ଅଗଷ୍ଟରୁ ମହଙ୍ଗା ହେବ କାର୍
ନୂଆଦିଲ୍ଲୀ: ଅଗଷ୍ଟରୁ ମହଙ୍ଗା ସବୁର ଦର ବଢିବ। ଜୁଲାଇ ମାସ ଆରମ୍ଭରୁ କିଛି ମୋଟର କମ୍ପାନୀ ଗାଡ଼ି ଦର ବଢ଼ାଇଥିଲେ, ଆଉ ଏବେ ମାରୁତି ସୁଜୁକି ପୁଣିଥରେ ଦର ବଢ଼ାଇବ ବୋଲି ଘୋଷଣା କରିଛି। କମ୍ପାନୀ ଏହାର ସୁବୁ ମୋଡେଲ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢାଇବ ବୋଲି ଘୋଷଣା କରିଛି। ଅଗଷ୍ଟ ମାସରେ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହେବ। ଆପଲ ଭଲି ମାରୁତି କହିଛି ଯେ ଗ୍ରାହକଙ୍କୁ ଦର ବୃଦ୍ଧିର […]




