ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।
ଓଡ଼ିଶାର ଏକ ସାଧାରଣ ଗାଁ ଆଜି ସମଗ୍ର ଦେଶ ପାଇଁ ଏକ ଆଦର୍ଶ ଉଦାହରଣ ପାଲଟିଛି। ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରକୁ ଦେଶର ପ୍ରଥମ ‘ସୂର୍ଯ୍ୟଗ୍ରାମ’ ଭାବେ ବିକଶିତ କରିବା ପାଇଁ ଦ୍ରୁତ ଗତିରେ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ସୂର୍ଯ୍ୟ ଶକ୍ତିକୁ ଆପଣେଇ ମୟୂରଭଞ୍ଜର ପାହାଡ଼ପୁର ଏବେ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଗାଁର ୭୪ଟି ଘରରେ ସୌର ବ୍ୟବସ୍ଥା ସ୍ଥାପନ ହୋଇସାରିଥିବା ବେଳେ, ଏହା ଭାରତର ପ୍ରଥମ ‘ସୂର୍ଯ୍ୟଗ୍ରାମ’ ହେବା ଦିଗରେ ଦ୍ରୁତ […]

