odisha24 Live

Latest News

Latest News

ବାଣିଜ୍ୟ

ବାଣିଜ୍ୟ

କନ୍ଦାଇଲାଣି ପିଆଜ

ଭୁବନେଶ୍ୱର : ସାରା ରାଜ୍ୟରେ ହୁ ହୁ ହୋଇ ବଢୁଛି ପିଆଜର ଦର। ବଜାରରେ ପିଆଜ ଦର ହଠାତ୍ ବଢ଼ିବାରୁ ଖାଉଟିଙ୍କ ଚିନ୍ତା ବଢ଼ିଛି। କେଜି ପିଛା ପିଆଜ ଦର ୫୦ ଟଙ୍କା ଟପିଥିବା ଅଭିଯୋଗ ହୋଇଛି। ସାଧାରଣ ଲୋକଙ୍କ କହିବା ଅନୁସାରେ, ଦୁଇ ଦିନ ତଳେ ୩ କିଲୋ ପିଆଜ ୧୦୦ ଟଙ୍କାରେ ମିଳୁଥିଲା। ଏବେ ସେହି ପିଆଜ ପାଇଁ କେଜି ପିଛା ପ୍ରାୟ ୫୦ ଟଙ୍କା ଦେବାକୁ ପଡ଼ୁଛି। ଦର ବଢ଼ିବା ସହ କେତେକ […]

ବାଣିଜ୍ୟ

ଚିନି ଦର ଉପରମୁହାଁ

ନୂଆଦିଲ୍ଲୀ : ସାରା ଦେଶରେ ଚିନି ଦର ହୁ ହୁ ହୋଇ ପଢ଼ୁଛି । ସରକାରଙ୍କ କହିବା ଅନୁସାରେ, ଏହା ପଛରେ କମ୍ ଘରୋଇ ଉତ୍ପାଦନ, ପାର୍ବଣ ଋତୁ ପୂର୍ବରୁ ଚାହିଦା ବୃଦ୍ଧି, ଖରାପ ପାଗ ଏବଂ ମହଜୁଦ ଭଳି କାରଣ ରହିଛି। ତେବେ ଇଥାନଲ ଉତ୍ପାଦନ ପାଇଁ ଚିନି ବ୍ୟବହାର କମିଥିବାରୁ ଏହାକୁ ଦରବୃଦ୍ଧିର ପ୍ରମୁଖ କାରଣ ବୋଲି କୁହାଯାଇପାରିବ ନାହିଁ।ଚିନି ଯୋଗାଣ ଓ ଦର ନିୟନ୍ତ୍ରଣ ପାଇଁ ସରକାର ଡିଲରଙ୍କ ଷ୍ଟକ୍‌ ସୀମା ଧାର୍ଯ୍ୟ

ଦେଶ, ବାଣିଜ୍ୟ

ଓଲା-ଉବେର-ରାପିଡୋ ପାଇଁ କଡ଼ା ନିୟମ

ନୂଆଦିଲ୍ଲୀ: ଆସନ୍ତା ମାସରୁ ଦେଶର ବିଭିନ୍ନ ସ୍ଥାନରେ ଆପ୍ ଆଧାରିତ କ୍ୟାବ୍ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ପରିବହନ ବିଭାଗ ପକ୍ଷରୁ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ନୂତନ ନିୟମ ଅନୁଯାୟୀ, ଓଲା, ଉବେର ଏବଂ ରାପିଡୋ ଭଳି ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ । ସେହିପରି, ଏହି କମ୍ପାନିଗୁଡ଼ିକ ସହିତ

ବାଣିଜ୍ୟ, ରାଜ୍ୟ

ଓଡ଼ିଶାର ବଡ଼ ସଫଳତା

ଭୁବନେଶ୍ୱର : ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି ବୋଲି ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆର୍‌ଇ) ପୋର୍ଟାଲରେ ଉପଲବ୍ଧ ତଥ୍ୟରୁ ଜଣାପଡ଼ିଛି। ଏହାଦ୍ୱାରା ଓଡ଼ିଶା ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରୁଫ୍‌ଟପ୍‌ ସୋଲାର ବଜାର ଭାବେ ଉଭାହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୧.୭୪ ଲକ୍ଷ ରୁଫ୍‌ଟପ୍‌ ସୋଲାର ସିଷ୍ଟମ ସ୍ଥାପନ କରାଯାଇଥିଲାବେଳେ ଏହି ଯୋଜନା ଅଧୀନରେ ମୋଟ ୩,୧୨,୫୨୭ଟି ଆବେଦନ ଗ୍ରହଣ କରାଯାଇଛି।

ବାଣିଜ୍ୟ

ପୁଣି ବଢ଼ିଲା ସୁନା ରୂପ ଦର

ନୂଆଦିଲ୍ଲୀ : ଆଜି ସୁନା ଓ ରୁପା ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି ୧ ଲକ୍ଷ ୬୨ ହଜାର ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଛି । ସେହିପରି ରୁପା ଦରରେ ମଧ୍ୟ ୧୦ ହଜାର ଟଙ୍କା ବୃଦ୍ଧି ପାଇଛି । ଅଗଷ୍ଟ ୨୦ରେ ୨୪ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୫୮ ହଜାର ଟଙ୍କା ପ୍ରତି ୧୦ ଗ୍ରାମ

ବାଣିଜ୍ୟ

ପୁଣି ମହାଙ୍ଗା ମାଡ଼

ଭୁବନେଶ୍ୱର : ବନ୍ୟା ପାଇଁ ଖାଉଟିଙ୍କ ପିଠିରେ ମହଙ୍ଗା ମାଡ଼। ବନ୍ୟା ସମୟରେ ଦରବୃଦ୍ଧି ଲୋକମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ସାଜିଛି । ଚିନି କିଲୋ ୬୦କୁ ଚୁଡ଼ା କିଲୋ ୪୫ ଟଙ୍କାରେ ପହଞ୍ଚିଛି । ମାସେ ଭିତରେ ଚିନି କିଲୋ ପ୍ରତି ୨୦ ଟଙ୍କା ବଢ଼ିଥିବା ବେଳେ ଚୁଡ଼ା କିଲୋ ପ୍ରତି ୫ ଟଙ୍କା ବୃଦ୍ଧି ପାଇଛି। ମାସେ ତଳେ ଚିନି କିଲୋ ୪୦ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ

ରାଜ୍ୟ, ବାଣିଜ୍ୟ

ଓଡିଶା ପାଇଁ ଖୁସି ଖବର

ଭୁବନେଶ୍ୱର: ଓଡିଶା ପାଇଁ ବଡ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର । କଟକ- ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କଟକ- ପାରାଦୀପ ୭୨ କିମି ଟ୍ରାକ ପାଇଁ ବ୍ୟୟ ହେବ ୨୨୮୬ କୋଟି । ଭଦ୍ରକ – ହରିଦାସପୁର ଚତୁର୍ଥ ଲାଇନକୁ ମଞ୍ଜୁରୀ ମିଳିଛି । ଭଦ୍ରକ- ହରିଦାସପୁର ୭୫ କିମି ଟ୍ରାକ ପାଇଁ ବ୍ୟୟ ହେବ ୧୫୮୩ କୋଟି । ଖଡଗପୁର- ଭଦ୍ରକ ଚତୁର୍ଥ ଲାଇନକୁ ମଞ୍ଜୁରୀ

ବାଣିଜ୍ୟ

ଖସିଲା ସୁନା ଓ ରୁପା ଦାମ୍

ଭୁବନେଶ୍ୱର : ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୯୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୦୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୯୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୨,୦୫୦ ଟଙ୍କାକୁ ପହଞ୍ଚିଛି । ସେହିପରି

ବାଣିଜ୍ୟ

ବଜାରକୁ ଆସିଲା ସୋଲାର କାର୍

ମୁମ୍ବାଇ : ପେଟ୍ରୋଲ ଓ ଡିଜେଲର ଦର ବଢୁଥିବା ବେଳେ ଏବେ ସୋଲାର କାର୍ ନେଇ ବଜାରରେ ନୂଆ ମଡେଲ୍ ଓ ପ୍ରୋଟୋଟାଇପ୍ ଆସୁଛି। ଏହା ସହିତ ପରିବେଶ ପ୍ରଦୂଷଣ କମାଇବା ଦିଗରେ ମଧ୍ୟ ଅଟୋମୋବାଇଲ୍ କମ୍ପାନୀମାନେ ନୂଆ ନୂଆ ଟେକ୍ନୋଲୋଜି ଆଣୁଛନ୍ତି । ଏହି ଦିଗରେ ପୁଣେର ଷ୍ଟାର୍ଟଅପ୍ କମ୍ପାନୀ ଭାରତରେ ନେଇଆସିଛି ସୋଲାର ପାୱାର୍ଡ ଇଲେକ୍ଟ୍ରିକ୍ କାର୍ । ଏହି କାରର ସବୁଠାରୁ ବଡ଼ ଖାସିୟତ ହେଉଛି ଏହାର ସୋଲାର ରୁଫ୍ । ଅର୍ଥାତ୍,

ବାଣିଜ୍ୟ

ଏକ୍ସକୁ କେନ୍ଦ୍ର ସରକାରଙ୍କ କଡ଼ା ଜବାବ

ନୂଆଦିଲ୍ଲୀ : ଭାରତ ସରକାର ଏବଂ ଏକ୍ସ ମଧ୍ୟରେ ପୁଣି ଚର୍ଚ୍ଚା ଜୋର ଧରିଛି । ଏକ୍ସ ପକ୍ଷରୁ ସରକାରୀ ନିର୍ଦ୍ଦେଶରେ କୌଣସି କଣ୍ଟେଣ୍ଟ ହଟାଯାଇଥିଲେ କିମ୍ବା ସୀମିତ କରାଯାଇଥିଲେ, ଏହାର ସୂଚନା ୟୁଜରଙ୍କ ପାଇଁ ଅଧିକ ସ୍ପଷ୍ଟ ଭାବେ ଦୃଶ୍ୟମାନ କରାଯିବ ବୋଲି ଏଲନ୍ ମସ୍କ କହିଛନ୍ତି । ମସ୍କଙ୍କ କହିବା ଅନୁସାରେ, ସରକାରଙ୍କ ପକ୍ଷରୁ କୌଣସି ପୋଷ୍ଟ କିମ୍ବା କଣ୍ଟେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଆସିଲେ, ସେହି ସେନ୍ସରସିପ୍‌ ସମ୍ପର୍କରେ ୟୁଜରମାନେ ଅଧିକ

Scroll to Top