ଡପଲର ୱେଦର ରାଡାର କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ସମ୍ବଲପୁର : ସମ୍ବଲପୁରର ନୂତନ ଡପଲର ୱେଦର ରାଡାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ । ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ , ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । କାର୍ଯ୍ୟକ୍ରମରେ ଓ କେନ୍ଦ୍ର ସରକାରଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇଲେ ଆଇଏମଡି ଡିଜି । କହିଲେ ବିପର୍ଯ୍ୟୟ ମୁକାବିଲା ନେଇ ଆଗୁଆ ସୂଚନା ମିଳିବା ଅଧିକ ସହଜ ହେବ । ଆଜି ସମ୍ବଲପୁରର ନୂତନ […]









