ବିଏମ୍ସିର କଡ଼ା ଆକ୍ସନ, ୟୁନିଟ୍-୧ ହାଟରୁ ହଟିଲା ଭେଣ୍ଡିଂ ଜୋନ୍
ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍-୧ ହାଟ ନିକଟରେ ବିଏମ୍ସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସରକାରୀ ଜାଗାରେ ଗଢ଼ିଉଠିଥିବା ଭେଣ୍ଡିଂ ଜୋନ୍କୁ ଜବରଦଖଲମୁକ୍ତ କରିଛି ବିଏମ୍ସି । ଆଜି ବିଏମ୍ସିର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଦୋକାନଗୁଡ଼ିକୁ ଉଚ୍ଛେଦ କରିଛି ।ବିଏମ୍ସିର ସୂଚନା ଅନୁସାରେ, ଏଠାରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ପୂର୍ବରୁ ଅନ୍ୟ ସ୍ଥାନରେ ଥଇଥାନ କରାଯାଇଥିଲା । ତେବେ ଥଇଥାନ ସ୍ଥାନକୁ ନଯାଇ କିଛି ଦୋକାନୀ ପୁଣିଥରେ ସରକାରୀ ଜାଗାରେ ବ୍ୟବସାୟ ଜାରି […]









