ମୃତ୍ୟୁ ପାଖରେ ବାଇଡେନ
ଆମେରିକା : ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ମୃତ୍ୟୁ ପାଖରେ ନାହାଁନ୍ତି, କିନ୍ତୁ ସେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି। ୮୩ ବର୍ଷୀୟ ବାଇଡେନଙ୍କ ଶରୀରରେ ପ୍ରୋଷ୍ଟେଟ୍ କ୍ୟାନର ହାଡ଼କୁ ବ୍ୟାପିଯାଇଥିବା ନେଇ ତାଙ୍କ ପରିବାର ଓ ପତ୍ନୀ ଜିଲ୍ ବାଇଡେନ ସୂଚନା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ‘ଜେମି କର୍ଣ୍ଣ ଲିମା ଶୋ’ ରେ ଅତିଥି ଭାବରେ ଯୋଗ ଦେଇ ଜିଲ୍, ବାଇଡେନ୍ଙ୍କ ପ୍ରୋଷ୍ଟେଟ୍ କ୍ୟାନ୍ସର ଏବଂ ତାହା ହାଡ଼କୁ ବ୍ୟାପିଯିବା ପରର









