odisha24 Live

Latest News

Latest News

Author name: RatnaManjari Mohanty

ବାଣିଜ୍ୟ

ଭାରତ-ନ୍ୟୁଜିଲ୍ୟାଣ୍ଡ ବାଣିଜ୍ୟରେ ନୂଆ ଅଧ୍ୟାୟ!

ନୂଆଦିଲ୍ଲୀ : ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ବଡ଼ ପଦକ୍ଷେପ। ନୂଆ ବାଣିଜ୍ୟ ରାଜିନାମା ମାଧ୍ୟମରେ ରପ୍ତାନି, ନିବେଶ ଓ ବ୍ୟବସାୟିକ ସୁଯୋଗ ବଢ଼ିବା ନେଇ ଆଶା। ଆସନ୍ତା ଅକ୍ଟୋବର ୨୦ରୁ ଏହା କାର୍ଯ୍ୟକାରୀ ହେବ। ଏହା ଫଳରେ ନ୍ୟୁଜିଲ୍ୟାଣ୍ଡ ବଜାରରେ ଭାରତର ୧୦୦% ରପ୍ତାନି ସାମଗ୍ରୀ ଶୁଳ୍କମୁକ୍ତ ପ୍ରବେଶ ସୁବିଧା ପାଇବ। ଉଭୟ ଦେଶ ଗତଏପ୍ରିଲ ୨୭ରେ ଏହି ଚୁକ୍ତିରେ ସ୍ୱାକ୍ଷର କରିଥିଲେ। ନ୍ୟୁଜିଲ୍ୟାଣ୍ଡ ସଂସଦରେ ଚୁକ୍ତିକୁ ଅନୁମୋଦନ […]

ବିଦେଶ

ଦୀର୍ଘ ୧୧ ବର୍ଷ ପରେ ଆମେରିକା ଯିବେ ଜିନପିଙ୍ଗ

ବେଜିଂ: ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସେପ୍ଟେମ୍ବର ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ସରକାରୀ ଗସ୍ତ କରୁଛନ୍ତି। ଦୀର୍ଘ ୧୧ ବର୍ଷ ପରେ ଜିନପିଙ୍ଗଙ୍କ ଏହା ପ୍ରଥମ ଆମେରିକା ଗସ୍ତ ହେବ।ଏହି ଗସ୍ତ ସମୟରେ ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିବେ। ବୈଠକରେ ବାଣିଜ୍ୟ, କୃତ୍ରିମ ବୁଦ୍ଧିମତ୍ତା, ବିରଳ ମୃତ୍ତିକା ଯୋଗାଣ, ତାଇୱାନ ଓ

ରାଜନୀତି

ବିଧାନସଭା ଆରମ୍ଭରୁ ହୋହଲ୍ଲା :  ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରୁ ହିଁ ବିରୋଧୀଙ୍କ ହୋହଲ୍ଲା ହଟ୍ଟଗୋଳ । ଚାଲିପାରିଲାନି ଗୃହ । ଧୋଇ ହୋଇଗଲା ପ୍ରଶ୍ନକାଳ। ଗୃହକୁ ୧ଟା ୧୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ବିଧାନସଭା ମୌସୁମୀ ଅଧିବେଶନରେ ଶୋକ ପ୍ରସ୍ତାବ ଆଗତ ପରେ ବିରୋଧୀ ଗୃହରେ ହୋହଲ୍ଲା, ହଙ୍ଗାମା କରିଥିଲେ । ବିରୋଧୀ ସଦସ୍ୟ ପ୍ଲାକାର୍ଡ ଧରି ଏମଏମଡିଆର ବିଲ ପ୍ରତ୍ୟାହାର ନେଇ ବାଚସ୍ପତିଙ୍କ ପୋଡିୟମ

ରାଜ୍ୟ, Top Stories

ସମ୍ଭାବ୍ୟ ବାତ୍ୟା ପାଇଁ ସ୍କୁଲ ଛୁଟି

ଭୁବନେଶ୍ୱର : ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲ ଛୁଟି ରଖାଯାଉଛି । ଖୋର୍ଦ୍ଧା , ଗଜପତି, ଗଞ୍ଜାମ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଶିଶୁ ବାଟିକା ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ରହିବ । ସେହିଭଳି ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ହେବାକୁ ଥିବା ପୂର୍ବ ନିର୍ଦ୍ଧାରିତ ଏନଆରଟିଏସ ପରୀକ୍ଷା

ପାଣିପାଗ

ବଳ ଗୋଟଉଛି ବାତ୍ୟା : ବଢୁଛି ବର୍ଷାର ବିପଦ

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଏକ ‘ଗଭୀର ଅବପାତ’ର ରୂପ ନେଇଛି। ବହିଲାଣି ପବନର ବେଗ । ସମୁଦ୍ରରୁ ମାଡ଼ିଆସୁଛି ବଡ଼ ବର୍ଷା। ୨୩ ଓ ୨୪ରେ ହେବ ସାଂଘାତିକ ବର୍ଷା । ୬ ଜିଲ୍ଲାରେ ନିର୍ଧୁମ ଛେଚିବ। ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇସାରିଛି ଲଘୁଚାପ। ଅଧିକ ଘନୀଭୂତ ହୋଇ ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶିର ବ୍ୟକ୍ତିମାନେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ସତର୍କ ରହନ୍ତୁ । କାର୍ଯ୍ୟକ୍ଷେତ୍ରରେ ଆସୁଥିବା ବାଧା ଧୀରେ ଧୀରେ ଦୂର ହେବ ଏବଂ ପ୍ରଗତିର ରାସ୍ତା ଖୋଲିବ । ଭଲ କାମ ଓ ନିଷ୍ଠା ପାଇଁ ସମ୍ମାନ ବଢ଼ିପାରେ । ସକାଳୁ ଶୀଘ୍ର ଜରୁରୀ ଓ ଲାଭଦାୟକ କାମ ସାରିନେବା ଭଲ । ଏକାସାଙ୍ଗରେ ଅଧିକ କାମ ନେବା ପରିବର୍ତ୍ତେ ନିଜ ସାମର୍ଥ୍ୟ ଅନୁସାରେ କାମ କରନ୍ତୁ । ବୃଷ :

ଜୀବନଶୈଳୀ

ବଳକା ତେଲ ସ୍ବାସ୍ଥ୍ୟ ପାଇଁ କେତେ ଭଲ

ଚଟପଟା ଖାଦ୍ୟ ସଭିଙ୍କୁ ବେଶ୍‌ ପସନ୍ଦ। ଛୋଟଠାରୁ ବଡ଼ ସମସ୍ତେ ଏହାକୁ ଆଗ୍ରହରେ ଖାଇ ଥାଆନ୍ତି। ଏପଟେ ଭାରତୀୟ ଖାଦ୍ୟରେ ତେଲର ଭୂମିକା ମଧ୍ୟ ଯଥେଷ୍ଟ ଅଧିକ। ପକୁଡ଼ି ତିଆରିଠୁ ନେଇ ଛୁଙ୍କ ଲଗାଇବା ପର୍ଯ୍ୟନ୍ତ ସବୁଥିରେ ତେଲର ବ୍ୟବହାର ହୁଏ। ଏହା ଖାଦ୍ୟର ସ୍ବାଦ ଏବଂ ବାସ୍ନା ବଢ଼ାଇଥାଏ। ଅନେକଙ୍କ ଘରେ ଥରେ ବ୍ୟବହୃତ ତେଲ ବଳିଗଲେ ତାକୁ ବାରମ୍ବାର ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି, ବଳକା ତେଲର ପୁନଃ ଉପଯୋଗ ସ୍ବାସ୍ଥ୍ୟ

ସଂସ୍କୃତି

ରାଧାଙ୍କୁ କାହିଁକି ଆଉ କିଏ ଦେଇଥିଲା ଅଭିଶାପ ? ପୌରାଣିକ କଥା।

ରାଧା ଓ କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ପୌରାଣିକ କଥା ରହିଛି। ଏହି ପ୍ରେମ କାହାଣୀରେ ଯେତିକି ଭଲପାଇବା ରହିଛି, ସେତିକି ରହିଛି ବିରହ ଓ ବିଚ୍ଛେଦର ଗଭୀର ଯନ୍ତ୍ରଣା। ପୌରାଣିକ ମାନ୍ୟତା ଅନୁସାରେ, ରାଧାରାଣୀଙ୍କୁ ଥରେ ଶ୍ରୀକୃଷ୍ଣଙ୍କଠାରୁ ୧୦୦ ବର୍ଷ ବିଚ୍ଛେଦର ଅଭିଶାପ ମିଳିଥିଲା। କିନ୍ତୁ କିଏ ଦେଇଥିଲେ ଏହି ଅଭିଶାପ ଏବଂ କାହିଁକି? ଆସନ୍ତୁ ଜାଣିବା।ରାଧାଙ୍କୁ ଅଭିଶାପ ମିଳିବାର କାରଣଥରେ ଗୋଲୋକ ଧାମରେ ଶ୍ରୀକୃଷ୍ଣ ଅନ୍ୟ ଜଣେ ଗୋପୀ (ବିରଜା)ଙ୍କ ସହ ସମୟ ଅତିବାହିତ

ମନୋରଞ୍ଜନ

ଅମିଷାଙ୍କ ବିବାଦୀୟ ବୟାନ : ବଲିଉଡରେ ହଇଚଇ ସୃଷ୍ଟି

ମୁମ୍ବାଇ : ବଲିଉଡର ଅଭିନେତ୍ରୀ ଅମିଷା ପଟେଲ ପୁଣି ବିବାଦ ଘେରକୁ ଆସିଛନ୍ତି । ବଲିଉଡରେ ଷ୍ଟାରଡମ୍କୁ ନେଇ ଅମିଷା ପଟେଲଙ୍କ ବିବାଦୀୟ ବୟାନ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଛି । ଅମିଷା ପଟେଲ ବଲିଉଡର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ ପ୍ରାୟତଃ ଖୋଲାଖୋଲି ଭାବରେ ନିଜ ମନର କଥା କୁହନ୍ତି। ତାଙ୍କୁ ପ୍ରାୟତଃ ନୂଆ ଅଭିନେତ୍ରୀମାନଙ୍କ ସହିତ ତାଙ୍କର ଷ୍ଟାରଡମ ତୁଳନା କରିବାର ଦେଖାଯାଇଛି। ଅମିଷା PR ସଂସ୍କୃତିଠାରୁ ଆରମ୍ଭ କରି ଷ୍ଟାରଡମ ପର୍ଯ୍ୟନ୍ତ

ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନବୀନଙ୍କ ଚିଠି

ଭୁବନେଶ୍ୱର : ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏ ସଂକ୍ରାନ୍ତରେ ନବୀନ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସବୁ ରାଜନୈତିକ ଦଳ ଏକାଠି କାମ କରିବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ

Scroll to Top