ଆଜି ସପ୍ତପୁରୀ ଅମାବାସ୍ୟା, ମହାପ୍ରଭୁଙ୍କୁ ଲାଗିବ ସ୍ୱତନ୍ତ୍ର ପିଠା ଭୋଗ
ପୁରୀ : ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା ସାତପୁରୀ ଅମାବାସ୍ୟା କୁହାଯାଏ । ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଏହି ଦିନଟିର ସ୍ୱତନ୍ତ୍ର ପୌରାଣିକ ଏବଂ ଆଧ୍ୟାତ୍ମିକ ମାହାତ୍ମ୍ୟ ରହିଛି। ଏହି ତିଥିକୁ “କୁଶଗ୍ରହଣୀ ଅମାବାସ୍ୟା” ମଧ୍ୟ କୁହାଯାଏ। ଏହି ପବିତ୍ର ଦିନରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ବିଶେଷ ପ୍ରକାରର “ସପ୍ତପୁରୀ ପିଠା” (ସାତପୁରୀ ଭୋଗ) ଲାଗି ହୋଇଥାଏ।ସପ୍ତପୁରୀର ଅର୍ଥ ସାତୋଟି ପୁରୀ ବା ପୁର। ଏହା ମାନବ […]









