶିକ୍ଷକମାନେ

କ୍ରୀଡା

ପାକିସ୍ତାନ ଉପରେ ଭାରତର ଧମାକା! ମଇଦାନରେ ଟିମ୍ ଇଣ୍ଡିଆର ଦମଦାର ଧମାକା

ନୂଆଦିଲ୍ଲୀ : କ୍ରିକେଟ୍‌ରେ ସଫଳତା ପରେ ଭାରତର ଝିଅମାନେ ଏବେ ହକିରେ ମଧ୍ୟ ପାକିସ୍ତାନକୁ ସମ୍ପୂର୍ଣ୍ଣ ଭାବେ ପରାସ୍ତ କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ମହିଳା ଜୁନିୟର ଏସିଆ କପ୍‌ରେ ଭାରତ ପାକିସ୍ତାନକୁ ୧୯-୦ ବ୍ୟବଧାନରେ ଏକ ବିଶାଳ ପରାଜୟ ପ୍ରଦାନ କରିଛି। ସେପ୍ଟେମ୍ବର ୧୦ ତାରିଖରେ ଅନୁଷ୍ଠିତ ଏହି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଦଳ ଖେଳର ପ୍ରତ୍ୟେକ ଦିଗରେ ପାକିସ୍ତାନ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ଭାରତୀୟ ଦଳ ପ୍ରଥମ କ୍ୱାର୍ଟରରେ ୫ଟି ଏବଂ

Scroll to Top