odisha24 Live

Latest News

Latest News

ମନୋରଞ୍ଜନ

ମନୋରଞ୍ଜନ

ଟେଲିଭିଜନରେ ଡେବ୍ୟୁ କରିବେ ଅଜୟ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ଟେଲିଭିଜନରେ ଡେବ୍ୟୁ କରିବେ। ଦୀର୍ଘ ଦିନ ଧରି ଲୋକପ୍ରିୟତା ହାସଲ କରିଥିବା ସତ୍ୟ ଘଟଣା ଉପରେ ଆଧାରିତ କ୍ରାଇମ ସୋ’ ‘କ୍ରାଇମ ପାଟ୍ରୋଲ’ର ନୂଆ ହୋଷ୍ଟ ଭାବେ ତାଙ୍କୁ ଦେଖିବାକୁ ମିଳିବ। ଏହି ସୋ’ର ପୂର୍ବତନ ହୋଷ୍ଟ ଅନୁପ ସୋନିଙ୍କୁ ସେ ରିପ୍ଲେସ୍ କରିଛନ୍ତି। ଅଜୟ ଏହାର ନୂଆ ପ୍ରୋମୋ ସୁଟିଂ ଶେଷ କରିସାରିଛନ୍ତି ଏବଂ ଏହି ଭିଡିଓ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି। ନିକଟରେ

ମନୋରଞ୍ଜନ

ଖୁବଶ୍ରୀଘ୍ର ଆସୁଛି ‘ମହାପ୍ରଭୁ ଜଗନ୍ନାଥ’

ମୁମ୍ବାଇ : ବହୁପ୍ରତିକ୍ଷାର ହେଲା ଅନ୍ତ। ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଓଡ଼ିଶାର ପ୍ରଥମ ଆନିମେଟେଡ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’। ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଏବେ ସୁପ୍ରିମକୋର୍ଟରୁ ଗ୍ରୀନ ସିଗ୍‌ନାଲ ମିଳିବା ପରେ ବହୁ ପ୍ରତୀକ୍ଷିତ ଆନିମେଟେଡ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ର ଦେଶବ୍ୟାପୀ ରିଲିଜର ବାଟ ସମ୍ପୂର୍ଣ୍ଣ ଭାବେ ସଫା ହୋଇଛି। ତେବେ

ମନୋରଞ୍ଜନ

ଭୋଜନ ଶେଷରେ ମିଠା ଖାଉଛନ୍ତି କି ?

କଥାରେ ଅଛି ଖାଇବା ପରେ କିଛି ମିଠା ଖାଇବା କଥା । ତେବେ ଭୋଜନ ଶେଷରେ କାହିଁକି ମିଠା ଖାଇବା କଥା ଆସନ୍ତୁ ଜାଣିବା । ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା ଅନୁଷ୍ଠାନରେ କିମ୍ବା କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣିରୁ ହୋଇଥାଏ । ଭୋଜନର ଶେଷରେ ମିଠା ଖିଆଯାଇଥଏ । ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନ

ମନୋରଞ୍ଜନ

ଗିରଫ ହେଲେ ଅନ୍ତରା

ମୁମ୍ବାଇ : ମଡେଲ୍ ଓ ୱେବ୍ ସିରିଜ୍ ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ପୋଲିସ ଗିରଫ କରିଛି । ଅଗଷ୍ଟ ୧୨ରେ ଅନ୍ତରା ବାନାର୍ଜୀ ସୁଟିଂ ପାଇଁ ସୁରଟ ଯାତ୍ରା କରୁଥିଲେ । ତାଙ୍କ ପାଖରେ କେବଳ ସ୍ଲିପର୍ କ୍ଲାସ୍ର ଟିକେଟ୍ ଥିବା ସତ୍ତ୍ୱେ ଏକ ରିଜର୍ଭ ଏସି କୋଚରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି । ପୋଲିସ ଅନୁଯାୟୀ, ବୋରିଭଲି ଓ ଦହାନୁ ମଧ୍ୟରେ ରାତି ପ୍ରାୟ ୯ଟା ୩୦ରୁ ୧୦ଟା ୫୦ ମଧ୍ୟରେ ଘଟଣାଟି ଘଟିଥିଲା

ମନୋରଞ୍ଜନ

ସମୟଙ୍କୁ ଆଶ୍ୱସ୍ତି

ମୁମ୍ବାଇ : କମେଡିଆନ୍ ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ହୋଇଥିବା ଫୌଜଦାରୀ ମାମଲା ଏବଂ ସମ୍ପୃକ୍ତ ଏଫଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାଟି ଅକ୍ଷମ ବ୍ୟକ୍ତିମାନଙ୍କ ସମ୍ପର୍କରେ ଦିଆଯାଇଥିବା ଆପତ୍ତିଜନକ ଏବଂ ଅସମ୍ବେଦନଶୀଳ ମନ୍ତବ୍ୟରୁ ଆରମ୍ଭ ହୋଇଥିଲା।ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାଲିଥିବା ଫୌଜଦାରୀ କାର୍ଯ୍ୟାନୁଷ୍ଠାନକୁ

ମନୋରଞ୍ଜନ

ରିଲିଜ ହେଲା ‘ବଣ୍ଟୱାରା ୧୯୪୭’

ମୁମ୍ବାଇ : ରାଜକୁମାର ସନ୍ତୋଷୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବଣ୍ଟୱାରା ୧୯୪୭’ ସିନେମା ଘରେ ମୁକ୍ତିଲାଭ କରିଛି। ଭାରତ ବିଭାଜନର କଷ୍ଟକର ଏବଂ ଯନ୍ତ୍ରଣାଦାୟକ ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ଇତିହାସର ଏକ ଗଭୀର ସମ୍ବେଦନଶୀଳ ଯୁଗକୁ ଫେରାଇ ନେଇଯାଏ। ଏହି ଚଳଚ୍ଚିତ୍ରଟି ଦୀର୍ଘ ଦିନ ପରେ ହିଟ ବଲିଉଡ ଯୋଡ଼ି ସନ୍ନି ଦେଓଲ ଏବଂ ପ୍ରୀତି ଜିଣ୍ଟାଙ୍କ ପରଦାରେ ପୁନର୍ମିଳନକୁ ଉଜାଗର କରିଛି। ଏକ ଶକ୍ତିଶାଳୀ ଷ୍ଟାର କାଷ୍ଟ, ଜଣେ ଅଭିଜ୍ଞ ନିର୍ଦ୍ଦେଶକ ଏବଂ

ମନୋରଞ୍ଜନ

ଇମ୍ରାନଙ୍କ ସାମ୍ରାଜ୍ୟ

ମୁମ୍ବାଇ : ବଲିଉଡର ଇମ୍ରାନ ହାଶମୀ ଅନ୍ୟତମ ଲୋକପ୍ରିୟ ଅଭିନେତା। କ୍ୟାରିୟରର ଆରମ୍ଭରେ ତାଙ୍କ ଇମେଜକୁ ‘ସିରିଏଲ କିସର’ର ଟ୍ୟାଗ୍ ମିଳିଥିଲା।କିନ୍ତୁ ପରେ ସେ ବିଭିନ୍ନ ପ୍ରକାରର ଭୂମିକାରେ ଅଭିନୟ କରି କେବଳ ନିଜର ଏହି ଇମେଜକୁ ବଦଳାଇନଥିଲେ, ବରଂ ନିଜର ଦମଦାର ଅଭିନୟର ମଧ୍ୟ ପ୍ରମାଣ ଦେଇଥିଲେ। ଏସବୁ ମଧ୍ୟରେ ଇମ୍ରାନ ଏକ ବିଳାସପୂର୍ଣ୍ଣ ଜୀବନ ମଧ୍ୟ ବିତାଉଛନ୍ତି। ତାଙ୍କର ୧୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଥିବା କୁହାଯାଏ। ଫିଲ୍ମ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ

ମନୋରଞ୍ଜନ

ହସ୍ପିଟାଲରେ ଶ୍ୱେତା

ମୁମ୍ବାଇ : ବଲିଉଡ ତଥା ଶ୍ୱେତା ତିୱାରୀ ଟେଲିଭିଜନ ଜଗତର ଖୁବ୍ ଲୋକପ୍ରିୟ । ସବୁବେଳେ ‘ଦ ଟ୍ରେଟର୍ସ ୨’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ଶ୍ୱେତା । ଶୋ’ର ଅନେକ ପ୍ରୋମୋରେ ତାଙ୍କୁ ଦେଖିବାକୁ ମିଳିଛି । ପ୍ରୋମୋଗୁଡ଼ିକ ମଧ୍ୟ ସୋସିଆଲ ମିଡିଆରେ ଭଲ ଚର୍ଚ୍ଚା ସାଉଁଟୁଛି। ଶ୍ୱେତା ତିୱାରୀ ଡେଙ୍ଗୁରେ ଆକ୍ରାନ୍ତ। ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ଆସିଛି। ଏବେ ସେ ଡାକ୍ତରଙ୍କ ନିରୀକ୍ଷଣରେ ଚିକିତ୍ସିତ ହେଉଛନ୍ତି

ମନୋରଞ୍ଜନ

ଅଳ୍ପରେ ବର୍ତିଲେ ଶେହନାଜ

ମୁମ୍ବାଇ : ବଲିଉଡର ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ତାଙ୍କର ସୁନ୍ଦରତା ଏବଂ ପ୍ରତିଭା ପାଇଁ ସେ ବେଶ ଜଣାଶୁଣା । ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ ଥିବା ସମସ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଅଭିନେତା ସୌରଭ ସଚଦେବ ତୁରନ୍ତ ତାଙ୍କୁ ସାହାଯ୍ୟ ପାଇଁ ତାଙ୍କୁ ସାହାଯ୍ୟ କରିବା ପାଇଁ ପିଠି ଥାପୁଡ଼ାଇଥିଲେ। ଶେହନାଜ ବାନ୍ତି କରିବାକୁ ଚେଷ୍ଟା

ମନୋରଞ୍ଜନ

ଚର୍ଚ୍ଚାରେ ସାଇ ପଲ୍ଲବୀ

ତେଲେଙ୍ଗାନା : ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ବହୁପ୍ରତୀକ୍ଷିତ ଏବଂ ମେଗା ବଜେଟ୍ ଚଳଚ୍ଚିତ୍ର ‘ରାମାୟଣ’ରେ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ରଣବୀର କପୁରଙ୍କ ସହ ମା’ ସୀତାଙ୍କ ଚରିତ୍ରରେ ସାଈ ପଲ୍ଲବୀ ନଜର ଆସିଛନ୍ତି । ତେବେ ଏହି ପ୍ରୋଜେକ୍ଟଟି ତାଙ୍କ ବୃତ୍ତିଗତ ଜୀବନରେ ଅନ୍ୟତମ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଲୋଚନା ଜାରି ରହିଛି । ୧୯୯୨ ମସିହା ମେ ୯ ତାରିଖରେ ତାମିଲନାଡୁର କୋଟାଗିରିରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସାଈ ପଲ୍ଲବୀ

Scroll to Top