odisha24 Live

Latest News

Latest News

ସଂସ୍କୃତି

ସଂସ୍କୃତି

ନାଗ ପଞ୍ଚମୀ କାହିଁକି ପାଳନ କରାଯାଏ

ଶ୍ରାବଣ ମାସରେ ମହାଦେବଙ୍କର ବିଶେଷ ପୂଜାର୍ଚନା କରାଯାଇଥାଏ l ଏହାଛଡା ଶ୍ରାବଣ ମାସରେ ମହାଦେବଙ୍କ ପ୍ରିୟ ଗଣ ନାଗ ଦେବତାଙ୍କର ମଧ୍ୟ ପୂଜାର୍ଚନା କରାଯାଇଥାଏ l ଶ୍ରାବଣ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନାଗ ପଞ୍ଚମୀ ଶୈବ ପୂଜକମାନେ ପାଳନ କରିଥାଆନ୍ତି l ଏହିଦିନ ନାଗ ଦେବତାଙ୍କୁ ପୂଜା କରିବା ଦ୍ୱାରା କାଳସର୍ପ ଦୋଷରୁ ମୁକ୍ତି ମିଳିଥାଏ l ଏହାଛଡା ସର୍ପ ଦଂଶନର ଭୟ ମଧ୍ୟ ଦୂର ହୋଇଥାଏ lଚଳିତ ବର୍ଷ ନାଗ ପଞ୍ଚମୀ ଅଗଷ୍ଟ ୯

ଦେଶ, ସଂସ୍କୃତି

ପୁଣି ବିବାଦରେ ଦୀଘା ଜଗନ୍ନାଥ ମନ୍ଦିର

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଉପକୂଳବର୍ତ୍ତୀ ସହର ଦୀଘାରେ ଜଗନ୍ନାଥ ମନ୍ଦିର ଅବସ୍ଥିତ। ପୁଣି ବିବାଦ ଘେରକୁ ଆସିଛି ଦୀଘାର ଜଗନ୍ନାଥ ମନ୍ଦିର। ମନ୍ଦିର ରୋଷଶାଳାରେ ଜୋତା ପିନ୍ଧି ରୋଷେଇ କରାଯାଉଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଯାହାକୁ ଭକ୍ତ ଓ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଏବଂ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହା ଶ୍ରୀଜଗନ୍ନାଥ ସଂସ୍କୃତିର ପବିତ୍ରତା ଓ ରୀତିନୀତି ପ୍ରତି ଏକ କୁଠାରଘାତ ବୋଲି କୁହାଯାଉଛି

ସଂସ୍କୃତି

ଶ୍ରୀଜୀଉଙ୍କ ବନକଲାଗି ନୀତି

ପୁରୀ : ପବିତ୍ର ଶ୍ରାବଣ ଶୁକ୍ଳ ପ୍ରତିପଦା ତିଥି ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଯାହା ଫଳରେ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ । ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ

ସଂସ୍କୃତି

ଚିତାଲାଗି ଅମାବାସ୍ୟାରେ ମହାପ୍ରଭୁଙ୍କୁ ଲାଗିବ ସ୍ୱର୍ଣ୍ଣ ଚିତା

ପୁରୀ : ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଠାରେ ଲାଗି ହେବ ଚିତା । ପ୍ରଥମ ଭୋଗମଣ୍ଡପ ଶେଷପରେ ଅନୁଷ୍ଠିତ ହେବ ନୀତି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ଏହି ୫ ଘଣ୍ଟା ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଚତୁର୍ଦ୍ଧାମୂରତି ଦର୍ଶନ । ଦାରୁଦିଅଁଙ୍କୁ ଦଇତା ପତି ସେବକମାନେ ରତ୍ନଚିତା ଲାଗି କରାଇବେ । ଏହା ଏକ ଗୁପ୍ତ ନୀତି । ତେଣୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ

ସଂସ୍କୃତି

ଜାଗା ଦର୍ଶନ ବନ୍ଦ

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ବୁଧବାର ଶ୍ରୀମନ୍ଦିରରେ ପାଞ୍ଚ ଘଣ୍ଟା ବନ୍ଦ ସାଧାରଣ ଦର୍ଶନ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ବୁଧବାର ମାନେ ଆସନ୍ତକାଲି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଏହି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଯେଉଁଥି ପାଇଁ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଅପରାହ୍ନ ୨ ଟାରୁ ସନ୍ଧ୍ୟା ୭ ଟା ଯାଏଁ ବନ୍ଦ ରହିବ

ସଂସ୍କୃତି

ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ବର: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଜଳାଭିଷେକ ଲାଗି ଶିବାଳୟରେ ରାତିରୁ ଲାଗିଛି କାଉଡ଼ିଆଙ୍କ ଧାଡ଼ି । ଶ୍ରୀଲିଙ୍ଗରାଜ, ଶ୍ରୀଲୋକନାଥ ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତିରୁ ଲାଗିଛି କାଉଡିଆଙ୍କ ଲମ୍ବା ଧାଡ଼ି । ସେହିପରି ଭୋଗରାଇ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଜଳାଭିଷେକ କରୁଛନ୍ତି ଲକ୍ଷାଧିକ କାଉଡ଼ିଆ । ଭୋର ୪ ଟାରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ

ସଂସ୍କୃତି

କାମିକା ଏକାଦଶୀ କଣ

ଶ୍ରାବଣ ମାସର କୃଷ୍ଣ ପକ୍ଷରେ ପଡିଥାଏ କାମିକା ଏକାଦଶୀ । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତିରେ ଏହାକୁ ‘ଚକ୍ରବୁଲା ଏକାଦଶୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ସୃଷ୍ଟିର ପାଳନକର୍ତ୍ତା ଭଗବାନ ନାରାୟଣ (ଶ୍ରୀଧର ରୂପ)ଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଯେଉଁ ବ୍ୟକ୍ତି ଏହି ଏକାଦଶୀକୁ ସଂପୂର୍ଣ୍ଣ ବିଧିବିଧାନ ଏବଂ ନିଷ୍ଠାପର ଭାବେ ପୂଜା କରିଥାନ୍ତି ତାହାର ସମସ୍ତ ଚିନ୍ତା ଏବଂ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି । ପଦ୍ମ

ସଂସ୍କୃତି

ଶିବଙ୍କୁ କାହିଁକି ନଟରାଜ କୁହାଯାଏ

ଭଗବାନ ଶିବଙ୍କୁ ‘ନଟରାଜ’ କୁହାଯାଏ କାରଣ ସେ ନୃତ୍ୟ କଳାର ଦେବତା ଅଟନ୍ତି। ‘ନଟ’ ଶବ୍ଦର ଅର୍ଥ ନର୍ତ୍ତକ କିମ୍ବା ଅଭିନେତା ଏବଂ ‘ରାଜ’ ଅର୍ଥ ରାଜା ବା ଶ୍ରେଷ୍ଠ। ସେ ସୃଷ୍ଟି, ସ୍ଥିତି ଏବଂ ପ୍ରଳୟର ମହାଜାଗତିକ ନୃତ୍ୟ (ତାଣ୍ଡବ ଓ ଲାସ୍ୟ) ମାଧ୍ୟମରେ ସମଗ୍ର ବ୍ରହ୍ମାଣ୍ଡକୁ ପରିଚାଳନା କରନ୍ତି।ହିନ୍ଦୁ ପରମ୍ପରାରେ ଅଜ୍ଞାନ, ମୂର୍ଖତା, ଅହଂକାର ଓ ମାନସିକ ଜଡତାର ପ୍ରତୀକ ଭାବେ ଦେଖାଯାଏ । ଭଗବାନ ଶିବ ଅପସ୍ମାରକୁ ନିଜ ପାଦ ତଳେ ରଖିଛନ୍ତି

ସଂସ୍କୃତି

ଆଜି ହସ୍ତତନ୍ତ ଦିବସ ପାଳନ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସମ୍ମାନ ଜଣାଇବା ସହ ଲକ୍ଷ ଲକ୍ଷ ବୁଣାକାରଙ୍କ ପରିଶ୍ରମ, କଳାକୌଶଳ ଓ ଅବଦାନକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ । ୧୯୦୫ ମସିହାରେ ଆଜିର ଦିନରେ କୋଲକାତା ଟାଉନ୍ ହଲ୍ ରୁ ସ୍ୱଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା । ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ୱଦେଶୀ ଉତ୍ପାଦ, ବିଶେଷକରି

ସଂସ୍କୃତି

ଶ୍ରୀମନ୍ଦିରରେ ମହାସ୍ନାନ ନୀତି

ପୁରୀ : ଶ୍ରୀମନ୍ଦିରରେ ବଡ ମହାସ୍ନାନ । ଶ୍ରୀମନ୍ଦିର ଭିତର ବେଢ଼ାର ଚାଙ୍ଗଡ଼ା ଘର ନିକଟରେ ବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରମ୍ପରା ଓ ସେବାୟତଙ୍କ ସୂଚନା ଅନୁଯାୟୀ, ମନ୍ଦିର ପରିସରରେ କୌଣସି ପ୍ରକାରର ଅଶୌଚ କିମ୍ବା ଅପବିତ୍ରତା ଦେଖାଦେଲେ ବିଗ୍ରହ ଓ ମନ୍ଦିର ପରିସରକୁ ଶୁଦ୍ଧ କରିବା ପାଇଁ ମହାସ୍ନାନ କରାଯିବା ବିଧି ରହିଛି ।

Scroll to Top