odisha24 Live

Latest News

Latest News

ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ସ୍ଥଗିତ: ଅକ୍ଟୋବର ୩ ରେ ହେବ ପରୀକ୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’ ଜନିତ ପ୍ରବଳ ବର୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଞ୍ଚମ ଶ୍ରେଣୀ ଉଚ୍ଚ ପ୍ରାଥମିକ ବୃତ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଅକ୍ଟୋବର ୩ରେ ଦିନ ୧୦ଟାରୁ ୧୨ଟା ଯାଏଁ ହେବ ପରୀକ୍ଷା ।
ଅନ୍ୟପଟେ ଭୀଷଣ ବର୍ଷାକୁ ନଜରରେ ରଖି ୭ ଜିଲ୍ଲାରେ ସ୍କୁଲ ଘୋଷଣା କରିଛନ୍ତି ଜିଲ୍ଲପାଳ । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ, ଅଙ୍ଗନବାଡି , ଶିଶୁ ବାଟିକା ଏସବୁକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share In Social Media
Scroll to Top