odisha24 Live

Latest News

Latest News

ମନୋରଞ୍ଜନ

ମନୋରଞ୍ଜନ

ଓଡ଼ିଶାରେ ଗୌରବ ଜ୍ୟୋତିର୍ମୟୀ

ମୁମ୍ବାଇ : ଜାତୀୟ ସ୍ତରୀୟ ଟେଲିଭିଜନ ରିୟଲିଟି ସୋ’ରେ ଓଡ଼ିଆ ଝିଅ ଚମକିଲେ ଜ୍ୟୋତିର୍ମୟୀ ନାୟକ। ‘ଇଣ୍ଡିଆନ୍‌ ଆଇଡଲ’ର ୧୬ତମ ସଂସ୍କରଣରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ବଡ଼ ସଫଳତା ହାସଲ କରିଛନ୍ତି । ଜ୍ୟୋତିର୍ମୟୀ ‘ଇଣ୍ଡିଆନ୍‌ ଆଇଡଲ’ର ୧୬ତମ ସଂସ୍କରଣରେ ଚାମ୍ପିଅନ ହେବା ସହିତ ଓଡ଼ିଶାର ଗର୍ବ ବଢ଼ାଇଛନ୍ତି । ଏହି ସୋ’ରେ ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ (୨୪)ଙ୍କୁ ବିଜେତା ଘୋଷଣା କରାଯାଇଛି ଏବଂ ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସଅପ୍ ହୋଇଛନ୍ତି। ଜ୍ୟୋତିର୍ମୟୀ

ଦେଶ, ମନୋରଞ୍ଜନ

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ହଲିଉଡ ଓ ବିଶ୍ୱ ବଧିର ସମ୍ପ୍ରଦାୟ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ‘ଗୋଡଜିଲା ଭର୍ସେସ କଙ୍ଗ’ ଏବଂ ‘ଗୋଡଜିଲା ଏକ୍ସ କଙ୍ଗ: ଦି ନ୍ୟୁ ଏମ୍ପାୟାର’ରେ ଜିଆ ଚରିତ୍ରରେ ଅଭିନୟ କରି ବିଶ୍ୱବ୍ୟାପୀ ପରିଚିତି ହାସଲ କରିଥିବା ୧୮ ବର୍ଷୀୟା ବଧିର ଅଭିନେତ୍ରୀ କେଲି ହଟଲଙ୍କର ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ମେରୀଲ୍ୟାଣ୍ଡର ଫ୍ରେଡେରିକ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ କେଲି କାରରେ ଯାତ୍ରୀ ଭାବେ ଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଟ୍ରମା

Scroll to Top