odisha24 Live

Latest News

Latest News

Author name: RatnaManjari Mohanty

ରାଜନୀତି

ମମତାଙ୍କୁ ମିଳିଲା ଫୁଟବଲ

ପଶ୍ଚିମବଙ୍ଗ: ଆଗକୁ ପଶ୍ଚିମବଙ୍ଗରେ ଦୁଇ ଦୁଇଟି ଉପ ନିର୍ବାଚନ । ତା ପୂର୍ବରୁ ନିର୍ବାଚନ କମିସନ ଟିଏମସିର ଚିହ୍ନକୁ ଫ୍ରିଜ କରିଥିଲେ । ଏବଂ ମମତା ବାନାର୍ଜୀଙ୍କୁ ନୂଆ ନାଁ ସହିତ ଚିହ୍ନ ମିଳିଛି । ନୂଆ ନାଁ ଟିଏମସିର ରହିଛି । ନୂଆ ଚିହ୍ନରେ ନିର୍ବାଚନ କମିସନଙ୍କର ମୋହର ବାଜିଛି । ଏବଂ ତାଲିକା ଦିଆଯାଇଥିଲା ମମତା ବାନାର୍ଜୀଙ୍କ ପକ୍ଷରୁ । ନିର୍ବାଚନୀ ଚିହ୍ନ ଫୁଟବଲ ଖେଳାଳୀ ବୋଲି ରହିଛି । ଋତୁବ୍ରତ ଗୋଷ୍ଠୀଙ୍କୁ ମଧ୍ୟ

ରାଜ୍ୟ

ଦିଲ୍ଲୀରେ ଓଡ଼ିଶା ଷ୍ଟଲ୍‌ର ଉଦ୍‌ଘାଟନ କଲେ ସିଏମ୍ ମୋହନ ମାଝୀ

ନୂଆଦିଲ୍ଲୀ : ନିବେଶ ଆକର୍ଷଣ ଏବଂ ଆର୍ଥିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ-୨୦୨୬ ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଉଚ୍ଚସ୍ତରୀୟ ସମ୍ମିଳନୀର ଉଦ୍‌ଘାଟନ କରାଯାଇଛି । ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ପାଇଁ ଓଡ଼ିଶାର ଏକ ପ୍ରତିନିଧିମଣ୍ଡଳ ଦିଲ୍ଲୀ ଯାଇଛି ।ଏହି ଅବସରରେ ୟୁରୋପ, ଜାପାନ ଏବଂ ଦକ୍ଷିଣ କୋରିଆର ପ୍ରତିନିଧିମାନଙ୍କ

ସଂସ୍କୃତି

ଆଜି ଶ୍ରୀମନ୍ଦିରରେ କେକେଶୀ ବଧ ନୀତି

ପୁରୀ : ଚାଲିଛି ଶ୍ରୀମନ୍ଦିରରେ କୃଷ୍ଣଲୀଳା ନୀତି। ଆଜି ପବିତ୍ର ଭାଦ୍ରବ ଶୁକ୍ଳ ସପ୍ତମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କେକେଶୀ ବଧ ପ୍ରସ୍ତାବ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ନୀତି ସମ୍ପନ୍ନ ହେବା ପରେ ଏହି କେକେଶୀ ବଧ ପ୍ରସ୍ତାବ ନୀତି କରାଯିବ । ପରମ୍ପରା ଅନୁଯାୟୀ ପୁରୀର କାଳିକାଦେବୀ ସାହିର ବାସିନ୍ଦା ଓ ସେବାୟତମାନେ ଏହି ବିଶେଷ ନୀତି ସମ୍ପାଦନ କରିବେ । ଦ୍ୱାପରରେ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ

ବିଦେଶ

ଫେରିଲା ଲକ ଡାଉନ : ରାତି ୯ଟାରେ ବନ୍ଦ ହେବ ଦୋକାନ ଓ ବଜାର

ଇସଲାମାବାଦ : ପାକିସ୍ତାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବ ଦେଖାଦେଇଛି । ଫଳସ୍ୱରୂପ ସରକାର ଅନେକ କଠୋର ପଦକ୍ଷେପ ନେଇଛନ୍ତି । ରାଜଧାନୀ ଇସଲାମାବାଦରେ ସମସ୍ତ ବଜାର, ଦୋକାନ, ସପିଂ ମଲ୍ ଏବଂ ତେଜରାତି ଦୋକାନ ପାଇଁ କଟକଣା ଜାରୀ କରାଯାଇଛି । ବିବାହ କାର୍ଯ୍ୟକ୍ରମକୁ ନେଇ ମଧ୍ୟ କଠୋର ପଦକ୍ଷେପ ନିଆଯାଇଛି । ଏହି କାର୍ଯ୍ୟକ୍ରମ ଗୁଡ଼ିକ ଏଣିକି ରାତି ୧୦ଟାରେ ବନ୍ଦ କରିବାକୁ ପଡିବ ।ବିବାହରେ କେବଳ ଖାଦ୍ୟ ପରିବେଷଣ କରାଯିବ, କୌଣସି

ଦେଶ

ଏୟାର ଇଣ୍ଡିଆର ୮ ଜଣ କ୍ରୁ ସଦସ୍ୟ ନିଲମ୍ବିତ

ନୂଆଦିଲ୍ଲୀ : ବିମାନ ଅବତରଣ ପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାଧ୍ୟତାମୂଳକ ମଦ୍ୟପାନ ନିରୂପଣ ପରୀକ୍ଷା ବିଳମ୍ବ କରିବା ଅଭିଯୋଗରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ୮ ଜଣ କ୍ରିୟୁ ସଦସ୍ୟଙ୍କୁ ୩ ମାସ ପାଇଁ ନିଲମ୍ବିତ କରାଯାଇଛି । ଗତ ଅଗଷ୍ଟ ୨ ତାରିଖରେ ଦୁବାଇରୁ ଅମୃତସର ଆସିଥିବା ଏହି ବିମାନର କ୍ରିୟୁ ସଦସ୍ୟମାନେ ନିୟମାନୁସାରେ ୨ ଘଣ୍ଟା ମଧ୍ୟରେ ଏହି ପରୀକ୍ଷା କରାଇବା ବାଧ୍ୟତାମୂଳକ ଥିଲା । ମାତ୍ର ସେମାନେ ୨ ଘଣ୍ଟା ୩୫ ମିନିଟ୍

ଦେଶ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ନାବାଳକଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ

ନୂଆଦିଲ୍ଲୀ : ପାସପୋର୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬କୁ ନୋଟିଫାଏ କରାଯାଇଛି । ଏହାଦ୍ୱାରା ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କ ପାସପୋର୍ଟର ବୈଧତାକୁ ବଢ଼ାଇ ଦିଆଯାଇଛି । ନୂଆ ନିୟମ ଅନୁସାରେ, ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଜାରି ହେଉଥିବା ୩୬ ପୃଷ୍ଠାର ସାଧାରଣ ପାସପୋର୍ଟ ଏବେ ୫ ବର୍ଷ କିମ୍ବା ପିଲାର ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ, ଯେଉଁଟି

ବିଦେଶ

ଆକାଶରେ ଦୁର୍ଘଟଣା: ଟ୍ରେନିଂ ବେଳେ ଖସିପଡ଼ିଲା ଏଫ-୧୬ ଯୁଦ୍ଧବିମାନ

ୱାଶିଂଟନ: ଆମେରିକାର ମିଚିଗାନରେ ଏକ ରୁଟିନ୍ ଟ୍ରେନିଂ ବେଳେ ଆକାଶରୁ ଏଫ-୧୬ ଫାଇଟର ଜେଟ୍ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଭୟାବହ ଦୁର୍ଘଟଣାରେ ପାଇଲଟ୍ ଜଣକ ସୁରକ୍ଷିତ ଭାବେ ଇଜେକ୍ଟ (ବାହାରକୁ ବାହାରିବା) କରିବାରେ ସଫଳ ହୋଇଛନ୍ତି ଏବଂ ବର୍ତ୍ତମାନ ହସ୍ପିଟାଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।ଟେକ୍ସାସର ଜଏଣ୍ଟ ବେସ୍ ସାନ ଆଣ୍ଟୋନିଓ-ଲାକଲ୍ୟାଣ୍ଡରେ ଲଢ଼ୁଆ ୱିଙ୍ଗର ଜନ ବ୍ୟାପାର ବିଶେଷଜ୍ଞ ସାର୍ଜେଣ୍ଟ ଡେରେକ୍ ଗୁଟିରେଜ୍ କହିଛନ୍ତି ଯେ ପାଇଲଟ୍ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ରାଜ୍ୟ

ନିଜ ସ୍ୱାର୍ଥ ପାଇଁ ଠାକୁରଙ୍କୁ ବି ଛାଡିଲେନି : ନୀତିକାନ୍ତି ସବୁ ବନ୍ଦ

ଭୁବନେଶ୍ୱର : ଉପାସରେ ପୁଣି ଲିଙ୍ଗରାଜ । ପୁଣି ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି। ସେବାୟତ ବିବାଦ ଯୋଗୁଁ ଗତକାଲି ରାତିରୁ ନୀତିକାନ୍ତି ବନ୍ଦ ରହିଛି ।ସୂଚନା ଅନୁଯାୟୀ, ସେବାୟତଙ୍କ ଅନ୍ତର୍ଦ୍ୱନ୍ଦ୍ୱ ଓ ପରସ୍ପର ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଗତକାଲି ରାତି ୧୧ଟାରୁ ସମସ୍ତ ପୂଜାର୍ଚ୍ଚନା ଓ ନୀତି ବନ୍ଦ ରହିଛି। ପୂଜା ପଣ୍ଡା ଓ ସୁଆର ସେବାୟତଙ୍କ ମଧ୍ୟରେ ପୂଜାକୁ ନେଇ ବିବାଦ ଦେଖାଦେଇଛି । ଏଣେ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ପୂଜା

ପାଣିପାଗ

ଦାନା ବାନ୍ଧୁଛି ଲଘୁଚାପ, ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତାକାଲିକୁ ନେଇପାରେ ଲଘୁଚାପର ରୂପ । ୨୧ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସମ୍ଭାବନା । ୨୩ କିମ୍ବା ୨୪ରେ ଦକ୍ଷିଣ ଓଡ଼ିଶା, ଉତ୍ତର ଆନ୍ଧ୍ରପ୍ରଦେଶମୁହାଁ ହୋଇପାରେ ଏହି ଅବପାତ । ଏନେଇ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ୨ ସପ୍ତାହରେ ଘୂର୍ଣ୍ଣିବଳୟ ପ୍ରଣାଳୀ ବିକଶିତ ହେବା ପାଇଁ ପରିବେଶ ଅନୁକୂଳ ରହିପାରେ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଯାତ୍ରା ଦୀର୍ଘକାଳୀନ ଭାବେ ଲାଭଦାୟକ ହେବ । କାର୍ଯ୍ୟକ୍ଷେତ୍ରରେ ଆସୁଥିବା ବାଧାବିଘ୍ନକୁ ଦୂର କରିବାରେ ସଫଳ ହେବେ । କାମରେ ସୁବିଧା ଓ ସମନ୍ୱୟ ରହିବାରୁ ପ୍ରଗତି ହେବ । ଆର୍ଥିକ ଲାଭ ଦେଉଥିବା କାର୍ଯ୍ୟ ସମାପ୍ତ କରିପାରିବେ । ଯାତ୍ରା ଶୁଭ ରହିବ । ନିଜ କାମ ଉପରେ କଡ଼ା ନଜର ରଖନ୍ତୁ । ଆବଶ୍ୟକ ଯାତ୍ରା କରିବାକୁ ପଡ଼ିପାରେ । ବୃଷ : କାରବାରରେ ଦ୍ୱିଧା ନକରି ନିଷ୍ପତ୍ତି ନିଅନ୍ତୁ ।

Scroll to Top