odisha24 Live

Latest News

Latest News

କ୍ରୀଡା

କ୍ରୀଡା

ବିଶ୍ବ କୁସ୍ତି ଚମ୍ପିଆନସିପ୍‌

ନୂଆଦିଲ୍ଲୀ : କାଜଖସ୍ତାନର ଆସ୍ତାନରେ ଚାଲିଥିବା ବିଶ୍ବ କୁସ୍ତି ପ୍ରତିଯୋଗିତାରେ ଦୁଇ ଭାରତୀୟ କୁସ୍ତିବିତ୍‌ କାଜଲ ଢୋଚାକ ଓ ନୀଲମ ସିରୋହି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପ୍ରଥମ ଥର ପାଇଁ ଏକ ସଂସ୍କରଣରେ ଦୁଇ ଭାରତୀୟ ମହିଳା ରୌପ୍ୟ ପଦକ ଜିତିବାର ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ଏକମାତ୍ର ଭାରତୀୟ ମହିଳା କୁସ୍ତିବିତ୍‌ ଭାବେ ୨୦୨୧ ବିଶ୍ବ ଚମ୍ପିଆନସିପର ୫୭ କିଗ୍ରା ବର୍ଗ ଫାଇନାଲରେ ଅଂଶୁ ମଲିକ ପରାଜିତ ହୋଇ ରୌପ୍ୟ ପଦକ ଜିତିଥିଲେ।

କ୍ରୀଡା

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ଶୁବମନ ଗିଲ୍: ଆରମ୍ଭ ହେବ ଦିନିକିଆ ଲଢ଼େଇ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପୂର୍ବରୁ ଗୁରୁବାର ଅକଲାଣ୍ଡରେ ପହଞ୍ଚିଛନ୍ତି ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ୍। ଏହି ସିରିଜ୍‌ ଜରିଆରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଭଳି ଷ୍ଟାର୍‌ ଖେଳାଳି ପୁଣିଥରେ ଦିନିକିଆ କ୍ରିକେଟ୍‌କୁ ଫେରିବେ। ତେଣୁ ଏହି ସିରିଜ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଅନ୍ୟପଟେ, ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ୍‌ ପାଇଁ ପ୍ରସ୍ତୁତି କରୁଛି। ଇଡେନ୍‌ ପାର୍କରେ ଏହି ମ୍ୟାଚ୍‌ ଖେଳାଯିବ।

କ୍ରୀଡା

ବିଷ ପିଇ ଜୀବନ ହାରିଲେ ଉଦୀୟମାନ କ୍ରୀଡ଼ାବିତ୍

ଏସିଆନ୍ ପାରା ଗେମ୍ସରେ ତିନୋଟି ସୁନା ପଦକ ହାସଲ କରିଥିବା ଭାରତୀୟ ଆଥଲେଟ୍ ନୀରଜ ଯାଦବ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ସେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ଏକ ହସ୍ପିଟାଲରେ ମୃତଦେହକୁ ପୋଷ୍ଟ ମର୍ଟମ୍ କରାଯାଉଛି । ଭାରତୀୟ ପାରା ଆଥଲେଟିକ୍ସ ଟିମ୍ ର ମୁଖ୍ୟ କୋଚ୍ ଏସ୍ ସତ୍ୟନାରାୟଣ ନୀରିଜଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛନ୍ତି ।

କ୍ରୀଡା

ଅଭିଷେକଙ୍କ ରେକର୍ଡ ବର୍ଷା

ଓ୍ବେଲିଂଟନ୍‌ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍‌ରେ ଖେଳାଯାଉଥିବା ତୃତୀୟ ଟି-୨୦ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ବ୍ୟାଟ୍‌ରୁ ରନ ବର୍ଷା ହୋଇଛି। ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୯୯ ରନ୍‌ର ଲକ୍ଷ୍ୟ ରଖିଥିବା ବେଳେ ଅଭିଷେକ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଏହି ଲକ୍ଷ୍ୟକୁ ସହଜ କରିଦେଇଥିଲା। ଉଭୟ ପ୍ରଥମ ଓଭରରୁ ହିଁ ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ପ୍ରଥମ ୬ ଓଭରରେ ଦୁହେଁ ମିଶି ୧୧୮ ରନ ସଂଗ୍ରହ କରିଥିଲେ। ଏହି

କ୍ରୀଡା

ମୁମ୍ବାଇ ଇଣ୍ଡିଆନ୍ସର ବଡ଼ ଘୋଷଣା : ଜୟବର୍ଦ୍ଧନେଙ୍କ ସ୍ଥାନ ନେବେ ୱେଷ୍ଟଇଣ୍ଡିଜ୍‌ର କିରନ୍

ମୁମ୍ବାଇ : ମୁମ୍ବାଇ ଇଣ୍ଡିଆନ୍ସ ନିଜର ପୂର୍ବତନ ଖେଳାଳି ତଥା ବ୍ୟାଟିଂ କୋଚ୍ କିରନ୍ ପୋଲାର୍ଡଙ୍କୁ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି । ପୋଲାର୍ଡ ଗତ ୧୬ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସ ସହ ଜଡ଼ିତ ରହିଛନ୍ତି । ଖେଳାଳି ଏବଂ ପରବର୍ତ୍ତୀ ସମୟରେ ବ୍ୟାଟିଂ କୋଚ୍ ଭାବେ ଦଳର ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ପୋଲାର୍ଡ ଏବେ ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ । ମୁମ୍ବାଇ ଇଣ୍ଡିଆନ୍ସର ନୀତା ଏମ୍. ଅମ୍ବାନୀ

କ୍ରୀଡା

ଦ୍ୱିତୀୟ ଟି-୨୦ ଜିତିଲା ଭାରତ: ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ହରାଇ ସିରିଜ୍‌ରେ ୨-୦ରେ ଆଗୁଆ

ବ୍ୟୁରୋ: ଦ୍ୱିତୀୟ ଟି-ଟ୍ୱେଂଟି ଜିତିଲା ଭାରତ । ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହାରଇଲା ଟିମ୍ ଇଣ୍ଡିଆ । ୫ମ୍ୟାଚ୍ ବିଶିଷ୍ଟ ସିରିଜରେ୨-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ୧୮୧ ରନର ଟାର୍ଗେଟକୁ ୬ ୱିକେଟ ହରାଇ ହାସଲ କଲା ଭାରତ । ଭାରତ ପକ୍ଷରୁ ତିଲକ ବର୍ମାଙ୍କ ଅପରାଜେୟ ଅର୍ଦ୍ଧଶତକ ବଳରେ ଭାରତ ଏହି ଦ୍ୱିତୀୟ ଟି-ଟ୍ୱେଂଟି ମ୍ୟାଚ୍ ଜିତିଛି । ୨୬ବଲରେ ୫୧ରନ୍ କରିଛନ୍ତି ତିଲକ୍ । ପ୍ଲେୟାର ଅପ୍ ଦ ମ୍ୟାଚ୍ ହେଉଛନ୍ତି

କ୍ରୀଡା

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦

ନୂଆଦିଲ୍ଲୀ : ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ । ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲ୍ ମୈଦାନରେ ଖେଳାଯିବ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ଭାରତ ୪ ୱିକେଟ୍ ରେ ଜିତି ୧-୦ ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଟ୍ବେଣ୍ଟି-୨୦ ଜିତିବା ପରେ ଏବେ ଆଜି ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ ଉପରେ ନଜର ରଖିଛି ।

କ୍ରୀଡା

ବୈଭବ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ : ବୈଭବ ସୂର୍ଯ୍ୟବଂଶୀ ଜଣେ ବିସ୍ଫୋରକ ବ୍ୟାଟର ଏବଂ ତାଙ୍କୁ ଦଳର ଚୂଡ଼ାନ୍ତ ଏକାଦଶରେ (playing XI) ସାମିଲ କରିବା ପାଇଁ କ୍ରମାଗତ ଦାବି ହୋଇଆସୁଛି। ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚଟି ଟି-୨୦ ମ୍ୟାଚ ମଧ୍ୟରୁ କୌଣସିଟିରେ ସେ ଖେଳି ନଥିଲେ, କିମ୍ବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ମଧ୍ୟ ସେ ସୁଯୋଗ ପାଇ ନଥିଲେ। ଅଧିନାୟକ ଶ୍ରେୟସ ଆୟର କହିଥିଲେ ଯେ ବୈଭବ ଜଣେ ଅସାଧାରଣ ଖେଳାଳି ହୋଇଥିଲେ ମଧ୍ୟ ଭବିଷ୍ୟତରେ ତାଙ୍କ ପାଇଁ ଅନେକ

କ୍ରୀଡା

କ୍ରିକେଟରୁ ଦୂରରେ ରହିବେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ : ଭାରତୀୟ ଦଳ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶେଷ ମ୍ୟାଚ୍ ଥିଲା ୨୦୨୬ ଟି-୨୦ ବିଶ୍ଵକପ୍। ୨୦୨୬ ମାର୍ଚ୍ଚରେ ସେ ଭାରତ ପାଇଁ ଫାଇନାଲ୍ ମ୍ୟାଚ୍ ଖେଳିଥିଲେ। ଶେଷ ଦିନିକିଆ ମ୍ୟାଚ୍ ୨୦୨୫ ମାର୍ଚ୍ଚରେ ଖେଳିଥିଲେ। କିନ୍ତୁ ୨୦୨୬ ଆଇପିଏଲ୍ ସେ ଖେଳିଥିଲେ। ହେଲେ ତା ପରଠୁ କ୍ରିକେଟ୍ ମଇଦାନରୁ ଦୂରରେ ଅଛନ୍ତି ଭାରତର ଏହି ଷ୍ଟାର ଅଲରାଉଣ୍ଡର। ତାଙ୍କର ବର୍ତ୍ତମାନ ନିକଟ ଭବିଷ୍ୟତରେ ମଇଦାନକୁ ଫେରିବାର ସମ୍ଭାବନା କମ ରହିଛି। ରିପୋର୍ଟ ମୁତାବକ ପେଶାଦାର

କ୍ରୀଡା

ବିସିସିଆଇ ଚୟନ କମିଟିରେ ବଡ଼ ପରିବର୍ତ୍ତନ: ଅଧ୍ୟକ୍ଷ ଦାୟିତ୍ୱରେ ଓଡ଼ିଆ ପୁଅ ପ୍ରଜ୍ଞାନ

ମୁମ୍ବାଇ : ବିସିସିଆଇ ଚୟନ କମିଟିରେ ଏକ ବଡ଼ ପରିବର୍ତ୍ତନ କରି ଓଡ଼ିଶାର ଭୁବନେଶ୍ୱରରେ ଜନ୍ମିତ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ପୁରୁଷ କ୍ରିକେଟ୍ ଚୟନ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ।ଓଡ଼ିଶା ସହ ସମ୍ପର୍କ ରଖିଥିବା ପ୍ରଜ୍ଞାନ ଓଝାଙ୍କୁ ଏଭଳି ଗୁରୁଦାୟିତ୍ୱ ମିଳିବା ରାଜ୍ୟର କ୍ରିକେଟ୍ ପ୍ରେମୀଙ୍କ ପାଇଁ ମଧ୍ୟ ଏକ ଖୁସି ଖବର । ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ପ୍ରଜ୍ଞାନ ଭାରତୀୟ ଦଳରେ ଜଣେ ସଫଳ ବାମହାତୀ ସ୍ପିନର୍ ଭାବେ

Scroll to Top