odisha24 Live

Latest News

Latest News

ତିଖିରିରେ ଜବରଦଖଲ ଉଚ୍ଛେଦ: ଚର୍ଚ୍ଚାରେ ସରପଞ୍ଚ ଚାମେଲି

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ଗାଁରେ ବୁଲିଲା ବୁଲଡୋଜର । ପ୍ରଶାସନ ପକ୍ଷରୁ ଗାଁରୁ ଜବରଦଖଲ ଉଚ୍ଛେଦ । ଜବରଦଖଲ ଉଚ୍ଛେଦ ପାଇଁ ଗାଁର ୧୨୪ ଜଣଙ୍କୁ ହୋଇଥିଲା ନୋଟିସ୍ । ଜବରଦଖଲ ଉଚ୍ଛେଦକୁ ନେଇ RIଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ତିଖିରି ସରପଞ୍ଚ ଚାମେଲି ଓଝା ।

Share In Social Media
Scroll to Top