odisha24 Live

Latest News

Latest News

ଦେଶ

ଦେଶ, ବାଣିଜ୍ୟ

ଡାବର ଉପରେ କଟକଣା

ନୂଆଦିଲ୍ଲୀ : ଖାଦ୍ୟ ସୁରକ୍ଷା ନିୟାମକ ଏଫଏସଏସଏଆଇ(ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ) ପକ୍ଷରୁ ନିଜର ବିଭିନ୍ନ ଖାଦ୍ୟ ଉତ୍ପାଦରେ ‘୧୦୦% ଖାଣ୍ଟି’ କିମ୍ବା ‘୧୦୦% ପ୍ରାକୃତିକ’ ଭଳି ଦାବି କରିଥିବାରୁ ଡାବର ଇଣ୍ଡିଆ କମ୍ପାନୀ ବିବାଦରେ ଫସିଛି। ମହୁ, ଘିଅ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ବିଭ୍ରାନ୍ତିକର ଦାବି କରୁଥିବାରୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଏଫଏସଏସଏଆଇ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । […]

ଦେଶ

ଥରିଲା ମିଶର ସହର

ନୂଆଦିଲ୍ଲୀ: ସୋମବାର ମିଶରରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ମାପ କରାଯାଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ରିପୋର୍ଟ କରିଛି ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ହଠାତ ଭୂମିକମ୍ପ ଯୋଗୁଁ ଘରୋ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ । ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠର ୧୦ କିମି ଗଭୀରତାରେ ଥିଲା । ଇଜିପ୍ଟର ଅଧିକାରୀମାନେ ସୁଏଜ ସହରରୁ

ଦେଶ, ସଂସ୍କୃତି

ସ୍ଥଗିତ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ଲଗାତାର ତୃତୀୟ ଦିନ ପାଇଁ ସ୍ଥଗିତ ରହିଛି। ରାଜପଥ ମରାମତି କାର୍ଯ୍ୟ ଜାରି ରହିଥିବାରୁ ଶ୍ରଦ୍ଧାଳୁଙ୍କ କୌଣସି ନୂଆ ଦଳକୁ କାଶ୍ମୀର ଉପତ୍ୟକା ଆଡ଼କୁ ଯିବାକୁ ଅନୁମତି ଦିଆଯାଇ ନାହିଁ । ଅନ୍ୟପକ୍ଷରେ, ଜମ୍ମୁରେ ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିବା ପରେ ଶ୍ରୀ ଅମରନାଥଜୀ ଶ୍ରାଇନ୍ ବୋର୍ଡ ପକ୍ଷରୁ ପଞ୍ଜୀକରଣ ଓ ଟୋକନ୍ ବଣ୍ଟନ କେନ୍ଦ୍ରକୁ ତାୱି ରିଭରଫ୍ରଣ୍ଟରୁ ଭଗବତୀ ନଗର ବେସ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି

ଦେଶ

Restive Jammu and Kashmir

ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର କୁଲଗାମରେ ଶ୍ରମିକମାନଙ୍କ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଛତିଶଗଡ଼ର ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।ଏହି ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଇ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ସରକାର ପିଡୀତ ପରିବାର ସହିତ ଠିଆ ହୋଇଛି । ମିଳିଥିବା ସୂଚନାନୁଯାୟୀ ,ଶୁକ୍ରବାର ବିଳମ୍ବିତସନ୍ଧ୍ୟାରେ କୁଲଗାମର କେଲମରେ ଏକ ଇଟା ଭାଟିରେ କାମ କରୁଥିବା ଶ୍ରମିକମାନଙ୍କୁ ଆକ୍ରମଣକାରୀମାନେ ଟାର୍ଗେଟ କରି ଗୁଳି

ଦେଶ, ରାଜନୀତି

ଖୁବଶୀଘ୍ର ମହିଳାମାନଙ୍କୁ ମିଳିବ ୨୫ଶହ ଟଙ୍କା

ନୂଆଦିଲ୍ଲୀ : ଦିଲ୍ଲୀର ମହିଳାମାନଙ୍କ ପାଇଁ ଖୁସି ଖବର । ପ୍ରତିମାସରେ ମିଳିବ୨୫ ଶହ ଟଙ୍କା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ଦେଇଛି ।ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ପ୍ରତିମାସରେ ୨,୫୦୦ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ, କିନ୍ତୁ ସମ୍ପୂର୍ଣ୍ଣ ଟଙ୍କା ସିଧାସଳଖ ଖର୍ଚ୍ଚ କରିବା ପାଇଁ ମିଳିବ ନାହିଁ। ସରକାର ଚାହାଁନ୍ତି ଯେ ଏହି ଟଙ୍କାର ଏକ ବଡ଼ ଅଂଶ ସଞ୍ଚୟ ଏବଂ ନିବେଶରେ ଯାଉ,

ଦେଶ, ଶିକ୍ଷା ଓ ନିଯୁକ୍ତି

ସ୍କୁଲରେ ମିଳିବ ଚିକେନ ବିରୟାନୀ

ଚେନ୍ନାଇ : ଖୁବ୍‌ଶୀଘ୍ର ତାମିଲନାଡ଼ୁରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ମିଳିବ ଚିକେନ ବିରିୟାନୀ । ତାମିଲନାଡୁରେ ସି ଯୋଶେଫ ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ନୂଆ ନୂଆ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଏ ସମ୍ପର୍କରେ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନିକଟକୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ ବିଚାର କରିବା ପରେ ନିଷ୍ପତ୍ତି ନିଆଯିବ ।ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ ପ୍ରତ୍ୟେକ

ଦେଶ

ବନ୍ଦେ ମାତରମ ଗାନ ଅପମାନ କଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହୀତ ହୋଇଛି ”ଜାତୀୟ ସମ୍ମାନର ଅପମାନ ସଂଶୋଧନ ବିଲ୍, ୨୦୨୬”। ଏହି ସଂଶୋଧିତ ଆଇନ ଅନୁଯାୟୀ, ”ବନ୍ଦେ ମାତରମ୍” କୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଛି। ବର୍ତ୍ତମାନଠାରୁ ଉଦ୍ଦେଶ୍ୟମୂଳକ ଭାବେ ”ବନ୍ଦେ ମାତରମ୍”ର ଅପମାନ କଲେ କିମ୍ବା ଏହାର ଗାନ ସମୟରେ ବାଧା ସୃଷ୍ଟି କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ।ବିଲ୍ ଉପରେ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

ଦେଶ

ବନ୍ୟା ଘେରରେ ଆସାମ

ଆସାମ : ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ସ୍ଥିତି ହୋଇଛି । ଆସାମ ବନ୍ୟାର କରାଳ ରୂପ ଏବେ ବି ଜାରି ରହିଛି । ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୭୫କୁ କୁ ପହଞ୍ଚିଛି । ତେବେ ଗତ କିଛଇ ଦିନ ତୁଳନାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପ୍ରଭାବିତ ଲୋକଙ୍କ ସଂଖ୍ୟା ୪ ଲକ୍ଷ ୪୫ ହଜାରରୁ କମି ୩ ଲକ୍ଷ ୩୨ ହଜାରରେ ପହଞ୍ଚିଛି । ଆସାମ ଷ୍ଟେଟ

ଦେଶ, ରାଜ୍ୟ

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ସେମିକନ ସମ୍ମିଳନୀରେ ଯୋଗଦେବେ। ଭାରତକୁ କିପରି ସେମିକଣ୍ଡକ୍ଟର ପାୱାର ହାସ କରାଯାଇପାରିବ ସେନେଇ ଶୀର୍ଷ ସ୍ତରରେ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଓ ୪ ତାରିଖରେ ଜିଏସଟି କାଉନସିଲର ୫୬ ତମ ବୈଠକରେ ମଧ୍ୟ ଯୋଗଦେବେ। ଦିଲ୍ଲୀ ଗସ୍ତ ପୂର୍ବରୁ ଓଡ଼ିଶା ଉପସ୍ଥାପନ

ଦେଶ, ରାଜନୀତି

ମୋଦିଙ୍କୁ ଭୁଲ ମାଗିଲା ମେଟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଅସ୍ଥାୟୀ ଭାବରେ ହଟାଇବା ଏବେ ଏକ ଗମ୍ଭୀର ମୋଡ଼ ନେଇଛି। ମେଟା ଏହି ଘଟଣା ପାଇଁ ସରକାରଙ୍କୁ କ୍ଷମା ମାଗିଛି। ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଏହି ବିଷୟକୁ ହାଲୁକା ଭାବରେ ନେଇନାହାଁନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ଭିଡିଓକୁ ହଟାଇବା ପଛର କାରଣ ବୈଷୟିକ ତ୍ରୁଟି କହିବା ସହ କ୍ଷମା ମାଗିଛି ମେଟା। ମେଟାର ବ୍ୟାଖ୍ୟାର ସଠିକତା ବିଷୟରେ ସମ୍ପୃକ୍ତ ବିଭାଗଗୁଡ଼ିକ ତଦନ୍ତ କରୁଛନ୍ତି। ମେଟା ପ୍ରତିନିଧି

Scroll to Top