odisha24 Live

Latest News

Latest News

ବିଦେଶ

ବିଦେଶ, Top Stories

ୟୁରୋପରେ ନିଆଁ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ

ୟୁରୋପ : ଯୋଗୁଁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି ଏବଂ ସମଗ୍ର ମହାଦେଶ ତାତିରେ ଫୁଟୁଛି। ୨୦୨୬ ମସିହାର ମେ ମାସରୁ ଆରମ୍ଭ ହୋଇଥିବା ଏହି ଅସ୍ବାଭାବିକ ଗରମ ସାରା ୟୁରୋପର ପାଣିପାଗ ରେକର୍ଡକୁ ଭାଙ୍ଗି ଚୂରମାର କରିଦେଇଛି। ବିଶେଷ କରି ପଶ୍ଚିମ ୟୁରୋପରେ ଚଳିତ ବର୍ଷ ଇତିହାସର ସବୁଠାରୁ ଉତ୍ତପ୍ତ ଗ୍ରୀଷ୍ମ ଋତୁ ଅନୁଭୂତ ହୋଇଛି।ରିପୋର୍ଟ ଅନୁଯାୟୀ, ପ୍ରବଳ ଖରା ଯୋଗୁଁ ଯୁରୋପର ଅନେକ ବଡ଼ ନଦୀର ଜଳସ୍ତର ହ୍ରାସ ପାଇଛି। ଏଗୁଡ଼ିକ ମଧ୍ୟରେ ଡେନ୍ୟୁବ,

ବିଦେଶ

ଉଡ଼ାଣ ଭରୁ ଭରୁ ଅଚାନକ ଗଳିପଡ଼ିଲା ଚକା , ଭୟରେ ଥରିଲେ ଯାତ୍ରୀ

ଇରାନ :ଆକାଶମାର୍ଗରେ ଉଡ଼ାଣ ଭରୁଥିବା ବେଳେ ହଠାତ୍ ଯଦି ଚକା ଖସିପଡ଼େ, ତେବେ ଯାତ୍ରୀଙ୍କ ଅବସ୍ଥା କ’ଣ ହେବ ତାହା ଆପଣ କଳ୍ପନା କରିପାରୁଥିବେ । ଠିକ୍ ଏମିତି ଏକ ଛାତିଥରା ଘଟଣା ଇରାନରେ ଦେଖିବାକୁ ମିଳିଛି। ତେହେରାନର ସେପେହରାନ ଏୟାରଲାଇନ୍ସର ଏକ ବୋଇଙ୍ଗ୍ ୭୩୭ ବିମାନ ମଶହଦରୁ ଉଡ଼ାଣ ଭରିଥିଲା, କିନ୍ତୁ ଏହାକୁ କିଛି ସମୟ ପରେ ପୁଣି ଏୟାରପୋର୍ଟରେ ଅବତରଣ କରିବାକୁ ପଡ଼ିଥିଲା। ବିମାନଟି ଉଡ଼ାଣ ଭରିବାର କିଛି ସମୟ ପରେ ଏହାର ଗୋଟିଏ

ବିଦେଶ

ଯୁଦ୍ଧ ଶେଷ ଓ ଶାନ୍ତି ପ୍ରତିଷ୍ଠା ନେଇ ବଢ଼ୁଛି ଆଶା

ଓ୍ବାଶିଂଟନ : ବର୍ଷ ବର୍ଷ ଧରି ଜାରି ରହିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ। ପରସ୍ପର ଉପରେ ଚାଲିଛି ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣ। ଯୁଦ୍ଧର ଭୟାବହତା ମଧ୍ୟରେ ଅନେକ ନିରୀହ ଜୀବନ ହରାଉଛି, ଶାନ୍ତି ଫେରିବା ନେଇ ବଢ଼ୁଛି ଚିନ୍ତା। ନିକଟରେ ୟୁକ୍ରେନ ଋଷର କିଛି ବଡ ଶକ୍ତିକେନ୍ଦ୍ରକୁ ଟାର୍ଗେଟ୍ କରିଥିଲା । ତେବେ ଏବେ ଏପରି ସ୍ଥାନକୁ ଟାର୍ଗେଟ୍ ନକରିବାକୁ ୟୁକ୍ରେନ୍ କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ ପରେ

ବିଦେଶ

ଇଣ୍ଡୋନେସିଆରେ ଜାହାଜ ଦୁର୍ଘଟଣା; ଜାରି ରହିଛି ଜୋରଦାର ସର୍ଚ୍ଚ ଅପରେସନ୍

ଜାକର୍ତ୍ତା: ଜାଭା ସାଗରରେ ରବିବାର ୨୪୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୯ ଜଣ ଏବେ ବି ନିଖୋଜ ଅଛନ୍ତି । ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଇଷ୍ଟ ଜାଭାର ସୁରାବାୟାରୁ ସାଉଥ୍ କାଲିମାନ୍ତାନର ବାଞ୍ଜାରମାସିନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଜାହାଜ । ଏଥିରେ ୩୦ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ ୨୪୩ ଜଣ ଥିଲେ । ଗତକାଲି ଭୋରରେ

ବିଦେଶ

ହର୍ମୁଜରେ ପୁଣି ଆକ୍ରମଣ, ବିଶ୍ୱ ତୈଳ ବଜାରରେ ହଇଚଇ

ତେହେରାନ: ହର୍ମୁଜ ପ୍ରଣାଳୀ ଏବଂ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ନିକଟରେ ହୋଇଥିବା ଆକ୍ରମଣ ବିଶ୍ୱ ଯୋଗାଣ ସଙ୍କଟକୁ ଆହୁରି ବଢ଼ାଇଛି। ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୩% ବୃଦ୍ଧି ପାଇ $୧୦୭.୭୪ ଏବଂ ଆମେରିକାର ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା $୧୦୨.୯୩ ରେ ପହଞ୍ଚିଛି।ଉଲ୍ଲେଖଯୋଗ୍ୟ, ନିକଟରେ ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରର ଗୁରୁତ୍ୱପୂର୍ଣ୍ଣ

ବିଦେଶ

ଭାରତୀୟ ଚାଷୀଙ୍କ ପାଇଁ ରୁଷର ବଡ଼ ଉପହାର, କୃଷି କ୍ଷେତ୍ରରେ ମିଳିବ ନୂଆ ସୁଯୋଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ଆୟୋଜକ ଭାରତ ବ୍ୟତୀତ, ରୁଷ, ଚୀନ୍ ଏବଂ ବ୍ରାଜିଲ ସମେତ ଅନେକ ଦେଶର ନେତାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହାରି ଭିତରେ ଋଷକୁ ନେଇ ଏକ ବଡ଼ ଖବର ସାମ୍ମାକୁ ଆସିଛି। କୁହାଯାଉଛି ପିଏମ୍ ମୋଦିଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ପୁଟିନ୍। ଅର୍ଥାତ୍ ରୁଷ ଏବେ ଭାରତକୁ ସାର ଯୋଗାଣ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ରୁଷ ସାର ଉତ୍ପାଦକ ସଂଘର ସଭାପତି

ବିଦେଶ

ଇସ୍ରାଏଲର ଭୟଙ୍କର ଆକ୍ରମଣ, ଦକ୍ଷିଣ ଲେବାନନରେ ତୀବ୍ର ହେଲା ଉତ୍ତେଜନା

ଇସ୍ରାଏଲ : ଦକ୍ଷିଣ ଲେବାନନରେ ଇସ୍ରାଏଲ ଓ ଇରାନ ସମର୍ଥିତ ହିଜବୁଲ୍ଲା ମଧ୍ୟରେ ତିକ୍ତତା ବଢ଼ୁଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଘଟଣାକ୍ରମ। ଏହାକୁ ନେଇ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ଅଲୀ ଅଲ-ତାହେର ପାହାଡ଼ ତଳେ ନିର୍ମିତ ହିଜବୁଲ୍ଲାର ୨ କିମିରୁ ଅଧିକ ଲମ୍ବା ପ୍ରମୁଖ ସୁଡ଼ଙ୍ଗ ନେଟୱର୍କକୁ ଇସ୍ରାଏଲ୍ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଗୁରୁବାର ଦାବି କରିଛି ।ବିସ୍ଫୋରଣ ଲାଗି ପ୍ରାୟ ୧୧୦୦ ଟନ୍

ବିଦେଶ

ଇଣ୍ଡୋନେସିଆରେ ଭୂକମ୍ପର ଜୋରଦାର ଝଟ୍‌କା, ଥରିଲା ଅଞ୍ଚଳ

ଜାକର୍ତ୍ତା : ଇଣ୍ଡୋନେସିଆରେ ପୁଣି ଭୂକମ୍ପ ଝଟ୍‌କା। ଲଗାତାର ଦ୍ୱିତୀୟ ଦିନରେ ଜାଭା ଦ୍ୱୀପ ଥରିଛି ୬.୨ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ। ଶନିବାର ଅନୁଭୂତ ଏହି ଭୂକମ୍ପର ଗଭୀରତା ପ୍ରାୟ ୩୭୬ କିଲୋମିଟର ଥିବା ଜଣାପଡ଼ିଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିଓସାଇନ୍ସେସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁସାରେ ଏହା ଏକ ଡିପ-ଫୋକସ ଭୂକମ୍ପ ଥିଲା। ଭୂପୃଷ୍ଠଠାରୁ ଅଧିକ ଗଭୀରରେ ଭୂକମ୍ପ ଘଟିଥିବାରୁ ଏହାର ପ୍ରଭାବ ତୁଳନାମୂଳକ ଭାବେ କମ ଅନୁଭୂତ ହୋଇଥିବା କୁହାଯାଉଛି।

ବିଦେଶ

ଇରାନ ସହ ଯୁଦ୍ଧ ଶେଷ କରିବ ଆମେରିକା! ଟ୍ରମ୍ପଙ୍କ ତାରିଖ ନେଇ ବଡ଼ ଦାବି

ଓ୍ବାଶିଂଟନ : ଆମେରିକା-ଇରାନ ସଂଘର୍ଷକୁ ବିତିଲା ୬ ମାସରୁ ଅଧିକ, ଏବେ ବି ଜାରି ରହିଛି ତିକ୍ତତା। ଫେବୃଆରୀ ୨୮ ରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ମିଳିତ ଆକ୍ରମଣ କରିବା ପରଠାରୁ ମଧ୍ୟ-ପୂର୍ବ ଅଞ୍ଚଳରେ ଯୁଦ୍ଧ ଜାରି ରହିଛି।ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଂଘର୍ଷ କେବେ ଶେଷ ହେବ ସେ ନେଇ ଏକ ପୂର୍ବାନୁମାନ କରିଛନ୍ତି।ବୁଧବାର ରାଷ୍ଟ୍ରପତି ଟ୍ରମ୍ପ

ବିଦେଶ

୯/୧୧ର ୨୫ ବର୍ଷ ପରେ ଅଭିନବ ଶ୍ରଦ୍ଧାଞ୍ଜଳି, ପୁଣି ଜୀବନ୍ତ ହେଲା ଟ୍ୱିନ୍ ଟାୱାର

ନ୍ୟୁୟର୍କ : ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ୨୫ ବର୍ଷ ପୂରିଛି। ଆଲ୍-କାଏଦାର ୧୯ ଜଣ ଆତଙ୍କବାଦୀ ୪ଟି ବିମାନ ହାଇଜ୍ୟାକ୍ କରି ନ୍ୟୁୟର୍କର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଏବଂ ୱାଶିଂଟନ୍‌ସ୍ଥିତ ପେଣ୍ଟାଗନ୍‌କୁ ଟାର୍ଗେଟ୍ କରିଥିଲେ। ଏହି ସମନ୍ୱିତ ଆକ୍ରମଣରେ ୨,୯୭୭ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିଲା।ତେବେ ଏହି ଭୟାବହ ଘଟଣା ମଧ୍ୟରେ ଅପହୃତ ‘ୟୁନାଇଟେଡ୍ ଏୟାରଲାଇନ୍ସ ଫ୍ଲାଇଟ୍ ୯୩’ର ଯାତ୍ରୀମାନଙ୍କ ସାହସ ଓ ବୀରତ୍ୱ ଇତିହାସରେ ସ୍ୱତନ୍ତ୍ର ସ୍ଥାନ

Scroll to Top