ସ୍ୱାସ୍ଥ ପାଇଁ ବାସି ରୁଟି ଫାଇଦା
ବାସି ରୁଟିକୁ ଅନେକେ ଅଦରକାରୀ ଭାବି ଫୋପାଡି ଦେଇଥାଆନ୍ତି।ସାଧାରଣତଃ ରାତ୍ରିଭୋଜନରେ ସମସ୍ତେ ରୁଟି ଖାଇବା ପସନ୍ଦ କରନ୍ତି । ବେଳେବେଳେ ରାତିରେ ଅଧିକ ରୁଟି ତିଆରି ହୋଇଗଲେ ବଳକା ରହିଯାଏ । ବେଳେବେଳେ କିଛି ରୁଟି ସକାଳକୁ ବଞ୍ଚିଯାଇଥାଏ । କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଫିଙ୍ଗି ଦେଇଥାଆନ୍ତି ନଚେତ୍ ପଶୁପକ୍ଷୀଙ୍କୁ ଦେଇଦିଅନ୍ତି ।ବାସି ରୁଟି ଖାଇବାର ଉପକାରିତା:ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ: ବାସି ରୁଟିରେ ଫାଇବରର ପରିମାଣ ଅଧିକ ରହିଥାଏ









