ପୁଣି ଚର୍ଚ୍ଚାରେ ଏଲନ ମସ୍କ
ନୂଆଦିଲ୍ଲୀ: ‘ବେଷ୍ଟ-ବ୍ରୋକର୍ସ’ର ଏକ ନୂତନ ବିଶ୍ଳେଷଣ ଅନୁଯାୟୀ, ମେ ୨୦୨୪ରୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ରହିଆସିଥିବା ଏଲନ ମସ୍କ ଜୁଲାଇ ୨୦୨୫ ରୁ ଜୁଲାଇ ୨୦୨୬ ମଧ୍ୟରେ ନିଜ ସମ୍ପତ୍ତିରେ ୩୨୦ ବିଲିୟନ୍ ଡଲାର (ଦୈନିକ ପ୍ରାୟ ୮୭୫ ନିୟୁତ ଡଲାର) ଯୋଡ଼ିଛନ୍ତି। ‘ଫୋର୍ବସ’ର ରିୟଲ-ଟାଇମ୍ ବିଲିୟନେୟାର ତାଲିକାକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଜୁନ୍ ୧୨ରେ ସ୍ପେସ୍ଏକ୍ସ (SpaceX) ଆଇପିଓ ସାର୍ବଜନୀନ ହେବା ପରେ ମସ୍କ ବିଶ୍ୱର ପ୍ରଥମ ‘ଟ୍ରିଲିୟନେୟାର’ […]









