odisha24 Live

Latest News

Latest News

ଅପରାଧ

ଅପରାଧ

ଚାମେଲିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

କେନ୍ଦ୍ରାପଡା : କେନ୍ଦ୍ରାପଡା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ । ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଜାରି ରହିବ । ଏବଂ ଫଳ ଘୋଷଣା ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି ।ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚାମେଲି । ସୂଚନାଥାଉକି, କିଛି ଦିନ ତଳେ ତିଖିରି ପଞ୍ଚାୟତର କିଛି ସମିତିସଭ୍ୟ,

ଅପରାଧ

କଣ୍ଟେନରରୁ ଗଞ୍ଜେଇ ଜବତ

ସୁବଳୟା:ସୁବର୍ଣ୍ଣପୁର ପୋଲିସକୁ ଏକ ବଡ ସଫଳତା ମିଳିଛି। ୧୨.୫ କ୍ୱିଣ୍ଟାଲରୁ ଅଧିକ ବେଆଇନ ଗଞ୍ଜେଇ ଜବତ ହୋଇଛି। ।ଖୋଲା ବଜାରରେ ପ୍ରାୟ ୧୩ କୋଟି ମୂଲ୍ୟର ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ସୋନପୁର ଜିଲ୍ଲାର ସୁବଳୟା ଥାନା ସୀମାରେ ଏକ ଟ୍ରକରୁ ଜବତ କରାଯାଇଛି।ସୂଚନାମୁତାବକ, କଦଳିଗଡ଼ ପଟରୁ ଏକ କଣ୍ଟେନରରେ ବେଆଇନ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେଶାଲ ପୋଲିସ ଟିମ୍। ସୁବଳୟା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ

ଅପରାଧ

ଦିଲ୍ଲୀରେ ଆଫ୍ରିକୀୟ ନାଗରିକ ଅଟକ!

ନୂଆଦିଲ୍ଲୀ : ଦିଲ୍ଲୀରେ ଅଧିକ ସମୟ ଧରି ରହୁଥିବା ଅଭିଯୋଗରେ ୭ ଜଣ ଆଫ୍ରିକୀୟ ନାଗରିକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏଥିରେ ୫ ଜଣ ନାଇଜେରୀୟ ଏବଂ ୨ ଜଣ ଘାନା ନାଗରିକ ରହିଛନ୍ତି । ପାଣ୍ଡବ ନଗର ପୁଲିସ ଷ୍ଟେସନ ପକ୍ଷରୁ ଗୁପ୍ତ ଭାବେ ଯାଞ୍ଚ କରାଯିବା ପରେ ସେମାନଙ୍କୁ ଅଟକ ରଖାଯାଇଥିବା ପୁଲିସ ସୂଚନା ଦେଇଛି ।ପୁଲିସ ସ୍ଥାନୀୟ ଅଞ୍ଚଳରୁ ଗୁଇନ୍ଦା ସୂଚନା ସଂଗ୍ରହ କରିବା ସହ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ

ଅପରାଧ

ପଞ୍ଜାବରେ ସୁରକ୍ଷାକୁ ନେଇ ଚିନ୍ତା

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟକୁ ହାଇ ଆଲର୍ଟରେ ରଖାଯାଇଛି । ଅଗଷ୍ଟ ୧୫ ଅବସରରେ ଖଲିସ୍ତାନ ସମର୍ଥକ ଗୋଷ୍ଠୀ ଅଶାନ୍ତି ସୃଷ୍ଟି କିମ୍ବା ଆକ୍ରମଣ ଉଦ୍ୟମ କରିପାରନ୍ତି ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ କରିଛନ୍ତି । ସୂଚନା ଅନୁସାରେ, ପଞ୍ଜାବର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଉଛି ।ନିଷିଦ୍ଧ ଖଲିସ୍ତାନ ସମର୍ଥକ ସଂଗଠନ ଏବଂ ସେମାନଙ୍କ ସହ ଜଡ଼ିତ

ଅପରାଧ

ଆଶାରାମ ବାପୁଙ୍କୁ ଜାମିନ ଖାରଜ

ନୂଆଦିଲ୍ଲୀ : ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ଆବେଦନ କରିଥିଲେ। ଯୋଧପୁରର AIIMSର ଏକ ଡାକ୍ତରୀ ରିପୋର୍ଟ ଆଧାରରେ, କୋର୍ଟ ଏହି ପର୍ଯ୍ୟାୟରେ ଜାମିନ ଆବଶ୍ୟକ ମନେ କରିନାହାଁନ୍ତି। ସୁପ୍ରିମ କୋର୍ଟ ଆବେଦନକୁ ବଜାୟ ରଖିଛନ୍ତି ଏବଂ କହିଛନ୍ତି

ଅପରାଧ

ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ ବମ୍ବେ ହାଇକୋର୍ଟ । ୨୦୨୧ ମସିହାରେ ନିମ୍ନ ଅଦାଲତ ତାଙ୍କୁ ଯେଉଁ ଦୋଷମୁକ୍ତ କରିଥିଲେ, ସେହି ରାୟକୁ ହାଇକୋର୍ଟ ପୂରାପୂରି ଓଲଟାଇ ଦେଇଛନ୍ତି ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୧୩ ମସିହା ନଭେମ୍ବର ମାସରେ ଗୋଆର ଏକ ହୋଟେଲର ଲିଫ୍ଟ ଭିତରେ ଜଣେ ପୂର୍ବତନ କନିଷ୍ଠ ସହଯୋଗୀଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଥିଲା । ଗୋଆ ଟ୍ରାଏଲ୍ କୋର୍ଟ ତରୁଣ ତେଜପାଲଙ୍କୁ ନିର୍ଦ୍ଦୋଷରେ ଖଲାସ

ଅପରାଧ

ସିଏମ୍‌ଓରୁ ଫାଇଲ୍‌ ହଜିଲା

ଭୁବନେଶ୍ୱର : ସିଏମଓରୁ ଫାଇଲ ଗାୟବ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଭିଏଚପି(ବିଶ୍ୱ ହିନ୍ଦୁ ପରିଷଦ)ର ବଡ ଦାବି। ଭିଏଚପି କହିଛି ଯେ ସରକାରଙ୍କ କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ଆମେ ସ୍ୱାଗତ କରୁଛୁ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇ ସରକାର ବସି ପଡିଲେ ଚଳିବନି । ସରକାରଙ୍କୁ ଏହି ତଦନ୍ତ ପ୍ରକ୍ରିୟାକୁ ଫଲୋ କରିବାକୁ ପଡିବ । ଯେପରି ରେଜଲ୍ଟ ଆସିବ, ପ୍ରକୃତରେ ଯିଏ ଦୋଷୀ ଦଣ୍ଡ ପାଇବ । ସମଗ୍ର ସମାଜ ସାମ୍ନାରେ ଦଣ୍ଡ

ଅପରାଧ

ସୌମ୍ୟ ହତ୍ୟା ମାମଲା

ଭୁବନେଶ୍ୱର : ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ବିଭିନ୍ନ ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି । ଏହି ମାମଲାରେ ପୂର୍ବରୁ ସମୁଦାୟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା,

Scroll to Top