odisha24 Live

Latest News

Latest News

ବିଦେଶ

ବିଦେଶ

ଖୁସିର ନୌକା ଯାତ୍ରା ପାଲଟିଗଲା ଶୋକର ଛାୟା

ଜିମ୍ବାୱେ : ଜିମ୍ବାୱେରେ ଘଟିଛି ଭୟଙ୍କର ନୌକା ଦୁର୍ଘଟଣା। ଏହି ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୨୭ରୁ ଅଧିକ ନିଖୋଜ ଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଜିମ୍ବାୱେର ଉତ୍ତରରେ ଥିବା କରିବା ସହରରୁ ଝିଲ୍‌ ମଧ୍ୟରେ ଥିବା ବିଭିନ୍ନ ଦ୍ୱୀପକୁ ଯାତାୟାତ ପାଇଁ ନୌକା ବ୍ୟବହାର କରାଯାଏ। ବିଶେଷକରି ମାଛ ଧରିବା ପାଇଁ ଲୋକମାନେ ଏହି ନୌକାରେ ଯାତାୟାତ କରନ୍ତି।ମଙ୍ଗଳବାର ଦିନ ଜିମ୍ବାୱେର କରିବା ହ୍ରଦରେ ଉତ୍ତର କରିବା ସହର ଏବଂ […]

ବିଦେଶ

ତାତିରେ ସିଝୁଛି ଆମେରିକା

ୱାସିଂଟନ: ଆମେରିକାରେ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତ ଜୁଲାଇ ମାସଟି ଆମେରିକା ଇତିହାସରେ ସବୁଠାରୁ ଉତ୍ତପ୍ତ ମାସ ଭାବେ ରେକର୍ଡ ସୃଷ୍ଟି କରିଛି। ଏହା ଆମେରିକାର ସବୁଠାରୁ ଗରମ ମାସ ଭାବେ ରେକର୍ଡର ଶୀର୍ଷରେ ରହିଛି। ଆମେରିକାର ଜାତୀୟ ସମୁଦ୍ର ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ଏନଓଏଏ) ଏହା ଘୋଷଣା କରିଛି। ଏହା ବ୍ୟତୀତ, ବର୍ତ୍ତମାନ ଆମେରିକାର କାଲିଫର୍ନିଆ ଏବଂ ନେଭାଡା ରାଜ୍ୟର ସୀମାର ଜଙ୍ଗଲ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା

ବିଦେଶ

ଥରିଲା କଲମ୍ବିଆ

ବୋଗୋଟା : କଲମ୍ବିଆରେ ଭୟଙ୍କର ଭୂମିକମ୍ପ ଝଟକା । ଆଖି ପିଛୁଳାକେ ମାଟିରେ ମିଶିଲା ବଡ଼ ବଡ଼ ଅଟ୍ଟାଳିକା। ଭଗ୍ନାବଶେଷ ତଳେ ଚାପି ହୋଇ ଚାଲିଗଲା ଅନେକ ଜୀବନ। ସୋମବାର କଲମ୍ବିଆରେ ଶକ୍ତିଶାଳୀ ଭୂକମ୍ପ ୭.୪ ତୀବ୍ରତାର ସହ ଅନୁଭୂତ ହେବା ସହ ଅତିକମରେ 132 ଜଣଙ୍କ ମୃତ୍ୟୁ ଘଟିଛି । ପାଖାପାଖି 600 ଲୋକ ଗୁରୁତର ଆହାତ ହୋଇଛନ୍ତି । ଶତାଧିକ ବିଲ୍ଡିଂ ନଷ୍ଟ ହେବା ସହ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା

ବିଦେଶ

କାଲିଫର୍ଣ୍ଣିଆରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

କାଲିଫର୍ଣ୍ଣିଆର ଇସ୍କନ ଦ୍ଵାରା ଶ୍ରୀଜୀଉଙ୍କ ଏକ ଅଦିନିଆ ସ୍ନାନଯାତ୍ରା ଆୟୋଜିତ ହୋଇଛି। ନିର୍ଦ୍ଧାରିତ ପରମ୍ପରା ଓ ଓଡ଼ିଆ ରୀତିନୀତି ବାହାରେ ଏହିପରି ଭାବେ ଅଦିନରେ ସ୍ନାନଯାତ୍ରା କରାଯିବାକୁ ନେଇ ସନାତନ ଧର୍ମ ଏବଂ ଓଡ଼ିଆ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଓ ବିବାଦ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ ,ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରାକୁ ନେଇ ବିବାଦ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଏବଂ ଏହାପରେ ରଥଯାତ୍ରାର ପରମ୍ପରା ଶେଷ ହୋଇସାରିଥିବା ବେଳେ, କାଲିଫର୍ଣ୍ଣିଆର ଇସ୍କନ ବରକିଲି ପକ୍ଷରୁ ପୁଣି

ବିଦେଶ

ତାଣ୍ଡବ ରଚିଲା ‘ଡଲଫିନ୍’

ବେଜିଂ: ଚୀନ୍‌ରେ ଭୟଙ୍କର ଘୂର୍ଣ୍ଣିବଳୟ ତଥା ବାତ୍ୟା ‘ଡଲଫିନ୍’ ନିଜର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ୧୫୦ କିମି ବେଗରେ ପବନ ବହିଛି । ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜାପାନର ଓକିନାୱା ଓ ତାଇୱାନ ନିକଟବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ପରେ ଶକ୍ତିଶାଳୀ ଟାଇଫୁନ୍ ‘ଡଲଫିନ୍’ ରବିବାର ଚୀନ୍ ର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଛି । ଝେଜିଆଙ୍ଗ ପ୍ରଦେଶରେ ଏହାର ପ୍ରଭାବରେ ପ୍ରବଳ ପବନ ସହ ମୂଷଳଧାରା

ବିଦେଶ

ଯୁଦ୍ଧ ବନ୍ଦ କରିବ କି ଆମେରିକା

ଓ୍ବାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ତିକ୍ତତା ବୃଦ୍ଧି ପାଇଛି।ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ପ୍ରମୁଖ ବାଣିଜ୍ୟିକ ଜଳପଥ ହର୍ମୁଜ ପ୍ରଣାଳୀକୁ ପୁଣିଥରେ ଖୋଲିବା ପାଇଁ ଇରାନ କିଛି ନୂଆ ସର୍ତ୍ତ ରଖିଛି। ଆଉ ଏଥିପାଇଁ ତେହେରାନ ଏହି ପ୍ରଣାଳୀକୁ ପୁଣିଥରେ ଖୋଲିବାର ଦାୟିତ୍ୱ ଆମେରିକାର କୋର୍ଟରେ ରଖିଛନ୍ତି। ଏପରି ସମୟରେ ଆମେରିକୀୟ ଗଣମାଧ୍ୟମ ଦାବି କରିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପୁନଃସ୍ଥାପିତ

ବିଦେଶ

ମାଡି ଆସୁଛି ଭୟଙ୍କର ବାତ୍ୟା

ଟୋକିଓ : ବାତ୍ୟା (ଟାଇଫୁନ୍) ‘ଡଲଫିନ’ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇ ବର୍ତ୍ତମାନ ଏସିଆ ମହାଦେଶର ପୂର୍ବ ଉପକୂଳ ଆଡ଼କୁ ମାଡ଼ି ଚାଲିଛି । ଏହି ଶକ୍ତିଶାଳୀ ବାତ୍ୟାଟି ଜାପାନର ଓକିନାୱା ଦ୍ୱୀପପୁଞ୍ଜରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଏବେ ଚୀନର ପୂର୍ବ ଉପକୂଳ ଅଭିମୁଖେ ଅଗ୍ରସର ହେଉଛି । ରବିବାର ଅପରାହ୍ଣ କିମ୍ବା ସନ୍ଧ୍ୟାରେ ୱେନ୍ ଝୋଉ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ପ୍ରାୟ ୨୦୦ କିମି ପ୍ରତି ଘଣ୍ଟା

ବିଦେଶ

ମୋଦୀଙ୍କୁ ଧନ୍ୟବାଦ ଜଣେଇଲେ ନେତାନ୍ୟାହୁ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି। ପୂର୍ବରୁ ଦୁଇ ନେତା ଶୁକ୍ରବାର ଏକ ଫୋନ୍ ବାର୍ତ୍ତାଳାପ କରିଥିଲେ, ଯେଉଁଥିରେ ସେମାନେ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଥିଲେ।ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୋଷ୍ଟରେ

ବିଦେଶ

ଥରିଲା ଦୁବାଇ

ଦୁବାଇ : ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ । ଆକାଶରୁ ଖସାଇ ଦିଆଗଲା ଶତ୍ରୁପକ୍ଷର ଡ୍ରୋନ୍ । ଦୁବାଇ ସ୍ଥିତ ଜେବେଲ ଅଲୀ ଶିଳ୍ପଞ୍ଚଳରେ ୨୦ ମିନିଟ୍ ମଧ୍ୟରେ କ୍ରମାଗତ ୭ଟି ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆକାଶରେ କଳା ଧୂଆଁର ବାଦଲ ଘୋଟି ରହିଥିବା ଦେଖିବାକୁ ମିଳୁଛି। ମାତ୍ର ୨୦ ମିନିଟ୍ ଭିତରେ ପାଖାପାଖି ୭ଟି ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା।ନାସାର ଥର୍ମାଲ୍

ବିଦେଶ

ଟ୍ରମ୍ପଙ୍କ ପାଇଁ ବଡ଼ ବିପଦ ଟଳିଲା

ୱାଶିଂଟନ: ବଡ଼ଧରଣର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଉଡ଼ାଣ ସମୟରେ ଏକ ଯାତ୍ରୀବାହୀ ବିମାନ ସହିତ ଏହାର ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଯାହାଫଳରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମର ହୋସ୍ ଉଡ଼ିଯାଇଥିଲା।ଅମେରିକୀୟ ଅଧିକାରୀମାନେ ଏହାକୁ ସୁରକ୍ଷିତ ଦୂରତା ବଜାୟ ରଖିବାରେ ତ୍ରୁଟି ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣାର ଫେଡେରାଲ ସ୍ତରରେ ତଦନ୍ତ ଆରମ୍ଭ ହୋଇଛି। ତେବେ, ହୱାଇଟ ହାଉସ ସ୍ପଷ୍ଟ କରି କହିଛି ଯେ ରାଷ୍ଟ୍ରପତି କେବେ ମଧ୍ୟ କୌଣସି

Scroll to Top