ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ
ଭୁବନେଶ୍ୱର : ଧୀରେ ଧୀରେ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଏୟାର୍ କନେକ୍ଟିଭିଟି କମିବାରେ ଲାଗିଛି।। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍ ହୋଇଯାଇଛି। ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶର ୩୦ରୁ ଅଧିକ ସହର ସହ ଆକାଶପଥରେ ସିଧାସଳଖ ଯୋଗାଯୋଗ ରହିଥିବାବେଳେ ଚଳିତ ବର୍ଷର ସମର ସିଡ୍ୟୁଲରେ ଏହା ୧୯ଟି ସହରକୁ ଖସିଆସିଥିଲା। ଭୁବନେଶ୍ୱରରୁ ଆବୁଧାବି, ଦୁବାଇ, ମାଲେସିଆ, ସିଙ୍ଗାପୁର ଆଦି ଦେଶକୁ ବିମାନ ଉଡାଣ କରୁଥିଲା। ମାତ୍ର କ୍ରମଶଃ ଅନ୍ତର୍ଜାତୀୟ ବିମାନ […]









