ବର୍ଷା ଦିନେ ଘରେ ପୋକର ଭୟ
ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ହିଁ ଅନେକଙ୍କ ଘରେ ଏକ ଭୟଙ୍କର ଅତିଥିର ଆଗମନ ହୋଇଥାଏ, ଯାହାକୁ ଆମେ ‘ତେନ୍ତୁଳିଆ ବିଛା’ ବା ‘ଶତପଦୀ’ ବୋଲି କହିଥାଉ । ଏହା କେତେବେଳେ ଟଏଲେଟରେ ଦେଖାଯାଏ ତ କେତେବେଳେ ବାଥ୍ରୁମ୍ କିମ୍ବା କିଚେନ୍ ସିଙ୍କ୍ ପାଖରେ ବୁଲୁଥିବାର ନଜର ଆସେ । ଅନେକ ସମୟରେ ଟଏଲେଟ୍ ଫ୍ଲଶ୍ କରିବା ପରେ ମଧ୍ୟ ଏହା ପୁଣି ଥରେ ବାହାରକୁ ଚାଲିଆସେ, ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରେ […]




