odisha24 Live

Latest News

Latest News

ଆଜିର ରାଶିଫଳ

ମେଷ : ପରିବାରରେ ଲାଗି ରହିଥିବା ପୁରୁଣା ସମସ୍ୟାର ସମାଧାନ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସଭାସମିତି ବା ସାମାଜିକ ଆଲୋଚନାରେ ଆପଣଙ୍କର ଗୁରୁତ୍ଵ ବୃଦ୍ଧି ପାଇବ । ବନ୍ଧୁମାନଙ୍କ ସହ ସଦ୍ଭାବ ଓ ସୁସମ୍ପର୍କ ବଜାୟ ରହିବ ।
ବୃଷ : ବ୍ୟବସାୟ ଓ ଚାକିରି କ୍ଷେତ୍ରରେ କଠିନ ପରିଶ୍ରମର ସୁଫଳ ମିଳିବ । ଅଟକି ରହିଥିବା ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ଅଯଥା ବିବାଦଠାରୁ ଦୂରେଇ ରୁହନ୍ତୁ ।
ମିଥୁନ : ନୂତନ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବେ ଏବଂ ମନ ପ୍ରସନ୍ନ ରହିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ସଫଳତା ପାଇବେ । ନିଜ ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ଧ୍ୟାନ ଦେବା ଆବଶ୍ୟକ ।
କର୍କଟ : କୌଣସି ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି ।ସଦସ୍ୟଙ୍କ ମଧ୍ୟରେ ସାମାନ୍ୟ ମତଭେଦ ଦେଖାଦେଇପାରେ ।କଥାବାର୍ତ୍ତା ଉପରେ ସଂଯମତା ରଖନ୍ତୁ ।
ସିଂହ : ବହୁ ଦିନରୁ ଅଧୁରା ଥିବା କାର୍ଯ୍ୟ ଆଜି ସମ୍ପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିବ ।
ତୁଳା : ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ପରିବାର ଏବଂ ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ମିଳିବ ।କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷ ଲାଭବାନ ହେବେ ।
ବିଛା : ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।ପୁରୁଣା ରୋଗ ପୁଣି ଦେଖାଦେଇପାରେ ।କାର୍ଯ୍ୟଭାର ଅଧିକ ରହିବା ଯୋଗୁଁ କ୍ଲାନ୍ତି ଅନୁଭବ କରିବେ ।
ଧନୁ: ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଂଶୀଦାରୀବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ।ପ୍ରତିଷ୍ଠା ଏବଂ ସମ୍ମାନ ବୃଦ୍ଧି ପାଇବ ।
ମକର :ଶତ୍ରୁମାନେ ପରାଜିତ ହେବେ ଏବଂ ଆଇନଗତ ମାମଲାରେ ସଫଳତା ମିଳିବ ।ପୁରୁଣା କରଜ ସୁଝିବାରେ ସମର୍ଥ ହେବେ ।ଶାରୀରିକ ଭାବେ ସୁସ୍ଥ ଅନୁଭବ କରିବେ ।
କୁମ୍ଭ : ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ । ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ ।ସନ୍ତାନଙ୍କ କ୍ୟାରିୟରକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ନିଜ ସୃଜନଶୀଳତାକୁ ସଠିକ୍ କାର୍ଯ୍ୟରେ ଲଗାନ୍ତୁ ।ମୀନ: ଭୂମି କିମ୍ବା ବାହନ କ୍ରୟ କରିବାର ଯୋଜନା କରିପାରନ୍ତି । ମନରେ ସାମାନ୍ୟ ଅଶାନ୍ତି ବା ଅବସାଦ ଦେଖାଦେଇପାରେ । ମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

Share In Social Media
Scroll to Top