ଚର୍ଚ୍ଚାରେ ମୃଣାଳ
ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ମୃଣାଳ ଠାକୁର। ଦର୍ଶକଙ୍କୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ। ଆଜିକାଲି ସେ ଚର୍ଚ୍ଚାରେ ଅଛନ୍ତି। ସେ କୁଆଡ଼େ ପ୍ରେମରେ ପଡ଼ିଥିବା ନେଇ ଆଲୋଚନା ହେଉଛି। ଭାରତର ଜଣେ ଯୁବ କ୍ରିକେଟରଙ୍କୁ ସେ ମନ ଦେଇଥିବା ଜଣାପଡ଼ିଛି। ଉଭୟ ମାୟାନଗରୀରେ ଘୂରି ବୁଲୁଛନ୍ତି ଓ ସାଙ୍ଗରେ କଫି ପିଉଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ହେଲେ ପ୍ରେମକୁ ନେଇ କିନ୍ତୁ ଉଭୟ ଚୁପ୍ ଅଛନ୍ତି। ତେବେ









