odisha24 Live

Latest News

Latest News

ବାସ୍ତୁ ଓ ରାଶିଫଳ

ବାସ୍ତୁ ଓ ରାଶିଫଳ

ଫିଟିକିରିକୁ ନେଇ କଣ କୁହେ ବାସ୍ତୁ ଶାସ୍ତ୍ର

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଫିଟିକିରି ଏକ ଅତି ଶକ୍ତିଶାଳୀ ଉପାଦାନ। ଏହା ଘରୁ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକତା ଆଣିଥାଏ। ବିଶେଷକରି ଆର୍ଥିକ ସମସ୍ୟା । ଏହା ସହିତ ଘରେ ଥିବା ନକରାତ୍ମକ ସମସ୍ୟା ଦୂର ହୋଇଯାଏ ବୋଲି ମଧ୍ୟ କୁହାଯାଏ । କୁହାଯାଏ, ଘରେ ଖଣ୍ଡେ ଫିଟିକିରି ରଖିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଫେରିଥାଏ । କେବଳ ସେତିକି ନୁହେଁ ଫିଟିକିରି ମିଶା ପାଣିରେ ଗାଧୋଇବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳେ […]

ବାସ୍ତୁ ଓ ରାଶିଫଳ

ଘରେ କାହିଁକି ଦୁର୍ଗନ୍ଧ ଆସେ

ଦିନସାରା କାମ କରି ଘରକୁ ଫେରିବା ପରେ ଯଦି ରୁମ୍‌ରେ ପଶିବା ମାତ୍ରେ ତାଜା ଓ ସୁଗନ୍ଧିତ ବାସ୍ନା ମିଳେ, ତେବେ ମନ ଖୁସି ହୋଇଯାଏ ଏବଂ ଦିନସାରାର ଥକାପଣ ମଧ୍ୟ କିଛି ମାତ୍ରାରେ ଦୂର ହୋଇଥାଏ। କିନ୍ତୁ ଅନେକ ସମୟରେ ଘର ସଫା ଥିଲେ ମଧ୍ୟ ରୁମ୍‌ରୁ ସିଲନ, ଗନ୍ଧ, ଓଦା କପଡ଼ା କିମ୍ବା ଅଳିଆର ଦୁର୍ଗନ୍ଧ ଆସିଥାଏ। ବିଶେଷକରି ଯେଉଁ ରୁମ୍‌ରେ ଝରକା କମ୍ ଖୋଲେ କିମ୍ବା ପବନ ଚଳାଚଳ ଠିକ୍ ଭାବେ ହୁଏ

ବାସ୍ତୁ ଓ ରାଶିଫଳ

ସ୍ୱାସ୍ଥ ପାଇଁ ବାସି ରୁଟି ଫାଇଦା

ବାସି ରୁଟିକୁ ଅନେକେ ଅଦରକାରୀ ଭାବି ଫୋପାଡି ଦେଇଥାଆନ୍ତି।ସାଧାରଣତଃ ରାତ୍ରିଭୋଜନରେ ସମସ୍ତେ ରୁଟି ଖାଇବା ପସନ୍ଦ କରନ୍ତି । ବେଳେବେଳେ ରାତିରେ ଅଧିକ ରୁଟି ତିଆରି ହୋଇଗଲେ ବଳକା ରହିଯାଏ । ବେଳେବେଳେ କିଛି ରୁଟି ସକାଳକୁ ବଞ୍ଚିଯାଇଥାଏ । କିଛି ଲୋକ ଏହାକୁ ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଫିଙ୍ଗି ଦେଇଥାଆନ୍ତି ନଚେତ୍ ପଶୁପକ୍ଷୀଙ୍କୁ ଦେଇଦିଅନ୍ତି ।ବାସି ରୁଟି ଖାଇବାର ଉପକାରିତା:ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ: ବାସି ରୁଟିରେ ଫାଇବରର ପରିମାଣ ଅଧିକ ରହିଥାଏ

ବାସ୍ତୁ ଓ ରାଶିଫଳ

ବର୍ଷା ପାଗରେ କୁଲର ଚଲାଇ ଶୋଉଛନ୍ତି କି

ବର୍ଷା ଦିନେ ରାତିସାରା କୁଲର ଚଲାଇ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ବର୍ଷା ଋତୁରେ ପବନରେ ଆର୍ଦ୍ରତା ଅଧିକ ଥାଏ। କୁଲର ଏହି ଆର୍ଦ୍ରତାକୁ ଆହୁରି ବଢ଼ାଇ ଦିଏ, ଯାହା ଶରୀର ଓ ଘରର ପରିବେଶକୁ ଅସ୍ୱାସ୍ଥ୍ୟକର କରିଥାଏ। ଥଣ୍ଡା ପବନ ଯୋଗୁଁ ଗଣ୍ଠି ଯନ୍ତ୍ରଣା ବଢ଼ିପାରେ। ଏହାଛଡ଼ା କୁଲରର ପବନ ଯୋଗୁଁ ତ୍ୱଚା ଶୁଷ୍କ ହୋଇ ଖୁଜଲି ଓ ଜ୍ୱଳନ ଭଳି ସମସ୍ୟା ହୋଇପାରେ।ଅନ୍ୟପଟେ, ବର୍ଷା ଋତୁରେ ମଶାଙ୍କ ପ୍ରକୋପ ମଧ୍ୟ ବଢ଼ିଯାଏ। ଏହି ସମୟରେ

ବାସ୍ତୁ ଓ ରାଶିଫଳ

ତମ୍ବା ବୋତଲରେ ପାଣି ପିଉଛନ୍ତି କି?

ସାଧାରଣତଃ ଜାଣିଥିବେ ତମ୍ବାପାତ୍ରରେ ପାଣି ପିଇବା ସ୍ବାସ୍ଥ୍ୟ ପ୍ରତି କେତେ ଲାଭଦୟକ। ଆମ ଗୁରୁଜନ ମାନେ ମଧ୍ୟ ଏହି ପରାମର୍ଶ ଦେଇଥାନ୍ତି ଯେ ତମ୍ବା ପାତ୍ରରେ ପାଣି ପିଇଲେ ଆମ ସ୍ବାସ୍ଥ୍ୟ ଭଲ ରହିଥାଏ। ତମ୍ବା ପାତ୍ରରେ ପାଣି ପିଇଲେ ଆମ ଶରୀରର ପାଚନ ପ୍ରକ୍ରିୟାରେ ଉନ୍ନତ ହେବା ସହିତ ମେଟାବୋଲିଜିମ ମଧ୍ୟ ବୃଦ୍ଧି ହୋଇଥାଏ।କାହିଁକି ଚର୍ଚ୍ଚାରେ ତମ୍ବା ବୋତଲ ପାଣି:- ତମ୍ବା ବୋତଲରେ ପାଣିକୁ କିଛି ଘଣ୍ଟା ରଖିବା ଦ୍ୱାରା ତମ୍ବାର ଅଳ୍ପ ପରିମାଣ ପାଣିରେ

ବାସ୍ତୁ ଓ ରାଶିଫଳ

ବର୍ଷାଦିନେ କିପରି ନେବେ ତ୍ୱଚାର ଯତ୍ନ

ବର୍ଷା ଦିନେ ଥଣ୍ଡା, ଜ୍ୱର, କାଶ ସହ ଅନେକ ରୋଗ ହୋଇଥାଏ। ଏହି ଦିନେ ମୁଖ୍ୟତଃ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାରୁ ସହଜରେ ସଭିଏଁ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ତେବେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ମଜଭୂତ ପାଇଁ ନିଜ ଖାଦ୍ୟ-ପେୟ, ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଦିନେ କିଭଳି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ

ବାସ୍ତୁ ଓ ରାଶିଫଳ

କାହିଁକି ବିନ୍ଧେ ଗୋଡ଼ ?

ଅନେକ ଲୋକଙ୍କର ଗୋଡ଼ ରାତିରେ ଶୋଇବା ସମୟରେ ଯନ୍ତ୍ରଣା ହୋଇଥାଏ । ଏହା କିଛି ଲୋକମାନଙ୍କ ସହିତ ସକାଳ ସମୟରେ ମଧ୍ୟ ହୋଇଥାଏ । ଏହାର ଉପଶମ ପାଇଁ ଅନେକ ପ୍ରକାର ଉପାୟ ଆପଣାଇଲେ ମଧ୍ୟ ଏହି ଯନ୍ତ୍ରଣାରୁ ମୁକ୍ତି ମିଳି ନଥାଏ । ଏକ ରିପୋର୍ଟ ଅନୁଯାୟୀ ଯେତେବେଳେ ଆମେ ଗୋଟିଏ ଘର ଭିତରେ ଅଧିକ ସମୟ ରହିଯାଉ ସୂର୍ଯ୍ୟଙ୍କ କିରଣ ଆମ ଉପରେ ପଡିନଥାଏ ।ଖାଦ୍ୟରୁ ମଧ୍ୟ ଉପଯୁକ୍ତ ଭିଟାମିନ୍ D ହ୍ରାସ ପାଇବାରୁ

ବାସ୍ତୁ ଓ ରାଶିଫଳ

ମାସ ଶେଷକୁ ପକେଟ୍‌ ଖାଲି ହୋଇଯାଉଛି କି ?

ସକାଳେ ଉଠିବା ଠାରୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ, ଆମେ ଯାହା ବି କିଛି କରନ୍ତି, ସବୁଥିପାଇଁ କିଛି ନା କିଛି ଖର୍ଚ୍ଚ କରିବାକୁ ପଡ଼ିଥାଏ । ସେ କ୍ଷୀର ପ୍ୟାକେଟ୍‌ କିଣିବା ହେଉ କି ଚା ପିଇବା, ଯାତାୟତ ପାଇଁ ହେଉ କି ମୋବାଇଲ ରିଚାର୍ଜ, ଏଥିପାଇଁ ଛୋଟ-ବଡ଼ ପରିମାଣର ଖର୍ଚ୍ଚ ହୋଇଥାଏ । ତେବେ କିଛି ଛୋଟ ଛୋଟ ଖର୍ଚ୍ଚ କୀଟ ସଦୃଶ ହୋଇଥାଅନ୍ତି, ଯେହା ଛୋଟ ହେଲେ ମଧ୍ୟ ଧୀରେ ଧୀରେ ସମ୍ପୂର୍ଣ୍ଣ

ବାସ୍ତୁ ଓ ରାଶିଫଳ

ବର୍ଷା ଦିନିଆ ଖାଦ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଏବଂ ପିଇବା ଦ୍ୱାରା ଆମେ ଶକ୍ତି ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପାଇଥାଉ । ତେଣୁ ଋତୁ ବଦଳିବା ସହିତ ଖାଦ୍ୟାଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବା ଜରୁରୀ ।ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଏବଂ ପିଇବା ଦ୍ୱାରା ଆମେ ଶକ୍ତି ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପାଇଥାଉ । ତେଣୁ ଋତୁ ବଦଳିବା ସହିତ

ବାସ୍ତୁ ଓ ରାଶିଫଳ

ଖରାଦିନରେ ନିଅନ୍ତୁ ନିଜର ଯତ୍ନ

ରାଜ୍ୟରେ ଖରା ଓ ଗୁଳୁଗୁଳିର ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେପରି ତତଲା କଡେ଼ଇରେ ସନ୍ତୁଳି ହେଉଛି ଜନଜୀବନ । ପଶୁପକ୍ଷୀଙ୍କ ଠାରୁ ନେଇ ଗଛଲତା ଓ ମଣିଷ ସବୁଠି ହାହାକାର । ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ତେଣୁ ଗ୍ରୀଷ୍ମଋତୁରେ ଆମେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହେବା ଦରକାର। ଏହି ସମୟରେ ଅଂଶୁଘାତର ଆଶଙ୍କା ରହିଛି। ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ଏକ ପ୍ରକ୍ରିୟା। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ

Scroll to Top