odisha24 Live

Latest News

Latest News

ଶିକ୍ଷା ଓ ନିଯୁକ୍ତି

ଶିକ୍ଷା ଓ ନିଯୁକ୍ତି

ୟୁଜିସି-ନେଟ ପରୀକ୍ଷା ତ୍ରୁଟି

ନୂଆଦିଲ୍ଲୀ : ୟୁଜିସି-ନେଟ ପରୀକ୍ଷା ପ୍ରଶ୍ନପତ୍ରରେ ବଡ଼ ଧରଣର ତ୍ରୁଟି ଦେଖାଯିବା ପରେ ଜାତୀୟ ପରୀକ୍ଷା ଏଜେନ୍ସି ୩ଟି ନିର୍ଦ୍ଦିଷ୍ଟ ବିଷୟ ପାଇଁ ପୁନଃ ପରୀକ୍ଷା କରାଇବାକୁ ଘୋଷଣା କରିଛି। ପରୀକ୍ଷା ପ୍ରକ୍ରିୟାରେ ତ୍ରୁଟି ସୁଧାରିବା ସହ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ପଦକ୍ଷେପ ଆରମ୍ଭ ହୋଇଛି। ଏହାସହ ତ୍ରୁଟି ପାଇଁ ଦାୟୀ ଥିବା ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ହଟାଯାଇଥିବା ବେଳେ ଏଜେନ୍ସିର ନେତୃତ୍ୱ ଓ କାର୍ଯ୍ୟପ୍ରଣାଳୀରେ ମଧ୍ୟ ସଂସ୍କାର ଆଣିବା ପ୍ରକ୍ରିୟା […]

ଶିକ୍ଷା ଓ ନିଯୁକ୍ତି

ମାଗଣା ଏଆଇ ମାଧ୍ୟମରେ ନିଟ ଜେଇ ପ୍ରସ୍ତୁତି

ନୂଆଦିଲ୍ଲୀ : ଡାକ୍ତର କିମ୍ବା ଇଞ୍ଜିନିୟର ହେବାର ସ୍ୱପ୍ନ ଦେଖୁଥିବା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଘରୋଇ କୋଚିଂର ଚାପକୁ କମ କରିବା ପାଇଁ, କେନ୍ଦ୍ର ସରକାର ନିଟ ଜେଇ ପାଇଁ ଏକ ମାଗଣା କୋଚିଂ ସିଷ୍ଟମ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଏକ AI-ସକ୍ଷମ ଇଣ୍ଟରାକ୍ଟିଭ୍ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷା ଦିଆଯିବ। ଘରେ ବସି ଛାତ୍ରଛାତ୍ରୀମାନେ ଫ୍ରି କ୍ଲାସ୍‌, ଷ୍ଟଡି ମେଟେରିଆଲ୍‌ ଓ ପରୀକ୍ଷା ପ୍ରସ୍ତୁତିର ସୁବିଧା ପାଇପାରିବେ।

ଶିକ୍ଷା ଓ ନିଯୁକ୍ତି

ୟୁଜିସି ନେଟ୍ ପରୀକ୍ଷାରେ ବାତିଲ

ନୂଆଦିଲ୍ଲୀ : ୟୁଜିସି-ନେଟ୍‌ ୨୦୨୬ର ୩ଟି ବିଷୟର ପରୀକ୍ଷା ରଦ୍ଦ ପ୍ରସଙ୍ଗ । ଆସିଲା ସାନି ପରୀକ୍ଷା ତାରିଖ । ଇଂରାଜୀ, କମର୍ସ, ସୋସିଓଲୋଜି ପରୀକ୍ଷା ରଦ୍ଦ ହୋଇଥିବା ବେଳେ, ସେପ୍ଟେମ୍ୱର ୯ ଓ ୧୦ରେ ହେବ ଏହି ୩ ବିଷୟ ପରୀକ୍ଷା । ସେପ୍ଟେମ୍ବର ୯ରେ ଇଂରାଜୀ ଓ କମର୍ସର ପୁନଃ ପରୀକ୍ଷା ହେବ । ସକାଳ ୯ରୁ ଦିନ ୧୨ଟା ଯାଏଁ ଇଂରାଜୀ ପରୀକ୍ଷା ଏବଂ ଦିନ ୩ଟାରୁ ସଂଧ୍ୟା ୬ଟା ଯାଏଁ କମର୍ସ

ଶିକ୍ଷା ଓ ନିଯୁକ୍ତି

ଓସିଏସ ପରୀକ୍ଷା କୋହଳ

ଭୁବନେଶ୍ୱର : ସ୍ୱାଧୀନତା ଦିବସରେ ଓପିଏସସି ସିଭିଲ ସର୍ଭିସ ପରୀକ୍ଷୀ ଆଶାୟୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ ଘୋଷଣା କରିଛନ୍ତି । ଓସିଏସ ପରୀକ୍ଷା ନିୟମ କୋହଳ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସର୍ବାଧିକ ୬ଟି ସୁଯୋଗକୁ ଉଠାଇଦେବାକୁ ଘୋଷଣା କରାଯାଇଛି । ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ । ସରକାରୀ ଚାକିରି ପାଇଁ ସର୍ବାଧିକ ବୟସସୀମା ୪୨କୁ ବୃଦ୍ଧି କରାଯାଇଛି । ଅନୁକମ୍ପାମୂଳକ ନିଯୁକ୍ତିରେ ଥିବା

ଶିକ୍ଷା ଓ ନିଯୁକ୍ତି

ଗାଁରେ ବଢିବ ଦକ୍ଷତା

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟଗୁଡିକ ନିଜ ଅଞ୍ଚଳର ଅନ୍ତତ ଗୋଟିଏ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସ୍ଥାନୀୟ ଲୋକଙ୍କ ଦକ୍ଷତା ଓ ସମ୍ଭାବନା ଚିହ୍ନଟ କରିବା ସହ ଆବଶ୍ୟକତା ଭିତ୍ତିକ ପ୍ରଶିକ୍ଷଣ ଓ ଔଦ୍ୟୋଗିକ ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲାର ଜଟଣୀସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରେ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟମାନଙ୍କର କୁଳପତିମାନଙ୍କ ପାଇଁ ଆୟୋଜିତ ଏକ ଦିନିକିଆ

ଶିକ୍ଷା ଓ ନିଯୁକ୍ତି

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

ଭୁବନେଶ୍ୱର: ରାଜ୍ୟରେ ଅନୁକମ୍ପାମୂଳକ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ଦିଗରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୬’ କୁ ଅନୁମୋଦନ ମିଳିଛି। ଏହି ନୂଆ ନିୟମ ପୁରୁଣା ‘ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଥଇଥାନ ସହାୟତା) ନିୟମ, ୨୦୨୦’ର ସ୍ଥାନ ନେବ। ଚାକିରି କାଳରେ ପ୍ରାଣ ହରାଉଥିବା ସରକାରୀ କର୍ମଚାରୀଙ୍କ ଯୋଗ୍ୟ ପରିବାର ସଦସ୍ୟଙ୍କୁ କିପରି

ଶିକ୍ଷା ଓ ନିଯୁକ୍ତି

ଛାତ୍ରୀଛାତ୍ର ଦେବେ ପରୀକ୍ଷା ଫି

ଭୁବନେଶ୍ୱର : କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ ନାହିଁ। ଆଡ୍‌ମିଶନ ଫି’, ଡେଭଲପ୍‌ମେଣ୍ଟ ଫି’ ସମେତ ଯୋଜନାରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ଫି’ ସରକାର ବହନ କରିବେ। ତେବେ ପରୀକ୍ଷା ଫି’କୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ବିଶ୍ୱବିଦ୍ୟାଳୟର ନିୟମ ଅନୁଯାୟୀ ପରୀକ୍ଷା ଫି’ ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବ। କେଜିରୁ ପିଜି ମାଗଣା ଶିକ୍ଷା

ଶିକ୍ଷା ଓ ନିଯୁକ୍ତି

ଷ୍ଟେଟ ବ୍ୟାଙ୍କ ସୁବର୍ଣ୍ଣ ସୁଯୋଗ

ମୁମ୍ବାଇ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ମଧ୍ୟରୁ ଗୋଟିଏ । ଏସବିଆଇରେ କାମ କରିବା ପାଇଁ ଅନେକଙ୍କର ସ୍ୱପ୍ନ ଥାଏ। ଯଦି ଆପଣ ବ୍ୟାଙ୍କିଂ କ୍ୟାରିୟର ପାଇଁ ପ୍ରସ୍ତୁତି କରୁଛନ୍ତି ଏବଂ କ୍ଲର୍କ ପଦବୀ ପାଇଁ ଆଶା ରଖିଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ବଡ ସୁଯୋଗ ଆସିଛି। ଏହି ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନରେ ମୋଟ ୧,୫୩୮ ପଦବୀ ଖାଲି ଅଛି। ଏଥିମଧ୍ୟରୁ ୨୦୭ଟି ପଦବୀ SC

ଶିକ୍ଷା ଓ ନିଯୁକ୍ତି, ରାଜ୍ୟ

ଓଡିଶା ଦେଖିବ ନୂଆ ଲୋକାୟୁକ୍ତ

ଭୁବନେଶ୍ୱର : ଖୁବଶୀଘ୍ର ଓଡ଼ିଶାରେ ନୂଆ ଲୋକାୟୁକ୍ତ ନିଯୁକ୍ତ ହେବେ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଲୋକାୟୁକ୍ତ ନିଯୁକ୍ତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆର୍ଥିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ,ଏହା ଖୁବ ଶୀଘ୍ର ସମାପ୍ତ ହେବ । ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଲୋକାୟୁକ୍ତ ନିଯୁକ୍ତ ହେବେ । ଏଥିପାଇଁ ପ୍ରଥମ ମିଟିଂ ସରିଛି । ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ଅଛି ସେଥିରେ ମୁଖ୍ୟମନ୍ତ୍ରୀ,

ଶିକ୍ଷା ଓ ନିଯୁକ୍ତି

ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଭାବେ ଚୟନିତ ପ୍ରାର୍ଥୀମାନେ ଏହି ନିଯୁକ୍ତି ପତ୍ର ପାଇଛନ୍ତି। ମୋଟ ୯ଟି ବିଭାଗରେ ଚୟନିତ ପ୍ରାର୍ଥୀମାନଙ୍କୁ ଏହି ଅବସରରେ ନିଯୁକ୍ତି ପତ୍ର ଦିଆଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ

Scroll to Top