odisha24 Live

Latest News

Latest News

Author name: RatnaManjari Mohanty

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ । କର୍ମକ୍ଷେତ୍ରରେ ଅଧିକ କାମ ରହିଲେ ମଧ୍ୟ ପରିଶ୍ରମର ସଫଳ ଫଳ ମିଳିବ । ବ୍ୟବସାୟିକ ନିଷ୍ପତ୍ତି ଲାଭଦାୟକ ହୋଇପାରେ । ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଏବଂ ଘରୋଇ ପରିବେଶ ଖୁସିମୟ ରହିବ । ଦାମ୍ପତ୍ୟ ଜୀବନରେ ମଧ୍ୟ ସୁଖଶାନ୍ତି ରହିବ । ତେବେ ଖର୍ଚ୍ଚ ବଢ଼ିପାରେ, ତେଣୁ ଆର୍ଥିକ ଯୋଜନା କରି ଚାଲନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ଆଜି […]

ଦେଶ

ଭାରତ ଆସିବେ ଜିନପିଙ୍ଗ

ନୂଆଦିଲ୍ଲୀ : ଦୀର୍ଘ ୭ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି। ଯାହା ଦୁଇ ଦେଶ ମଧ୍ୟରେ ସୁଧାର ସମ୍ପର୍କ ପାଇଁ ପଥ ପ୍ରସ୍ତୁତ କରିପାରେ। ୨୦୨୦ ସୀମା ସଂଘର୍ଷ (ଗାଲୱାନ ଉପତ୍ୟକାରେ) ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ନିମ୍ନ ସ୍ତରରେ ପହଞ୍ଚିଛି। ଗତ କିଛି ମାସ ମଧ୍ୟରେ ଉଭୟ ଦେଶ ଜିନିଷଗୁଡ଼ିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଛନ୍ତି। ବ୍ରିକ୍ସ

ଦେଶ

ଉତ୍ତପ୍ତ ସମୁଦ୍ର, ବିପଦ ମୁହାଁ ବିଶ୍ୱ!

ନୂଆଦିଲ୍ଲୀ : ଗରମ ହେଉଛି ସମୁଦ୍ର । ବଦଳୁଥିବା ପାଣିପାଗ ନେଇ ବଢ଼ିଲା ଚିନ୍ତା! ସମୁଦ୍ରର କ୍ରମାଗତ ତାପମାତ୍ରା ବୃଦ୍ଧି ଏବଂ ପାଣିପାଗର ଦ୍ରୁତ ପରିବର୍ତ୍ତନ ନିଶ୍ଚିତ ଭାବରେ ଏକ ବଡ଼ ବିପଦର ସଙ୍କେତ ଓ ପ୍ରକୃତିର ଏକ ଗମ୍ଭୀର ଚେତାବନୀ ଅଟେ। ସମୁଦ୍ର ପୃଥିବୀର ଅତିରିକ୍ତ ଉତ୍ତାପର ଏକ ବଡ଼ ଅଂଶ ନିଜ ଭିତରେ ସଞ୍ଚୟ କରି ରଖେ। ତେଣୁ ସମୁଦ୍ରର ତାପମାତ୍ରା ବଢ଼ିବା କେବଳ ସାମୁଦ୍ରିକ ଜୀବଜଗତ ପାଇଁ ବିପଦ ନୁହେଁ, ଏହାର ପ୍ରଭାବ

ଜୀବନଶୈଳୀ

ଟମାଟୋ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ, ନିୟମିତ ଖାଦ୍ୟରେ ସାମିଲ କରନ୍ତୁ

ସବୁ ଋତୁ ଅନୁସାରେ ପନିପରିବା, ଫଳମୂଳ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ପ୍ରତ୍ୟେକ ଖାଦ୍ୟରେ କିଛି ନା କିଛି ଲାଭକାରୀ ଗୁଣ ରହିଛି । ଯାହା ଆମର ଅନେକ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ସେହି ସବୁ ମଧ୍ୟରୁ ଟମାଟୋ ହେଉଛି ଅନ୍ୟତମ । ଟମାଟୋକୁ ଆମେ ସାଧାରଣତଃ ବିଲାତି ବୋଲି କହିଥାଉ । ଯାହା ଶରୀର ପାଇଁ ଖୁବ୍ ଉପଯୋଗୀ ହୋଇଥାଏ । ଘରେ ଘରେ ଟମାଟୋର ବ୍ୟବହାର ଖୁବ୍ ମାତ୍ରାରେ

ମନୋରଞ୍ଜନ

କ୍ରିତିଙ୍କୁ ନେଇ ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ : ବଲିଉଡ୍‌ରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ ନେଇ ଅଭିନେତ୍ରୀ କ୍ରିତି ସାନନ ବିବାଦରେ ଫସିଛନ୍ତି। ଏହି ବିଜ୍ଞାପନ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି।ବିଜ୍ଞାପନରେ କ୍ରିତି ନିଜ ଭାଇଙ୍କ ସହ ରକ୍ଷାବନ୍ଧନ ପାଳନ କରୁଥିବା ଦେଖାଯାଇଛି। ଏହାପରେ ସେ ନିଜ ପୋଷା କୁକୁରକୁ ମଧ୍ୟ ରାକ୍ଷୀ ବାନ୍ଧୁଛନ୍ତି। କିଛି ଲୋକଙ୍କୁ ଏହି ଅନ୍ଦାଜ ପସନ୍ଦ ଆସିଥିବା ବେଳେ

ବାଣିଜ୍ୟ

ବଜାଜ୍ ଆଣୁଛି ନୂଆ ଆଡଭେଞ୍ଚର୍ ବାଇକ୍

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଏକ ନୂଆ ଧରଣର ବାଇକ୍ ଲଞ୍ଚ କରିବାକୁ ଯାଉଛି ବଜାଜ୍ ଅଟୋ । ଏପର୍ଯ୍ୟନ୍ତ କମ୍ପାନୀ କମ୍ୟୁଟର୍ ଏବଂ ପରଫର୍ମାନ୍ସ ଫୋକସ୍ଡ୍ ବାଇକ୍ ଲଞ୍ଚ କରିଆସିଛି । ତେବେ ଏହା ବଜାଜର ପ୍ରଥମ ଆଡଭେଞ୍ଚର୍ ବାଇକ୍ ହେବ। ଭାରତରେ ଏହି ମୋଟରସାଇକେଲକୁ ଅନେକ ଥର ଟେଷ୍ଟିଂ ସମୟରେ ଦେଖିବାକୁ ମିଳିଛି। ତେଣୁ ଅନୁମାନ କରାଯାଉଛି ଯେ, କମ୍ପାନୀ ୨୦୨୬ରେ ହିଁ ଏହି ବାଇକକୁ ଲଞ୍ଚ କରିପାରେ । ଭାରତରେ ଏହାକୁ ଫେଷ୍ଟିଭ୍

ବାଣିଜ୍ୟ

ଆଜିର ସୁନା ଦର

ନୂଆଦିଲ୍ଲୀ : ସୁନା-ରୁପା କିଣିବାକୁ ଭାବୁଥିବା ଲୋକଙ୍କ ପାଇଁ ଏହି ଖବରଟି ଚିନ୍ତାର କାରଣ ହୋଇପାରେ। ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୬୩,୭୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୫୦,୧୦୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା

ଶିକ୍ଷା ଓ ନିଯୁକ୍ତି

ଅଗଷ୍ଟ ୩୦ରେ ନିଟ୍-ପିଜି ପରୀକ୍ଷା

ନୂଆଦିଲ୍ଲୀ : ନ୍ୟାସନାଲ୍ ବୋର୍ଡ ଅଫ୍ ଏଜୁକେସନ୍ ମେଡିକାଲ୍ ସାଇନ୍ସେସ୍ ପକ୍ଷରୁ ନିଟ୍ ପିଜି ୨୦୨୬ ଆଡମିଟ୍ କାର୍ଡ ପ୍ରକାଶନ ତାରିଖରେ ପରିବର୍ତ୍ତନ କରାଯାଇଛି। ସୋମବାର ଜାରି ଏକ ସର୍ବସାଧାରଣ ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ନିଟ୍ ପିଜି ୨୦୨୬ ଆଡମିଟ୍ କାର୍ଡ ଆସନ୍ତା ଅଗଷ୍ଟ ୨୫, ୨୦୨୬ ତାରିଖରେ ଜାରି କରାଯିବ।ଅଫିସିଆଲ୍ ସୂଚୀ ଅନୁଯାୟୀ, ନିଟ୍ ପିଜି ପରୀକ୍ଷା ଆସନ୍ତା ଅଗଷ୍ଟ ୩୦, ୨୦୨୬ ଦିନ ସକାଳ ୯:୦୦ ଟାରୁ ଦ୍ୱିପ୍ରହର ୧୨:୩୦ ଟା ପର୍ଯ୍ୟନ୍ତ ଗୋଟିଏ

କ୍ରୀଡା

ଟାଟୁ ଦେଖାଇ ଚର୍ଚ୍ଚାରେ ଜୁରେଲ

କୋଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ ନିଜର ଭାରତର ଦମ୍‌ଦାର ପ୍ରଦର୍ଶନ କରିଛି। ଦଳ ୯ ୱିକେଟ ହରାଇ ୫୦୩ ରନ୍‌ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଛି। ଏହି ଇନିଂସର ପ୍ରମୁଖ ଆକର୍ଷଣ ଥିଲେ ଧ୍ରୁବ ଜୁରେଲ ଏବଂ ଋଷଭ ପନ୍ତ। ଧ୍ରୁବ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିବା ସହ ଅପରାଜିତ ୧୧୫ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଶତକ ପୂରଣ

ଅପରାଧ

ଜେଲରୁ ବାହାରିବେ ରାମ ରହିମ

ନୂଆଦିଲ୍ଲୀ : ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ପୁଣି ଥରେ ଜେଲରୁ ମୁକ୍ତ ହେବେ। ତାଙ୍କୁ ୨୧ ଦିନର ପାରୋଲ୍ ମଞ୍ଜୁର କରାଯାଇଛି। ସେ ସୁନାରିଆ ଜିଲ୍ଲା ଜେଲରେ ବନ୍ଦୀ ଅଛନ୍ତି। ଏହା ୧୭ତମ ଥର ଡେରା ସଚ୍ଚା ସୌଦା ମୁଖ୍ୟଙ୍କୁ ଜେଲରୁ ମୁକ୍ତ କରାଯିବ। ପୂର୍ବରୁ ସେ ୧୬ ଥର ମୁକ୍ତ ହୋଇଛନ୍ତି। ପୂର୍ବରୁ ୧୬ ଥର ରାମ ରହିମଙ୍କୁ ଜେଲରୁ ମୁକ୍ତ କରାଯାଇଛି। ତାଙ୍କୁ ପ୍ରଥମେ ବାଗପତର ବର୍ଣ୍ଣୱା ଆଶ୍ରମକୁ

Scroll to Top