odisha24 Live

Latest News

Latest News

ଅପରାଧ

ଅପରାଧ

ସରକାରୀ ଜମିରେ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ବନ୍ଦ ହେବ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଜମିରେ ଅବୈଧ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ରୋକିବା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ଓ ସମନ୍ୱିତ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ଏ ସଂକ୍ରାନ୍ତରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ ଓ ଗଜପତି ଜିଲ୍ଲାର କ୍ଷେତ୍ରସ୍ତରୀୟ ରାଜସ୍ୱ ଅଧିକାରୀମାନଙ୍କୁ ସଜାଗ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଚିଠି ଲେଖି ନିର୍ଦ୍ଦେଶ ଜାରି କରିଛନ୍ତି lବିଶେଷକରି ଦୁର୍ଗମ ଓ […]

ଅପରାଧ

ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡାଇ ଦେବାକୁ ଧମକ । ଦିଲ୍ଲୀ ବିମାନବନ୍ଦର, ଦିଲ୍ଲୀ ହାଇକୋର୍ଟ ଏବଂ ଲାଲକିଲ୍ଲା ସମେତ ଜାତୀୟ ରାଜଧାନୀର ଅନେକ ପ୍ରମୁଖ ପ୍ରତିଷ୍ଠାନକୁ ବୋମାରେ ଉଡେଇ ଦେବାକୁ ଶୁକ୍ରବାର ଇମେଲ ଯୋଗେ ଧମକ ଆସିଥିବାର ସୂଚନା ମିଳିଛି । ଏନେଇ ଉକ୍ତ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଖବର ପାଇ ପୋଲିସ, ବୋମା ନିଷ୍କ୍ରିୟକାରୀ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଇମେଲରେ ଲେଖା ଥିଲା ଯେ, ଦିଲ୍ଲୀ

ଅପରାଧ

ବିଜୟ ମାଲ୍ୟାଙ୍କୁ ହାଇକୋର୍ଟ ଝଟକା

ମୁମ୍ବାଇ : ବ୍ୟବସାୟୀ ବିଜୟ ମାଲ୍ୟା ଓ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଚାଲିଥିବା ସମ୍ପତ୍ତି ବିବାଦକୁ ନେଇ ବମ୍ବେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ପ୍ରାୟ ୧୦ ବର୍ଷ ଧରି ଚାଲିଥିବା ଏହି ବାଣିଜ୍ୟିକ ବିବାଦକୁ ଏବେ ଏକ ଯୁକ୍ତିସଙ୍ଗତ ନିଷ୍ପତ୍ତିରେ ପହଞ୍ଚାଇବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।ବିଜୟ ମାଲ୍ୟାଙ୍କ ବିରୋଧରେ ପୂର୍ବତନ କିଙ୍ଗଫିଶର ଏୟାରଲାଇନ୍ସ ପାଇଁ ବିଭିନ୍ନ ବ୍ୟାଙ୍କରୁ ନିଆଯାଇଥିବା ପ୍ରାୟ ୯,୦୦୦ କୋଟି ଟଙ୍କାର ଋଣ ଡିଫଲ୍ଟ ମାମଲା ରହିଛି। ୨୦୧୬ରେ ସେ ଭାରତ ଛାଡ଼ି

ଅପରାଧ

ପୁଣି ଅଶାନ୍ତ ମଣିପୁର

ମଣିପୁର : ଦେଢ ମାସ ହେବ ହିଂସାର ନିଆଁରେ ଜଳୁଥିବା ମଣିପୁରରେ ପୁଣି ଥରେ ହିଂସା ତେଜି ଉଠିଛି। ସ୍ଥିତି ସ୍ଵଭାବିକ ହେବା ପରିବର୍ତ୍ତେ ବିଗିଡ଼ିବାରେ ଲାଗିଛି। କାଙ୍ଗପୋକପି ଜିଲ୍ଲାର ଏକ ନାଗା ଗାଁରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକ୍ରମଣ କରି ୯ ଘରେ ନିଆଁ ଲଗାଇ ଦେଇଛନ୍ତି ବୋଲି ବୁଧବାର ଦିନ ଅଧିକାରୀମାନେ କହିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ଦୁର୍ବୃତ୍ତମାନେ ଟୁମାନପୋକପି ଥାଙ୍ଗଲ ଗାଁ ନିକଟରେ ଅବସ୍ଥିତ ଟୋକପା ଲିଆଙ୍ଗମାଇ ନାଗା

ଅପରାଧ

ସିରିୟା ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁଦଣ୍ଡ

ସିରିୟା : ମଙ୍ଗଳବାର ସିରିୟାର ପୂର୍ବତନ ରାଷ୍ଟ୍ରପତି ବସର ଅଲ-ଅସାଦଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଉଭୟ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ।ସେମାନେ ସିରିଆର ୧୪ ବର୍ଷର ସଂଘର୍ଷ ସମୟରେ ମାନବତା ବିରୋଧୀ ଅପରାଧ ଏବଂ ଯୁଦ୍ଧ ଅପରାଧ ସହିତ ଜଡିତ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଏହା ପ୍ରାୟ ୫,୦୦,୦୦୦ ଲୋକଙ୍କ ଜୀବନ ନେଇଥିଲା। ସମାନ ମାମଲାରେ ଆସଦଙ୍କ ସମ୍ପର୍କୀୟ ଭାଇ ଆତିଫ ନଜିବଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଛି। ନଜିବଙ୍କ

ଅପରାଧ

ରାଜଧାନୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି । ଅଗଷ୍ଟ ୧୫କୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ହାଇ ଆଲର୍ଟରେ ରହିଛି। ଏହି ମଧ୍ୟରେ ପୋଲିସ ପକ୍ଷରୁ ୧୯ ଜଣ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କ ପୋଷ୍ଟର ସାର୍ବଜନୀନ କରାଯାଇଛି।ସହରର ପ୍ରମୁଖ ସାର୍ବଜନୀନ ସ୍ଥାନ, ବଜାର ଏବଂ ଭିଡ଼ ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଉଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସାଧାରଣ ଲୋକଙ୍କ ସହଯୋଗ

ଅପରାଧ

ବାଙ୍କୀର ଲାଗୁ ହେଲା କଟକଣା

ବାଙ୍କୀ : ବାଙ୍କୀ-ଡମପଡ଼ା ବ୍ଲକ ପରିସରରେ ମଙ୍ଗଳବାର ୧୬୩ ଧାରା ଲାଗୁ କରାଯାଇଛି। ରାଜନୈତିକ ହିଂସାକାଣ୍ଡକୁ ନଜରରେ ରଖି କଟକ ଜିଲ୍ଲା ଡମପଡ଼ା ବ୍ଲକ କାର୍ଯ୍ୟାଳୟରେ କଟକଣା ଲାଗୁ । ସକାଳ ୭ରୁ ରାତି ୮ଟା ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି । ବାଙ୍କୀ ବିଧାୟକଙ୍କ ସମର୍ଥକ ଏବଂ ବିଜେପି ସମର୍ଥକଙ୍କ ମଧ୍ୟରେ ଗଣ୍ତଗୋଳ ଆଶଙ୍କାରେ ଧାରା ଜାରି କରାଯାଇଛି । କଡା ସୁରକ୍ଷା ବଳୟ ଭିତରେ ବାଙ୍କୀ ଡମପଡ଼ା ବ୍ଲକ୍ କାର୍ଯ୍ୟାଳୟ । ବିଜେପି କର୍ମୀ

ଅପରାଧ

ଚାମେଲିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

କେନ୍ଦ୍ରାପଡା : କେନ୍ଦ୍ରାପଡା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ପ୍ରସଙ୍ଗ । ପ୍ରସଙ୍ଗରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇ କହିଛନ୍ତି, ନିର୍ବାଚନ ପ୍ରକ୍ରିୟା ଜାରି ରହିବ । ଏବଂ ଫଳ ଘୋଷଣା ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି ।ବିନା ଅନୁମତିରେ ଫଳ ଘୋଷଣା ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚାମେଲି । ସୂଚନାଥାଉକି, କିଛି ଦିନ ତଳେ ତିଖିରି ପଞ୍ଚାୟତର କିଛି ସମିତିସଭ୍ୟ,

ଅପରାଧ

କଣ୍ଟେନରରୁ ଗଞ୍ଜେଇ ଜବତ

ସୁବଳୟା:ସୁବର୍ଣ୍ଣପୁର ପୋଲିସକୁ ଏକ ବଡ ସଫଳତା ମିଳିଛି। ୧୨.୫ କ୍ୱିଣ୍ଟାଲରୁ ଅଧିକ ବେଆଇନ ଗଞ୍ଜେଇ ଜବତ ହୋଇଛି। ।ଖୋଲା ବଜାରରେ ପ୍ରାୟ ୧୩ କୋଟି ମୂଲ୍ୟର ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ସୋନପୁର ଜିଲ୍ଲାର ସୁବଳୟା ଥାନା ସୀମାରେ ଏକ ଟ୍ରକରୁ ଜବତ କରାଯାଇଛି।ସୂଚନାମୁତାବକ, କଦଳିଗଡ଼ ପଟରୁ ଏକ କଣ୍ଟେନରରେ ବେଆଇନ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେଶାଲ ପୋଲିସ ଟିମ୍। ସୁବଳୟା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ

ଅପରାଧ

ଦିଲ୍ଲୀରେ ଆଫ୍ରିକୀୟ ନାଗରିକ ଅଟକ!

ନୂଆଦିଲ୍ଲୀ : ଦିଲ୍ଲୀରେ ଅଧିକ ସମୟ ଧରି ରହୁଥିବା ଅଭିଯୋଗରେ ୭ ଜଣ ଆଫ୍ରିକୀୟ ନାଗରିକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏଥିରେ ୫ ଜଣ ନାଇଜେରୀୟ ଏବଂ ୨ ଜଣ ଘାନା ନାଗରିକ ରହିଛନ୍ତି । ପାଣ୍ଡବ ନଗର ପୁଲିସ ଷ୍ଟେସନ ପକ୍ଷରୁ ଗୁପ୍ତ ଭାବେ ଯାଞ୍ଚ କରାଯିବା ପରେ ସେମାନଙ୍କୁ ଅଟକ ରଖାଯାଇଥିବା ପୁଲିସ ସୂଚନା ଦେଇଛି ।ପୁଲିସ ସ୍ଥାନୀୟ ଅଞ୍ଚଳରୁ ଗୁଇନ୍ଦା ସୂଚନା ସଂଗ୍ରହ କରିବା ସହ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ

Scroll to Top