odisha24 Live

Latest News

Latest News

Author name: RatnaManjari Mohanty

ଜୀବନଶୈଳୀ

ସକାଳୁ ପିଅନ୍ତୁ ହେଙ୍ଗୁ ପାଣି ,ପାଆନ୍ତୁ ଫାଇଦା

ଆମ ରୋଷେଇ ଘରେ ବ୍ୟବହାର ହେଉଥିବା ଅନେକ ମସଲା କେବଳ ଖାଦ୍ୟର ସ୍ୱାଦ ଓ ବାସ୍ନା ବଢ଼ାଏ ନାହିଁ, ବରଂ ଏହାର କିଛି ସ୍ୱାସ୍ଥ୍ୟଗତ ଗୁଣ ମଧ୍ୟ ରହିଛି । ସେହିଭଳି ଏକ ମସଲା ହେଉଛି ହେଙ୍ଗୁ । ହେଙ୍ଗୁକୁ ଓଡ଼ିଆ ଘରର ରୋଷେଇରେ ବିଶେଷ କରି ଡାଲି, ତରକାରୀ ଓ ବିଭିନ୍ନ ଖାଦ୍ୟରେ ଅଳ୍ପ ପରିମାଣରେ ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ୱାଦ ସହିତ ଏକ ଭିନ୍ନ ପ୍ରକାରର ସୁଗନ୍ଧ ମଧ୍ୟ ଦେଇଥାଏ ।

କ୍ରୀଡା

ଇତିହାସ ରଚି ହଠାତ୍‌ ପଡ଼ିଆ ଛାଡ଼ିଲେ ଇଶାନ

ନୂଆଦିଲ୍ଲୀ : ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି। ଏହି ବାମହାତୀ ବ୍ୟାଟସମ୍ୟାନ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦକ୍ଷିଣ ଜୋନ ବିପକ୍ଷରେ ଏକ ଚମତ୍କାର ଦ୍ୱିଶତକ ମାରିଛନ୍ତି। କିଶାନ ୨୭୦ ବଲରେ ଦ୍ୱିଶତକ ହାସଲ କରିଥିଲେ। ଏଥିରେ ୨୭ ଚୌକା ଏବଂ ୭ ଛକା ମାରିଥିଲେ। ଏହି ଦ୍ୱିଶତକ ବିଶେଷ ଭାବରେ ସ୍ବତନ୍ତ୍ର କାରଣ ସେ

ମନୋରଞ୍ଜନ

ନୀରବତା ଭାଙ୍ଗିଲେ ଗୋବିନ୍ଦା

ମୁମ୍ବାଇ : ପତ୍ନୀ ସୁନିତା ଆହୁଜାଙ୍କ ସହ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ କଥିତ ସମ୍ପର୍କର ଗୁଜବକୁ ନେଇ ଚର୍ଚ୍ଚା ମଧ୍ୟରେ ମୁହଁ ଖୋଲିଛନ୍ତି ବଲିଉଡ୍‌ ଅଭିନେତା ଗୋବିନ୍ଦା।ଏହି ବହୁ ଚର୍ଚ୍ଚିତ ଦମ୍ପତିଙ୍କ ସମ୍ପର୍କ ମଧ୍ୟରେ ଫାଟ ଆସିଥିବା ଖବର ବହୁତ ଦିନ ଧରି ପ୍ରସାରିତ ହେଉଥିଲା | ଏଠି ମଧ୍ୟରେ ସୁନିତା ଆହୁଜା ତାଙ୍କର ଛାଡପତ୍ର ଆବେଦନ ଫେରାଇ ନେଇଛନ୍ତି | ଗୋବିନ୍ଦା ଏପର୍ଯ୍ୟନ୍ତ ସେ ସମ୍ବନ୍ଧରେ ପାଟି ଖୋଲି ନ ଥିଲେ

ରାଜ୍ୟ

ଡେଲ୍ଟା ଛକରେ ଅଘଟଣ, ହଠାତ୍‌ ଭୁଶୁଡ଼ିଲା ନିର୍ମାଣାଧୀନ ଲୁହା ଢାଞ୍ଚା

ଭୁବନେଶ୍ୱର : ଭୁବନେଶ୍ୱରରୁ ଆସିଛି ଆଉ ଏକ କୋଠା ଭୁଶୁଡ଼ିବାର ଖବର। ରାଜଧାନୀର ଡେଲଟା ଛକ ନିକଟରେ ଏକ ନିର୍ମାଣାଧୀନ ଲୁହା ଢାଞ୍ଚା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଗତକାଲି ରାତିରେ ଘଟଣା ଘଟିଥିବା କୁହାଯାଉଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାତିରେ ହଠାତ୍ ବଡ଼ ଶବ୍ଦ ଶୁଣିବାକୁ ମିଳିଥିଲା। ପରେ ନିର୍ମାଣାଧୀନ ଲୁହା ଢାଞ୍ଚା ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଥିଲା। ଏହି ଢାଞ୍ଚା କିପରି ଭୁଶୁଡ଼ିଲା, ଘଟଣା ସମୟରେ ସେଠାରେ କେତେ ଜଣ ଶ୍ରମିକ ଥିଲେ ଏବଂ

ରାଜ୍ୟ

ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲା

ଭୁବନେଶ୍ୱର : ଓଡ଼ିଶାର ପରବର୍ତ୍ତୀ ଡିଜିପି ନିଯୁକ୍ତିକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ, ଜାରି ରହିଛି ଛକାପଞ୍ଝା । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ । ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ ପିଟିସନ୍‌ କରିଛନ୍ତି କହିଲେ ବରିଷ୍ଠ ଆଇନଜୀବୀ । ଆମିକସକ୍ୟୁରି ମଧ୍ୟ ଆଉ ଏକ ରିପୋର୍ଟ ଆଜି ଦାଖଲ

ବିଦେଶ

ଇଣ୍ଡୋନେସିଆରେ ବିମାନ ସେବା ବାତିଲ, ଯାତ୍ରୀ ହନ୍ତସନ୍ତ

ଜାକର୍ତ୍ତା : ଇଣ୍ଡୋନେସିଆର ଅନକ କ୍ରକାତାଉ ଆଗ୍ନେୟଗିରିରୁ ରବିବାର ଭୋର ସମୟରେ ଲାଭା ଉଦ୍‌ଗିରଣ ହୋଇଛି। ବିସ୍ଫୋରଣ ପରେ ଆକାଶକୁ ଦୁଇଟି ଧୂମ କୁଣ୍ଡଳି ଉଠିଥିଲା। ଏଥିରୁ ଗୋଟିଏ ପାଖାପାଖି ୨୦ ହଜାର ଫୁଟ ଉଚ୍ଚ ହୋଇଥିବା ବେଳେ ଅନ୍ୟଟି ୫୦ ହଜର ଫୁଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। ବାୟୁମଣ୍ଡଳରେ ପାଉଁଶ ଭରିବା ଯୋଗୁ ଜାକାର୍ତ୍ତାର ସୋଏକାର୍ଣ୍ଣୋ-ହଟ୍ଟା ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ବନ୍ଦ କରିଦିଆଯାଇଥିଲା। ଏହି ଆଗ୍ନେୟଗିରି ଜାଭା ଓ ସୁମାତ୍ରା ଦ୍ୱୀପ ମଧ୍ୟବର୍ତ୍ତୀ ସୁଣ୍ଡା ପ୍ରଣାଳୀରେ ରହିଛି।

ଦେଶ

ମଝି ଆକାଶରୁ ଫେରିଲା ବିମାନ, ଆତଙ୍କିତ ଯାତ୍ରୀ

କୋଚି: ଆକାଶମାର୍ଗରେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବିମାନ ଯାତ୍ରୀ। କୋଚିରୁ ଆବୁଧାବି ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଂ ୭୩୭ ବିମାନ IX 415କୁ ଉଡ଼ାଣ ମଝିରୁ ପୁଣି କୋଚି ଫେରିବାକୁ ପଡ଼ିଛି । ବିମାନର ନମ୍ବର-୧ ଇଞ୍ଜିନରେ ତେଲର ପରିମାଣ ଦ୍ରୁତ ଗତିରେ କମିଯାଉଥିବା ଜଣାପଡ଼ିବା ପରେ ବିମାନ କ୍ରୁ ସତର୍କ ହୋଇଥିଲେ । ଇଞ୍ଜିନରେ ଅଏଲ୍ ପ୍ରେସର ବିପଦ ସୀମାରେ ପହଞ୍ଚିବା ପରେ ଏହାକୁ ବନ୍ଦ କରାଯାଇଥିଲା । ଏହାପରେ ବିମାନକୁ

କ୍ରୀଡା

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି, ଯାହା ଫଳରେ ଦୁଇ ଦେଶ ଏବେ କେବଳ ବିଶ୍ୱକପ ଏବଂ ଏସିଆ କପ ଭଳି ବହୁପାକ୍ଷିକ ଟୁର୍ଣ୍ଣାମେଣ୍ଟରେ ପରସ୍ପରର ମୁହାଁମୁହିଁ ହୁଅନ୍ତି। ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଭଲ ଖବର ଅଛି, କାରଣ ଭାରତ ଏବଂ ପାକିସ୍ତାନ ଏକ ତ୍ରି-ସିରିଜ କିମ୍ବା ଏକ ବହୁ-ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ସମ୍ଭାବ୍ୟ

ରାଜନୀତି

ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ୱର : ଦିଲ୍ଲୀ ଗସ୍ତରେ ଯାଇଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ରାଜ୍ୟ ଭାଜପାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି ଦୁଇଦିନିଆ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁଯାୟୀ, ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଓ ସଂଗଠନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ମନମୋହନ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିପାରନ୍ତି। ଏହାସହ ବିଭିନ୍ନ ନିଗମ ଏବଂ ବୋର୍ଡ ନିଯୁକ୍ତି ସମ୍ପର୍କରେ କେନ୍ଦ୍ରୀୟ

ଅପରାଧ

ପୁଣି ସ୍କୁଲରେ ରାଗିଂ

ରାୟଗଡ଼ା : ପୁଣି ସାମ୍ନାକୁ ଆସିଲା ଛାତ୍ର ନିର୍ଯ୍ୟାତନା ଘଟଣା। ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ । ଖାଲି ମାଡ଼ ନୁହେଁ ଲୁଗା ସଫା କରିବା,ବାସନ ମଜାଇବା କାମରେ ଲଗାଇବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ । ସୂଚନା ଅନୁସାରେ, ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି ।

Scroll to Top