odisha24 Live

Latest News

Latest News

କ୍ରୀଡା

କ୍ରୀଡା

ନ୍ୟୁଜିଲାଣ୍ଡ ଗସ୍ତ ଆଗରୁ ଇଣ୍ଡିଆ-ଏ ପାଇଁ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଇଣ୍ଡିଆ-ଏ ଦଳକୁ ମିଳିଛି ବଡ଼ ସୁଯୋଗ। ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଘୋଷଣା କରିଥିବା ଘରୋଇ ରେଡ୍-ବଲ୍ କାର୍ଯ୍ୟସୂଚୀ ଅନୁସାରେ, ଇଣ୍ଡିଆ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଖେଳାଯିବ ୩ଟି ୪ ଦିନିଆ ମ୍ୟାଚ୍। କ୍ରାଇଷ୍ଟଚର୍ଚ୍ଚରେ ହେବ ସମସ୍ତ ମୁକାବିଲା, ଅକ୍ଟୋବର ୨୪ରୁ ଆରମ୍ଭ ହେବ ସିରିଜ୍। ଏହି ମ୍ୟାଚ୍‌ଗୁଡ଼ିକ ଭାରତୀୟ ଯୁବ ଓ ଉଦୀୟମାନ ଖେଳାଳିଙ୍କ ପାଇଁ ନ୍ୟୁଜିଲାଣ୍ଡର ପରିସ୍ଥିତି ସହ ଖାପ ଖୁଆଇବାର ଭଲ ସୁଯୋଗ ହେବ। […]

କ୍ରୀଡା

ଅବସର ନେଲେ ଲିଓନେଲ୍ ମେସି

ନୂଆଦିଲ୍ଲୀ : ବିଶ୍ୱ ଫୁଟ୍‌ବଲ୍‌ର ଏକ ଯୁଗର ଅବସାନ। ଜାତୀୟ ଦଳ ପାଇଁ ଆଉ ମଇଦାନକୁ ଓହ୍ଲାଇବେନି ମହାନ ତାରକା ଲିଓନେଲ୍ ମେସି। ସୋମବାର ଏକ ତିନି ପୃଷ୍ଠା ବିଶିଷ୍ଟ ଚିଠିରେ ତାଙ୍କର ଅବସର ଘୋଷଣା କରିଛନ୍ତି। ମେସିଙ୍କ ହଠାତ୍ ଅବସର ଫୁଟବଲ୍ ଜଗତକୁ ଚକିତ କରିଦେଇଛି। ମେସିଙ୍କ ଆର୍ଜେଣ୍ଟିନା ଦଳ ଜୁଲାଇରେ ଶେଷ ହୋଇଥିବା ୨୦୨୬ ଫିଫା ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା,କିନ୍ତୁ ସ୍ପେନ୍ ଠାରୁ ହାରିଗଲା। ତାଙ୍କ ଅବସର ସମ୍ପର୍କରେ ମେସି ଲେଖିଛନ୍ତି,”ଫାଇନାଲ୍ ପରଠାରୁ ବହୁତ

କ୍ରୀଡା

ପ୍ରଥମ ମ୍ୟାଚ୍‌ରେ ଦମ୍‌ ଦେଖାଇଲେ ଭାରତୀୟ ଖେଳାଳି

ଦୁବାଇ : ମହିଳା ଏସିଆ କପ୍‌ କ୍ରିକେଟ୍‌ର ଦଶମ ସଂସ୍କରଣରେ ସହଜ ବିଜୟ ସହ ଭାରତ ତା’ର ଅଭିଯାନ ଆରମ୍ଭ କରିଛି। ରବିବାର ଗ୍ରୁପ୍ ‘ଏ’ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦୁର୍ବଳ ଥାଇଲାଣ୍ଡକୁ ୯୪ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଟ୍ବେଣ୍ଟି୨୦ ଫର୍ମାଟରେ ଖେଳା ଯାଉଥିବା ଉକ୍ତ ଟୁର୍ଣ୍ଣାମେଣ୍ଟରେ ଶେଫାଳି ବର୍ମାଙ୍କ ବିସ୍ଫୋରକ ୬୫ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ଭାରତୀୟ ମହିଳା ଦଳ ୯ ୱିକେଟ୍‌ରେ ୧୫୯ ରନ୍‌ କରିଥିଲା। ପରେ ଭାରତୀୟ

କ୍ରୀଡା

ପୁଣି କମ୍ପିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍

କଟକ : ଜମିବ ଛକା-ଚୌକାର ରୋମାଞ୍ଚ ଓ ଟି୨୦ର ମହାସମର। ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ ଓଡ଼ିଶା ଟି୨୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ। ଚଳିତବର୍ଷ ଲିଗ୍‌ରେ ନୂଆ ରୂପ ଦିଆଯାଇ ସିଏମ ଟ୍ରଫି କରାଯାଇଛି। ଏହାର ଟ୍ରଫି ଓ ଲୋଗୋ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଏହି କ୍ରିକେଟ୍ ମହାକୁମ୍ଭରେ ରାଜ୍ୟର ୬ଟି ଫ୍ରାଞ୍ଚାଇଜ୍ ମଧ୍ୟରେ ହେବ ଜୋରଦାର ଟକ୍କର। ମଇଦାନକୁ ଓହ୍ଲାଇବେ ଭୁବନେଶ୍ୱର ଟାଇଗର୍ସ, କଟକ ପ୍ୟାନ୍ଥର୍ସ,

କ୍ରୀଡା

ସେପ୍ଟେମ୍ବର ୧୮ରୁ ଜମିବ ଓଡ଼ିଶା କ୍ରିକେଟର ମହାମୁକାବିଲା

କଟକ : ଓଡ଼ିଶା ଟି-୨୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ସେପ୍ଟେମ୍ବର ୧୮ରୁ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୭ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ୍‌ ୧୦ ଦିନ ଧରି ଏହି ପ୍ରତିଯୋଗିତା ଚାଲିବ। ଏଥିରେ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ନେଇ ପ୍ରାୟ ୬ଟି ଫ୍ରାଞ୍ଚାଇଜି ଭାଗ ନେବେ। ଲିଗ୍‌ର ସମସ୍ତ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ଷ୍ଟାଡିୟମ୍‌ରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ମଧ୍ୟ ଖେଳାଯାଇଛି। ଏହି ଲିଗ୍‌ରେ

କ୍ରୀଡା

ଚେସ୍‌ରେ ନୂଆ ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ: ଚେସ୍‌ ଦୁନିଆରେ ଭାରତର ନୂଆ ଇତିହାସ । ଗ୍ରାଣ୍ଡ ଚେସ୍‌ ଟୁର୍‌ ଜିତି ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ଆର୍‌. ପ୍ରଜ୍ଞାନନ୍ଦା। ଡିଫେଣ୍ଡିଂ ଚାମ୍ପିଅନ୍‌ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ଅବିଶ୍ୱସନୀୟ କମ୍‌ବ୍ୟାକ୍‌ କରି ଏହି ବଡ଼ ସଫଳତା ହାସଲ କରିଛନ୍ତି ଚେନ୍ନାଇର ଏହି ଗ୍ରାଣ୍ଡମାଷ୍ଟର । ଫାଇନାଲ୍‌ର ଶେଷ ଦିନ ପୂର୍ବରୁ ପ୍ରଜ୍ଞାନନ୍ଦା ୬ ପଏଣ୍ଟ ପଛରେ ଥିଲେ। କ୍ଲାସିକାଲ୍‌ ଗେମ୍‌ ପରେ ସ୍କୋର୍‌ ଥିଲା କାରୁଆନାଙ୍କ ସପକ୍ଷରେ ୯-୩। ଏଭଳି ସ୍ଥିତିରେ ପ୍ରଜ୍ଞାନନ୍ଦାଙ୍କ

କ୍ରୀଡା

ଲଢ଼ିବା ପାଇଁ ପ୍ରସ୍ତୁତ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ଜାପାନରେ ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଏସୀୟ କ୍ରୀଡା ପାଇଁ ପୁରୁଷ ଏବଂ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ଅଂଶଗ୍ରହଣ କରୁଛନ୍ତି। ମହିଳା ମ୍ୟାଚ୍ ଉଦଘାଟନୀ ଉତ୍ସବ ପୂର୍ବରୁ ଆରମ୍ଭ ହେବ, ଯେତେବେଳେ ପୁରୁଷ ମ୍ୟାଚ୍ ସେପ୍ଟେମ୍ବର ୨୪ ରେ ଆରମ୍ଭ ହେବ। ଏଥର ଏସୀୟ କ୍ରୀଡାରେ ୩୫ ଟି ଭିନ୍ନ

କ୍ରୀଡା

ଟାଟୁ ଦେଖାଇ ଚର୍ଚ୍ଚାରେ ଜୁରେଲ

କୋଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ ନିଜର ଭାରତର ଦମ୍‌ଦାର ପ୍ରଦର୍ଶନ କରିଛି। ଦଳ ୯ ୱିକେଟ ହରାଇ ୫୦୩ ରନ୍‌ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଛି। ଏହି ଇନିଂସର ପ୍ରମୁଖ ଆକର୍ଷଣ ଥିଲେ ଧ୍ରୁବ ଜୁରେଲ ଏବଂ ଋଷଭ ପନ୍ତ। ଧ୍ରୁବ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିବା ସହ ଅପରାଜିତ ୧୧୫ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଶତକ ପୂରଣ

କ୍ରୀଡା

ସାମ୍ନାସାମ୍ନି ଯଶସ୍ବୀ-ଫର୍ଣ୍ଣାଣ୍ଡୋ

କଲମ୍ବୋ : ରବିବାର ଆରମ୍ଭ ହୋଇଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଟିମ୍ ଇଣ୍ଡିଆ ବାମହାତୀ ଭାରତୀୟ ଓପନର ଜୟସୱାଲଙ୍କ ମ୍ୟାଚ୍ ଫି ୨୫ ପ୍ରତିଶତ ହ୍ରାସ କରାଯାଇଛି । ତାଙ୍କୁ ୩.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ସେହିପରି ଅସିଥାଙ୍କ ୨୫ ପ୍ରତିଶତ ମ୍ୟାଚ୍ ଫି ମଧ୍ୟ କଟାଯିବ । ତେବେ ମ୍ୟାଚ୍ ଫି କମ୍ ଥିବାରୁ ତାଙ୍କ ଟଙ୍କା କମ୍ କଟାଯିବ । ଉଭୟଙ୍କୁ

କ୍ରୀଡା

ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ର ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଆଜିଠାରୁ କଲୋମ୍ବୋର ସିଂହଳୀ ସ୍ପୋର୍ଟ୍ସ କ୍ଲବ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ୩ ବର୍ଷ ପରେ ପ୍ରଥମ ବିଦେଶ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଭାରତ । ଗଲ୍ ରେ ଖେଳାଯାଇଥିବା ଶୃଙ୍ଖଳାର ପ୍ରଥମ ମ୍ୟାଚ୍ କୁ ୧୬୫ ରନ୍ ରେ ଜିତି ଶୁବମନ ଗିଲଙ୍କ ଯୁବ ବାହିନୀ ୧-୦ରେ ଆଗୁଆ ରହିଛି । ସେହି ଦୃଷ୍ଟିରୁ

Scroll to Top