ଆଜିର ରାଶିଫଳ
ମେଷ : କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆସିପାରେ, ତେଣୁ ସତର୍କ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।ବୃଷ : ଆର୍ଥିକ ଦିଗରେ ଉନ୍ନତି ହେବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ଅଟେ ।ମିଥୁନ : ପ୍ରେମ ଜୀବନ ଓ ପାରିବାରିକ ସମ୍ପର୍କରେ ମଧୁରତା ଆସିବ । ସାଙ୍ଗସାଥୀଙ୍କ ଠାରୁ ସହଯୋଗ ପାଇବେ ।କର୍କଟ: ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବାଦ-ବିବାଦଠାରୁ ଦୂରେଇ ରହିବା









