odisha24 Live

Latest News

Latest News

ରାଜ୍ୟ

ରାଜ୍ୟ

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ଖୁବଶୀଘ୍ର ଆସିବ ଗାଇଡଲାଇନ

ଭୁବନେଶ୍ୱର : ଆରମ୍ଭ ହେଲାଣି ପାର୍ବଣ ଋତୁ। ଆଉ ଏହି ସମୟରେ ବିଭିନ୍ନ ଅଞ୍ଚଳରେ ଉତ୍ସାହ ଲାଗି ରହିବ। ଏବେ ଗଣେଶ ପୂଜା ଶେଷ ହୋଇଛି। ଆଗକୁ ଦଶହରା, ଲକ୍ଷ୍ମୀପୂଜା ଓ କାଳୀପୂଜା ଆସୁଛି। ପାର୍ବଣକୁ ନେଇ ଚାରିଆଡେ ଉତ୍ସାହ ଲାଗି ରହିଥିବା ବେଳେ କମିସନରେଟ ପୋଲିସ ପକ୍ଷରୁ ଡିଜେକୁ ନିଷେଧ କରାଯାଇଛି। ସେହିପରି ହାଇକୋର୍ଟ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି। ଡିଜେ ନିଷେଧ ସତ୍ତ୍ବେ ରାଜରାସ୍ତାରେ ଶବ୍ଦର ତାଣ୍ଡବ ଶୁଣିବାକୁ ମିଳୁଛି। ଅନୁମତି ଦେବାପରେ ଶବ୍ଦ ପ୍ରଦୂଷଣର

ରାଜ୍ୟ

ମତ୍ସ୍ୟଜୀବୀଙ୍କୁ ଚିଲିକା ଯିବାକୁ ବାରଣ

ଖଲ୍ଲିକୋଟ: ଅବପାତ ଯୋଗୁ ଗଞ୍ଜାମ ଜିଲ୍ଲାକୁ ପ୍ରବଳ ବର୍ଷା ଓ ପବନ ବହିବାର ଅନୁମାନ କରିଛି ପାଣିପାଗ ବିଭାଗ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଚିଲିକାରେ ୪ଦିନ ବନ୍ଦ ରହିବ ଭସାପୋଲ । ଚିଲିକା ହ୍ରଦରେ ସାତପଡ଼ା-ଜହ୍ନିକୁଦା ମାର୍ଗରେ ଆଜିଠୁ ୨୫ ତାରିଖ ଯାଏ ନୌ-ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରହିବ । ପ୍ରବଳବର୍ଷା ହେଲେ ଚିଲିକା ହ୍ରଦର ଜଳରାଶି ମଧ୍ୟ ଅଶାନ୍ତ ହୋଇପାରେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସାତପଡ଼ା

ରାଜ୍ୟ

ଖୋଲିଲା ହୀରାକୁଦର ୨ଟି ଗେଟ୍

ସମ୍ବଲପୁର: ଖୋଲିଲା ହୀରାକୁଦର ୨ଟି ଗେଟ୍ । ଉପର ମୁଣ୍ଡରୁ ଅତ୍ୟଧିକ ବନ୍ୟା ଜଳ ଆସିବା ଫଳରେ ହୀରାକୁଦ ଜଳଭଣ୍ଡାର ଆଉ ଦୁଇଟି ଗେଟ ଖୋଲିଛି l ହୀରାକୁଦ ତାର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୩୦ ଫୁଟ କୁ ପହଞ୍ଚି ସାରିଛି l ଆସନ୍ତା ୩୦ ତାରିଖ ସୁଦ୍ଧା ୬୩୦ ଫୁଟ ରହିବା କଥା l କିନ୍ତୁ ହୀରାକୁଦ ଜଳଭଣ୍ଡାର କର୍ତ୍ତୃ ପକ୍ଷ ଏହାକୁ ୧୨ ଦିନ ପୂର୍ବରୁ ୬୩୦ ଫୁଟ କରି ଦେଇଛନ୍ତି l

ରାଜ୍ୟ

ପୁରୀ ସମୁଦ୍ରରେ ବିପଦ ସଙ୍କେତ: ପ୍ରବଳ ବର୍ଷା ଯୋଗୁଁ ଲାଗିଲା ନାଲି ପତାକା

ପୁରୀ : ପୁରୀ ସମୁଦ୍ର କୂଳରେ ଲାଗିଛି ରେଡ୍ ଫ୍ଲାଗ୍ । ପ୍ରବଳ ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଛି । ସମୁଦ୍ର କୂଳରେ ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ ମୁତୟନ ରହି ପର୍ଯ୍ୟଟକଙ୍କୁ ସଚେତନ କରୁଛନ୍ତି । ଅଶାନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ପର୍ଯ୍ୟଟକଙ୍କୁ ବାରମ୍ବାର ଅନୁରୋଧ କରାଯାଉଛି । ପାଗରେ ସୁଧାର ନଆସିବା ପର୍ଯ୍ୟନ୍ତ ସମୁଦ୍ରରେ ସ୍ନାନ ନକରିବାକୁ ପ୍ରଶାସନ

ରାଜ୍ୟ, Top Stories

ସମ୍ଭାବ୍ୟ ବାତ୍ୟା ପାଇଁ ସ୍କୁଲ ଛୁଟି

ଭୁବନେଶ୍ୱର : ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଛୁଟି ରଖାଯାଉଛି । ଖୋର୍ଦ୍ଧା , ଗଜପତି, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ରହିବ । ସେହିଭଳି ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଏନଆରଟିଏସ ପରୀକ୍ଷା

ରାଜ୍ୟ

‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଓଏସଆରଟିସିର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ‘ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା’ ଅନ୍ତର୍ଗତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା, ମହିଳା ଓ ଶିଶୁ ବିକାଶ,ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୯୧୦ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ପୁରୀ ଧାମ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଉଦ୍‌ଘାଟନୀ ଅଭିଭାଷଣରେ

ରାଜ୍ୟ

ଭୁବନେଶ୍ୱର ଡିସିପି ପଦରେ କାହାକୁ ମିଳିବ ଦାୟିତ୍ୱ? ଚର୍ଚ୍ଚାରେ ୭ ଯୁବ ଆଇପିଏସଙ୍କ ନାଁ

ଭୁବନେଶ୍ୱର : କିଏ ହେବେ ଭୁବନେଶ୍ବର ଡିସିପି। ଚର୍ଚ୍ଚାରେ ୭ ଯୁବ IPSଙ୍କ ନାଁ। ଆଗରେ ବ୍ରହ୍ମପୁର ଏସପି ଶ୍ରବଣା ବିବେକ, ରାଉରକେଲା ଏସପି ନୀତେଶ ୱଧୱାନି ବି ଚର୍ଚ୍ଚାରେ। ସରପ୍ରାଇଜ ଚେହେରା ବି ସାମ୍ନାକୁ ଆସିପାରେ। ଜଗମୋହନ ମୀନାଙ୍କ ଇସ୍ତଫା ଗୃହିତ ହେବା ପରେ କିଏ ହେବେ ଭୁବନେଶ୍ବରର ପରବର୍ତ୍ତୀ ଡିସିପି ତାକୁ ନେଇ ଚର୍ଚ୍ଚା। କେନ୍ଦ୍ର ସରକାର ମୀନାଙ୍କ ଇସ୍ତଫା ମଞ୍ଜୁର କରିବା ପରେ ଏବେ ଯେକୌଣସି ସମୟରେ ତାଙ୍କୁ ରିଲିଭ କରାଯାଇପାରେ। ପାର୍ବଣ

ରାଜ୍ୟ

ନିଶା କାରବାରକୁ ଲାଗିବ ଅଙ୍କୁଶ: ୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ

ଭୁବନେଶ୍ୱର : ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ କରାଯାଉଛି।ଏହି ଅଭିଯାନ ୨୧.୦୯.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ। ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ପ୍ରତିଷେଧମୂଳକ ଆଇନଗତ ପଦକ୍ଷେପ ନିଆଯିବ।

ରାଜ୍ୟ

ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଗଣ, ଯନ୍ତ୍ରୀ ଏବଂ ସମସ୍ତ ଉପବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ପ୍ରଶାସକ ବୈଠକରେ ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଡିଜିଟାଇଜେସନ୍, ଡିଜିଟାଲ ହୁଣ୍ଡି, ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନ, ଶ୍ରୀମନ୍ଦିର ପତ୍ରିକାର କାର୍ତ୍ତିକ ବିଶେଷାଙ୍କ, ଶ୍ରୀମନ୍ଦିର ସଂକ୍ରାନ୍ତ ବିଭିନ୍ନ

ରାଜ୍ୟ

ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶାର ବଡ଼ ପ୍ରସ୍ତୁତି: ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସଫଳ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରୁ ଫେରିଛନ୍ତି । ଏହି ଦୁଇଦିନ ମଧ୍ୟରେ ଗତକାଲି ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଲିନ୍‌ ଏନର୍ଜି ବା ସ୍ବଚ୍ଛ ଶକ୍ତି

Scroll to Top