odisha24 Live

Latest News

Latest News

ବାଣିଜ୍ୟ

ବାଣିଜ୍ୟ

ଆରବିଆଇର ନୂଆ ନିୟମ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଋଣଗ୍ରହୀତାଙ୍କୁ ସୁରକ୍ଷା ଦେବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ଋଣ ନିୟମରେ ନୂତନ ମାର୍ଗଦର୍ଶିକା ପ୍ରକାଶ କରିଛି।ଋଣର ସୁଧହାର କିପରି ବଦଳିବ ଏବଂ ବେଞ୍ଚମାର୍କ ପରିବର୍ତ୍ତନ ହେଲେ ଇମାଇ କିମ୍ବା ଋଣ ପରିଶୋଧ ସମୟ ଉପରେ କିପରି ପ୍ରଭାବ ପଡ଼ିବ, ସେନେଇ ଆରବିଆଇ ଏକ ନୂଆ ନିୟମର ଡ୍ରାଫ୍ଟ ପ୍ରସ୍ତାବ ଦେଇଛି। ୨୦୨୬” ଅନୁସାରେ, ନୂଆ ବ୍ୟବସ୍ଥା ଲାଗୁ ହେଲେ ଋଣ ଚୁକ୍ତିରେ ବେଞ୍ଚମାର୍କ, ସୁଧହାର କେତେ ସମୟରେ […]

ବାଣିଜ୍ୟ

ରେଳବାଇର କଡା ନିୟମ

ନୂଆଦିଲ୍ଲୀ : ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ। ବିନା ପ୍ଲାଟଫର୍ମ ଟିକେଟରେ ଷ୍ଟେଶନର ପ୍ଲାଟଫର୍ମକୁ ଯାଇଲେ ଜରିମାନା ମଧ୍ୟ ହୋଇପାରେ। ତେଣୁ ଆପଣ ଯଦି ରେଳ ଷ୍ଟେଶନକୁ ଯାଇ ପ୍ଲାଟଫର୍ମ ଟିକେଟ କିଣନ୍ତି, ତେବେ ଏହା ସହିତ ଜଡ଼ିତ ନିୟମଗୁଡ଼ିକ ଜାଣି ରଖିବା ଜରୁରୀ।ପ୍ଲାଟଫର୍ମ ଟିକେଟ ନେବା ପରେ ଆପଣ ପୂରା ଦିନ ପ୍ଲାଟଫର୍ମରେ ରହିପାରିବେ ନାହିଁ।

ବାଣିଜ୍ୟ

ବଢ଼ିଛି ପେଟ୍ରୋଲ କମିଛି ଡିଜେଲ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୩.୬୭ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦୦.୦୯ ପଇସା ରହିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଓ ଡିଜେଲ ଦର ୯୫ ଟଙ୍କା ୨୦ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୨୧ ପଇସା ହୋଇଥିବା ବେଳେ

ବାଣିଜ୍ୟ

ବଦଳିଲା ଇନଷ୍ଟାଗ୍ରାମ୍ ଲୋଗୋ

ମୁମ୍ବାଇ : ବଦଳିବାକୁ ଯାଉଛି ଇନଷ୍ଟାଗ୍ରାମ୍ ଲୋଗୋ । ନୂଆ ଡିଜାଇନକୁ ଅଧିକ କ୍ଲିୟର୍ ଏବଂ ମଡର୍ନ୍ କରିବାକୁ କମ୍ପାନୀ ଚେଷ୍ଟା କରିଛି । କିନ୍ତୁ ନୂଆ ଡିଜାଇନ୍ ସାମ୍ନାକୁ ଆସିବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଟ୍ରୋଲିଂ ଆରମ୍ଭ ହୋଇଛି । କିଛି ୟୁଜର୍ ନୂଆ ଡିଜାଇନକୁ ପସନ୍ଦ କରିଛନ୍ତି । ଆଉ କିଛି ଲୋକଙ୍କୁ ଏଥିରେ ପୁରୁଣା ଇନଷ୍ଟାଗ୍ରାମର ଲୁକ୍ ଦେଖାଯାଉନାହିଁ । ଏପରିକି କିଛି ଲୋକ ମଜାରେ ଏହାକୁ ‘ଇନଷ୍ଟାଗ୍ଜାମ୍’ବୋଲି କହିବା

ବାଣିଜ୍ୟ

ବଜାରକୁ ଆସିଲା ଫିଟନେସ୍ ବ୍ୟାଣ୍ଡ

ନୂଆଦିଲ୍ଲୀ : ଖୁବଶୀଘ୍ର ବଜାରକୁ ଆସୁଛି ଗୁଗଲ୍ ର ଫିଟନେସ୍ ବ୍ୟାଣ୍ଡ । ସବୁଠୁ ବଡ଼ କଥା ହେଉଛି, ଏହା ଏକ ବିନା ସ୍କ୍ରିନ୍ ଡିଭାଇସ୍ । ଭାରତରେ ବିନା ଡିସପ୍ଲେ ଥିବା ଫିଟନେସ୍ ଟ୍ରାକରଗୁଡ଼ିକର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଏକ ଅତି ହାଲୁକା ଡିଭାଇସ୍, ଯାହାର ଓଜନ ମାତ୍ର ପ୍ରାୟ ୧୨ ଗ୍ରାମରୁ ୧୬ ଗ୍ରାମ ମଧ୍ୟରେ ରହିଛି । କମ୍ପାନୀ ଏଥିରେ କୌଣସି ଡିସପ୍ଲେ ନ ରଖିବାକୁ ନିଷ୍ପତ୍ତି

ବିଦେଶ, ବାଣିଜ୍ୟ

ଟ୍ରମ୍ପଙ୍କ ଟାରିଫ୍ ମାଡ଼

ଓ୍ବାଶିଂଟନ : ପୁଣିଥରେ ବିଦେଶୀ ସାମଗ୍ରୀ ଉପରେ ଆମେରିକା ଟାରିଫ୍ ବଢ଼ାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଏନେଇ ନୂଆ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଏହି ଆଦେଶ ଅନୁସାରେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ବୋଲି ବିବେଚିତ କେତେକ ଡ୍ରୋନ୍ ଉପରେ ସିଧାସଳଖ ୧୦୦ ପ୍ରତିଶତ ଟାରିଫ୍ ଲାଗିବ। ସେହିପରି ଛୋଟ ଡ୍ରୋନ୍ ଉପରେ ୨୫ ପ୍ରତିଶତ ଟାରିଫ୍ ଧାର୍ୟ୍ୟ କରାଯାଇଛି। ଖାସ କଥା ହେଉଛି, ଏଥର କେବଳ ଚୀନ୍ ଭଳି ପ୍ରତିଦ୍ୱନ୍ଦ୍ୱୀ ଦେଶ ନୁହେଁ, ଆମେରିକାର

ବାଣିଜ୍ୟ

ବଜାରକୁ ଆସିଲା ଫୋଲ୍ଡେବଲ୍ ଫୋନ୍

ମୁମ୍ବାଇ : ଭାରତରେ ଗୁଗଲ ନିଜର ନୂଆ ବୁକ୍ ଷ୍ଟାଇଲର ଫୋଲ୍ଡେବଲ୍ ସ୍ମାର୍ଟଫୋନ୍ ପ୍ରୋ ଫୋଲ୍ଡକୁ ଲଞ୍ଚ କରିଛି । ଏହି ଫୋନ୍ ଗୁଗଲର ନୂଆ ପିକ୍ସୱେଲ 11 ସିରିଜ ସହିତ ପ୍ରଚଳନ କରିଛି । କ୍ୟାମେରା କଥା କୁହାଯାଏ ତେବେ ଏଥିରେ ଟ୍ରିପଲ କ୍ୟାମେରାର ସେଟଅପ୍ ଦିଆଯାଇଛି । ଯେଉଁଥିରେ ୪୮ MPର ମେନ୍ କ୍ୟାମେରା ସହିତ f/୧.୭ ଆପେର୍ଚର ସାମିଲ ରହିଛି । ଏହା ସହିତ ୧୦.୫MPର ଅଲଟ୍ରା ୱାଇଡ କ୍ୟାମେରା ରହିଛି ।

ରାଜ୍ୟ, ବାଣିଜ୍ୟ

ଅନ୍ତର୍ଜାତୀୟ ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ

ଭୁବନେଶ୍ୱର : ଧୀରେ ଧୀରେ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଏୟାର୍‌ କନେକ୍ଟିଭିଟି କମିବାରେ ଲାଗିଛି।। ଏଥିସହ ଅନ୍ତର୍ଜାତୀୟ ଉଡ଼ାଣ ଏକ ପ୍ରକାର ଠପ୍‌ ହୋଇଯାଇଛି। ପୂର୍ବରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶର ୩୦ରୁ ଅଧିକ ସହର ସହ ଆକାଶପଥରେ ସିଧାସଳଖ ଯୋଗାଯୋଗ ରହିଥିବାବେଳେ ଚଳିତ ବର୍ଷର ସମର ସିଡ୍ୟୁଲରେ ଏହା ୧୯ଟି ସହରକୁ ଖସିଆସିଥିଲା। ଭୁବନେଶ୍ୱରରୁ ଆବୁଧାବି, ଦୁବାଇ, ମାଲେସିଆ, ସିଙ୍ଗାପୁର ଆଦି ଦେଶକୁ ବିମାନ ଉଡାଣ କରୁଥିଲା। ମାତ୍ର କ୍ରମଶଃ ଅନ୍ତର୍ଜାତୀୟ ବିମାନ

ବାଣିଜ୍ୟ

ଚର୍ଚ୍ଚାରେ ଟାଟା ସନ୍ସ

ମୁମ୍ବାଇ : ଟାଟା ଗ୍ରପ ଆସିଛି ବଡ଼ ଖବର । ଟାଟା ସନ୍ସର ଚେୟାରମ୍ୟାନ୍ ଏନ୍‌ ଚନ୍ଦ୍ରଶେଖରନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଫେବୃଆରୀ ମାସରେ ଟାଟା ସନ୍ସର ବୋର୍ଡ ତାଙ୍କୁ ପୁଣିଥରେ ଚେୟାରମ୍ୟାନ୍ ନିଯୁକ୍ତ କରିବା ନେଇ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲା। ଏହି ଖବର ଆହୁରି ଗୁରୁତ୍ୱପୂର୍ଣ୍ଣ, କାରଣ ଆସନ୍ତା ୧୮ ଅଗଷ୍ଟରେ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ହେବାକୁ ଯାଉଛି। ଆଉ ଏହା ପୂର୍ବରୁ ଚେୟାରମ୍ୟାନଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି।

ବାଣିଜ୍ୟ

ବଜାରକୁ ଆସିଲା ନୁଆଁ ବାଇକ

ନୂଆଦିଲ୍ଲୀ : ବାଇକ ଭଲପାଉଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ବଜାଜ୍ ପୁଣିଥରେ ପଲ୍ସରକୁ ନୂଆ ଲୁକରେ ବଜାରକୁ ଆଣି ଟୁ-ହ୍ୱିଲର୍ ବଜାରରେ ଚର୍ଚ୍ଚା ସୃଷ୍ଟି କରିଛି । କମ୍ପାନୀ ନୂଆ ବଜାଜ୍ ପଲ୍ସର ଏନ୧୬୦କୁ ଦୁଇଟି ନୂଆ ଏବଂ ଦମଦାର ଭାରିଆଣ୍ଟ୍ ଏସ ଓ ଏସଏସରେ ବଜାରକୁ ଆଣିବାକୁ ଘୋଷଣା କରିଛି । ପଲ୍ସର ପ୍ରେମୀମାନେ ଦୀର୍ଘ ସମୟ ଧରି ଏହି ବାଇକର ନୂଆ ଅପଡେଟକୁ ଅପେକ୍ଷା କରିଥିଲେ ଏବଂ ଏବେ ବଜାଜ୍

Scroll to Top