ଷ୍ଟେଟ ବ୍ୟାଙ୍କ ସୁବର୍ଣ୍ଣ ସୁଯୋଗ
ମୁମ୍ବାଇ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ମଧ୍ୟରୁ ଗୋଟିଏ । ଏସବିଆଇରେ କାମ କରିବା ପାଇଁ ଅନେକଙ୍କର ସ୍ୱପ୍ନ ଥାଏ। ଯଦି ଆପଣ ବ୍ୟାଙ୍କିଂ କ୍ୟାରିୟର ପାଇଁ ପ୍ରସ୍ତୁତି କରୁଛନ୍ତି ଏବଂ କ୍ଲର୍କ ପଦବୀ ପାଇଁ ଆଶା ରଖିଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ବଡ ସୁଯୋଗ ଆସିଛି। ଏହି ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନରେ ମୋଟ ୧,୫୩୮ ପଦବୀ ଖାଲି ଅଛି। ଏଥିମଧ୍ୟରୁ ୨୦୭ଟି ପଦବୀ SC […]









