odisha24 Live

Latest News

Latest News

କ୍ରୀଡା

କ୍ରୀଡା

ରାହାଣେ ଦେଲେ ଗ୍ରୀନ୍ ସିଗନାଲ୍

ନୂଆଦିଲ୍ଲୀ : ୨୦୨୭ ବିଶ୍ୱକପ୍ ଖେଳିବେ ରୋହିତ ଶର୍ମା । ତାଙ୍କୁ ବିସିସିଆଇ ଟୁର୍ଣ୍ଣାମେଣ୍ଟରେ ଖେଳାଇବା ଦରକାର । ସେ ଖେଳିଲେ ଅନ୍ୟ ପ୍ଲେୟାରଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏମିତି କିଛି କହିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟର ଆଜିଙ୍କ୍ୟ ରାହାଣେ । ରୋହିତଙ୍କୁ ନେଇ ବିସିସିଆଇ କୌଣସି ଦ୍ୱନ୍ଦ୍ୱରେ ରହିବା କଥା ନୁହେଁ ବୋଲି ମଧ୍ୟ ରାହାଣେ ପ୍ରକାଶ କରିଛନ୍ତି ।ଗତ କିଛି ଦିନ ଧରି ରୋହିତଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଉଠୁଛି

କ୍ରୀଡା

ଗିଲ୍‌ ଅଭ୍ୟାସ ଜାରି

ନୂଆଦିଲ୍ଲୀ : ଦୁଇ ଦିନ ବିଶ୍ରାମ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ ଗିଲ୍ କଲମ୍ବୋର ଏନସିସି ନେଟ୍‌ରେ ପୁଣି ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଛନ୍ତି। ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକଙ୍କ ଡାହାଣ ହାତ ଅନାମିକା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଫଳରେ ସେ ଏହି ମ୍ୟାଚ୍‌ ଖେଳି ନଥିଲା ବେଳେ ତାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ବ ଭାର ଉପଅଧିନାୟକ କେ‌ଏଲ୍‌ ରାହୁଲ ନେଉଛନ୍ତି। ଗିଲ୍‌ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନ ଖେଳିବେନି ବୋଲି ସାମାଜିକ

କ୍ରୀଡା

ଚିନ୍ତାରେ ବିସିସିଆଇ

ମୁମ୍ବାଇ : ଭାରତୀୟ ଦଳ ଖେଳାଳିଙ୍କ ବାରମ୍ବାର ଆହତ ସମସ୍ୟା ଯୋଗୁଁ ଚିନ୍ତାରେ ବିସିସିଆଇ । ଏଥିରୁ ମୁକୁଳିବା ପାଇଁ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସିଲେନ୍ସୀ ତରଫରୁ ମେଡିକାଲ ଟିମ୍ ନିଜ ଫିଟନେସ ପ୍ରୋଗାମକୁ ସୁଧାରିବାକୁ ଚେଷ୍ଟା କରୁଛି । ସେଣ୍ଟର ଅଫ ଏକ୍ସିଲେନ୍ସୀ ନିଜର ବେସ୍ ଫିଟନେସ ପାରାମିଟର୍ସକୁ ଷ୍ଟାଣ୍ଡାରାଇଜ କରିବାର କାମ କରୁଛି । ଖେଳାଳିଙ୍କ ଫିଟନେସ ସମସ୍ୟା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ବିସିସିଆଇର ମେଡିକାଲ ଟିମ୍ ଖେଳାଳିଙ୍କ

କ୍ରୀଡା

ବିଶ୍ରାମ ନେବେ ବୁମରା

ନୂଆଦିଲ୍ଲୀ: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରିତ ବୁମରା ନିଜ ବୋଲିଂ ଆକ୍ସନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ଗତ ଇଂଲଣ୍ଡ ଗସ୍ତରେ ସେ ଆହତ ହୋଇଥିଲେ । ତେଣୁ ଶ୍ରୀଲଙ୍କା ବିପକ୍ଷ ଦୁଇଟି ଟେଷ୍ଟ୍ ମ୍ୟାଚରୁ ତାଙ୍କୁ ବାଦ୍ ଦିଆଯାଇଛି । ତାଙ୍କ ଜାଗାରେ ଜମ୍ମୁ କାଶ୍ମୀରର ଷ୍ଟାର୍ ବୋଲର ଆକିବ୍ ନବୀଙ୍କୁ ସ୍ଥାନ ମିଳିଛି । ସେ ଅଗଷ୍ଟ୧୫ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ମୁକାବିଲାରେ ପଦାର୍ପଣ କରିପାରନ୍ତି । ଏହା ଭିତରେ ଭାରତୀୟ ଦଳର

କ୍ରୀଡା

ଅଜିତଙ୍କ ଚାକିରି ବିପଦରେ

ମୁମ୍ବାଇ : ଭାରତୀୟ କ୍ରିକେଟରେ ଏବେ ହଲଚଲ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ଏକ ସ୍ଥାନରେ ପହଞ୍ଚିଛି ଯେ ଅଜିତ ଅଗରକରଙ୍କ ଚାକିରି ବିପଦରେ ପଡ଼ିଛି, ଏବଂ ରୋହିତ ଶର୍ମା ଏହାର କାରଣ ବୋଲି ଚର୍ଚ୍ଚା ହେଉଛି। ପ୍ରକୃତରେ, ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭିଭିଏସ ଲକ୍ଷ୍ମଣ ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା ଭାବରେ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ଅଗରକରଙ୍କ କାର୍ଯ୍ୟକାଳ ମୂଳତଃ ଜୁନ୍ ମାସରେ ଶେଷ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ

କ୍ରୀଡା

ଗମ୍ଭୀରଙ୍କ ପଦକୁ ବିପଦ?

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପଦବୀ ଉପରେ ଚାପ ବଢ଼ିଛି। ଭାରତ ୨୦୨୪ ଟି-୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ମଧ୍ୟ, ସତ୍ୟ ଏହା ଯେ ବିଶେଷ କରି ଟେଷ୍ଟ କ୍ରିକେଟରେ ଦଳର ପ୍ରଦର୍ଶନ ଭଲ ରହି ନାହିଁ। ନିକଟରେ ଆୟର୍ଲ୍ୟାଣ୍ଡ ଏବଂ ଇଂଲଣ୍ଡଠାରୁ ସିରିଜ ହାରିବା ପରେ ଗମ୍ଭୀର ପୁଣି ଥରେ ଟାର୍ଗେଟକୁ ଆସିଯାଇଛନ୍ତି। ତଥ୍ୟଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଗମ୍ଭୀରଙ୍କ କାର୍ଯ୍ୟକାଳ ଅତ୍ୟନ୍ତ

କ୍ରୀଡା

ହାର୍ଦ୍ଦିକଙ୍କ ନୂଆ ଲୁକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଚର୍ଚ୍ଚାରେ ପଡିଛନ୍ତି । ତିରୁମାଲାର ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଦର୍ଶନ ସମୟରେ ସେ ଲଣ୍ଡା ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ହାର୍ଦ୍ଦିକଙ୍କ ସହ ତାଙ୍କ ଗର୍ଲଫ୍ରେଣ୍ଡ ମହିକା ଶର୍ମା ମଧ୍ୟ ଥିଲେ।ସୂଚନା ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟା ମନ୍ଦିରର ‘ସୁପ୍ରଭାତମ ସେବା’ରେ ସାମିଲ ହୋଇଥିଲେ। ମନ୍ଦିର ଦର୍ଶନ ସମୟର ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି।ହାର୍ଦ୍ଦିକ କାହିଁକି

କ୍ରୀଡା

ଜାଭେଲିନରେ ଭାରତର ଯୁଗଳ ବିଜୟ

ନୂଆଦିଲ୍ଲୀ : ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ରେ ଜାଭେଲିନ ଥ୍ରୋ’ରେ ଭାରତର ଯୁଗଳ ବିଜୟ ଘଟିଛି। ଏଥିରେ ତାରକା ଖେଳାଳି ନୀରଜ ଚୋପ୍ରା ରୌପ୍ୟ ପଦକ ଏବଂ ଯଶବୀର ସିଂହ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ରାଜସ୍ଥାନର ୨୫ ବର୍ଷୀୟ ଯଶ ବୀର ସିଂହ କାଂସ୍ୟ ପଦକ ଜିତିଛନ୍ତି। ଏହା ସହ ପ୍ରଥମ ଥର ପାଇଁ କମନୱେଲ୍ଥ ଗେମ୍ସର ପୁରୁଷ ଜାଭେଲିନ୍ ଇଭେଣ୍ଟରେ ଭାରତ ଦୁଇଟି

କ୍ରୀଡା

ବଦଳିଲା ଭାରତୀୟହକି ଦଳର ପୋଷାକ

ନୂଆଦିଲ୍ଲୀ : ଏଫଆଇଏଚ୍ ହକି ବିଶ୍ବକପ୍ ୨୦୨୬ ପୂର୍ବରୁ ଭାରତୀୟ ଟିମ୍‌ର ଜର୍ସିକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ଏହି ପଦକ୍ଷେପକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଥିବା ବେଳେ ପୂର୍ବତନ ଭାରତୀୟ ଅଧିନାୟକ ଓ ଅଲିମ୍ପିଆନ୍ ବିରେନ୍ ରସ୍କୁଇନା ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରେନ୍ ରସ୍କୁଇନା କହିଛନ୍ତି, ଭାରତୀୟ ହକିର ପରିଚୟ ବର୍ଷ ବର୍ଷ ଧରି ନୀଳ ଜର୍ସି ସହ ଜଡ଼ିତ ରହିଛି । ତେଣୁ ବିଶ୍ୱକପ୍ ପରି ବଡ଼ ମଞ୍ଚ

କ୍ରୀଡା

ରାୟାନ୍ ଟେନ୍ ଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ : ପୂର୍ବତନ ନେଦରଲ୍ୟାଣ୍ଡ କ୍ରିକେଟର ରାୟାନ୍ ଟେନ୍ ଡୋଏସ୍କାଟେଙ୍କୁ ମିଳିଛି ଗୁରୁତ୍ୱପୃର୍ଣ୍ଣ ଦାୟିତ୍ୱ । କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର କ୍ରିକେଟ୍ ଷ୍ଟ୍ରାଟେଜି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଟେନ୍ ଡୋଏସ୍କାଟେ ଏବଂ ଫିଲ୍ଡିଂ କୋଚ୍ ଟି. ଦିଲୀପ ଏବେ ଭାରତୀୟ ଦଳର ସପୋର୍ଟ ଷ୍ଟାଫ୍ ଭାବେ ଆଉ କାମ କରିବେ ନାହିଁ। ବିସିସିଆଇ ସ୍ପଷ୍ଟ କରିଛି ଯେ, ସେମାନଙ୍କ କାର୍ଯ୍ୟକାଳକୁ ଆଗକୁ ବଢ଼ାଯିବ ନାହିଁ। ଟେନ୍ ଡୋଏସ୍କାଟେ ଏବେ (କେକେଆର) ଫ୍ରାଞ୍ଚାଇଜରେ ନୂଆ ଭୂମିକା

Scroll to Top