odisha24 Live

Latest News

ଯୁଦ୍ଧ ରୋକିବାକୁ ରାଜି ନୁହେଁ ରୁଷ୍ : ଆମେରିକା ପ୍ରତିନିଧିଙ୍କୁ ସ୍ପଷ୍ଟ କରିଦେଲେ ଆଗାମୀ ରଣନୀତି!

ମସ୍କୋ : ୟୁକ୍ରେନ୍ ସହ ସମ୍ପର୍କରେ ବଢ଼ୁଛି ତିକ୍ତତା। ଏବେ ଯୁଦ୍ଧ ବନ୍ଦ କରିହେବ ନାହିଁ । ଅର୍ଥାତ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଶେଷ କରିବା ମୁଡରେ ନଥିବା ସଙ୍କେତ ଦେଇଛନ୍ତି । ମସ୍କୋରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିନିଧି ଷ୍ଟିଭ୍ ଓ୍ୱିଟକଫ୍ ଏବଂ ଜେରେଡ୍ କୁଶନରଙ୍କୁ ସାକ୍ଷାତ କରି ୟୁକ୍ରେନ ସହ ଏବେବି କିଛି ଠିକ୍ ନଥିବା ପୁଟିନ କହିଛନ୍ତି ।

ରିପୋର୍ଟ ଅନୁସାରେ, ୟୁକ୍ରେନ୍ ଯୁଦ୍ଧର ସମାପ୍ତି ପାଇଁ କୂଟନୈତିକ ଆଲୋଚନା ପୁଣି ଆରମ୍ଭ ହୋଇଛି। ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଜେରେଡ୍ କୁଶନର୍ ଶାନ୍ତି ଆଲୋଚନା ପାଇଁ ମସ୍କୋରେ ପହଞ୍ଚିବା ପରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନର ରାଜଧାନୀ କିଭ୍ ଉପରେ ତିନି ଦିନ ପାଇଁ ସାମରିକ ଆକ୍ରମଣ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମସ୍କୋ : ୟୁକ୍ରେନ୍ ସହ ସମ୍ପର୍କ ଦିନକୁଦିନ ତିକ୍ତତା ବଢ଼ୁଛି ଏବେ ଯୁଦ୍ଧ ବନ୍ଦ କରିହେବ ନାହିଁ । ଅର୍ଥାତ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଶେଷ କରିବା ମୁଡରେ ନଥିବା ସଙ୍କେତ ଦେଇଛନ୍ତି । ମସ୍କୋରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିନିଧି ଷ୍ଟିଭ୍ ଓ୍ୱିଟକଫ୍ ଏବଂ ଜେରେଡ୍ କୁଶନରଙ୍କୁ ସାକ୍ଷାତ କରି ୟୁକ୍ରେନ ସହ ଏବେବି କିଛି ଠିକ୍ ନଥିବା ପୁଟିନ କହିଛନ୍ତି ।

Share In Social Media
Scroll to Top