odisha24 Live

Latest News

Latest News

କ୍ରୀଡା

କ୍ରୀଡା

ବିଶ୍ୱ ଚାମ୍ପିଅନଶିପ୍‌ରୁ ସିନ୍ଧୁଙ୍କ ପରାଜୟ

ନୂଆଦିଲ୍ଲୀ : ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିଶ୍ୱ ଚାମ୍ପିଅନଶିପ୍‌ରୁ ବାଦ୍ ପଡ଼ିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଖେଳାଯାଇଥିବା ରାଉଣ୍ଡ ଅଫ୍ ୧୬ ମ୍ୟାଚ୍‌ରେ ଚୀନ୍‌ର ଖେଳାଳି ସିନ୍ଧୁଙ୍କୁ ୩ଟି ସେଟ୍‌ରେ ୨୧-୧୧, ୧୫-୨୧, ୨୧-୧୭ରେ ପରାସ୍ତ କରିଛନ୍ତି। ସିନ୍ଧୁ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ଭାଗ ନେଇଥିଲେ।ଏହା ପ୍ରଥମ ଥର ହୋଇଛି ଯେ, ବିଶ୍ୱ ଚାମ୍ପିଅନଶିପ୍‌ରେ ଭାରତୀୟ ଖେଳାଳି ସିନ୍ଧୁ ଚୀନ୍‌ର କୌଣସି ଖେଳାଳିଙ୍କଠାରୁ ପରାଜୟର ସାମ୍ନା କରିଛନ୍ତି। ଏହା […]

କ୍ରୀଡା

ମହିଳା ହକି ବିଶ୍ବକପ୍‌

ନୂଆଦିଲ୍ଲୀ : ପୁରୁଷଙ୍କ ପରେ ଭାରତୀୟ ମହିଳା ହକି ଦଳ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ବକପ-୨୦୨୬ର ଦ୍ବିତୀୟ ରାଉଣ୍ଡରେ ପହଞ୍ଚିଛି। ଗୁରୁବାର ପୁଲ୍‌ ‘ଡି’ର ଇଂଲଣ୍ଡ ବିପକ୍ଷ ଶେଷ ଲିଗ୍‌ ମ୍ୟାଚକୁ ଭାରତ ଗୋଲଶୂନ୍ୟ ଡ୍ର ରଖି ଅପରାଜିତ ରହିବା ସହ ଦ୍ବିତୀୟ ରାଉଣ୍ଡରେ ସ୍ଥାନ ନିଶ୍ଚିତ କରିଛି। ମ୍ୟାଚ ଗୋଲଶୂନ୍ୟ ରହିବାରୁ ଉଭୟ ଭାରତ ଓ ଇଂଲଣ୍ଡ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି। ଭାରତ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଦୁଇଟି ଡ୍ର ସହ

କ୍ରୀଡା

ବିଶ୍ୱ ଦେଖିବ ହ୍ୟୁମାନଏଡ୍ ର କମାଲ

ବେଜିଂ : ଚୀନର ବେଜିଂଠାରେ ଦ୍ଵିତୀୟ ‘ୱାର୍ଲ୍ଡ ହ୍ୟୁମାନଏଡ୍ ରୋବଟ୍ ଗେମ୍ସ’ ବା ‘ରୋବଟ୍ ଅଲିମ୍ପିକ୍ସ’ ଆୟୋଜିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ଅଗଷ୍ଟ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅତ୍ୟାଧୁନିକ ହ୍ୟୁମାନଏଡ୍ ରୋବଟ୍ (ମଣିଷ ଭଳି ଦେଖାଯାଉଥିବା ରୋବଟ୍) ନିଜର ଦକ୍ଷତା ପ୍ରଦର୍ଶନ କରିବେ। ସୂଚନା ଅନୁଯାୟୀ, ଚଳିତବର୍ଷ ପ୍ରତିଯୋଗିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । କ୍ରୀଡ଼ାଭିତ୍ତିକ ପ୍ରତିଯୋଗିତା ଓ ବାସ୍ତବ ପରିସ୍ଥିତିଭିତ୍ତିକ ପ୍ରତିଯୋଗିତାରେ

କ୍ରୀଡା

ଘୋଷଣା ହେଲା ଅର୍ଜୁନ ଆୱାର୍ଡ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୫ ବର୍ଷ ପାଇଁ ଜାତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରିଛନ୍ତି।କିନ୍ତୁ ଏଥର ଏହି ତାଲିକାରେ କୌଣସି କ୍ରିକେଟରଙ୍କୁ ମିଳି ନାହିଁ ସ୍ଥାନ । ଅର୍ଜୁନ ପୁରସ୍କାର ପାଇଁ ନାମିତ ୧୭ କ୍ରୀଡାବିତଙ୍କ ମଧ୍ୟରେ ଡେକାଥଲିଟ୍ ତେଜସ୍ୱିନ ଶଙ୍କର , ବ୍ୟାଡମିଣ୍ଟନ ଖେଳାଳି ଟ୍ରିସା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦଙ୍କ ସମେତ ସାମିଲ ଥିଲେ।ଭାରତର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଦ୍ୱାରା ପ୍ରତିବର୍ଷ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଏ ଯାହା

କ୍ରୀଡା

ରେକର୍ଡ ଭାଙ୍ଗିଲେ ଜାଡେଜା

ଗାଲେ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଉ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ସୋମବାର ଗାଲେରେ ସେ ଟେଷ୍ଟ କ୍ରିକେଟରେ ୪,୦୦୦ରୁ ଉର୍ଦ୍ଧ୍ୱ ରନ୍ ଏବଂ ୩୫୦ ୱିକେଟ୍‌ ସଂଗ୍ରହ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରବୀନ୍ଦ୍ର ଜାଡେଜା ୩ଟି ଉଇକେଟ୍‌ ନେଇଥିଲେ। ଏହା ପରେ ଟେଷ୍ଟ କ୍ରିକେଟରେ ତାଙ୍କ ନାମରେ ମୋଟ ୩୫୧ ଉଇକେଟ୍‌ ହୋଇଛି। ସେହିପରି ଜାଡେଜା ଏପର୍ଯ୍ୟନ୍ତ

କ୍ରୀଡା

ଚର୍ଚ୍ଚାରେ ଗିଲ

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର କାମିନ୍ଦୁ ମେଣ୍ଡିସଙ୍କ ଏହି କ୍ୟାଚକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଶ୍ରୀଲଙ୍କାର ପ୍ରଥମ ଇନିଂସର ୧୭ତମ ଓଭରର ପ୍ରଥମ ବଲ୍‌ରେ କାମିନ୍ଦୁ ମେଣ୍ଡିସ୍ ଆଗକୁ ଆସି ଶଟ୍ ଖେଳିଥିଲେ। ବଲ୍‌ଟି ତଳକୁ ଆସୁଥିବା ବେଳେ ଗିଲ୍ ନିଜ ବାମପଟକୁ ଲମ୍ବା ଡାଇଭ୍ ମାରି ଗୋଟିଏ ହାତରେ

କ୍ରୀଡା

ୱେଲ୍ସକୁ ଭେଟିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ଆରମ୍ଭ ହେବ ବିଶ୍ୱକପ୍ ମହାସମର । ବେଲଜିୟମ ଓ ନେଦରଲାଣ୍ଡ୍ସରେ ଆରମ୍ଭ ହେଉଛି FIH ହକି ବିଶ୍ୱକପ୍ ୨୦୨୬। ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଶ୍ୱ ହକିର ସବୁଠାରୁ ବଡ଼ ମଞ୍ଚରେ ଭାରତୀୟ ପୁରୁଷ ଦଳ ଉପରେ ଏଥର ବିଶେଷ ନଜର । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ୨୦ ଜଣିଆ ଭାରତୀୟ ଦଳ ମଇଦାନକୁ ଓହ୍ଲାଇବ। ଭାରତ Pool-Dରେ ଇଂଲଣ୍ଡ, ପାକିସ୍ତାନ ଓ ୱେଲ୍ସ ସହ ରହିଛି। ଆଜି ୱେଲ୍ସ ବିପକ୍ଷରେ ଅଭିଯାନ

କ୍ରୀଡା

ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୯ରୁ ଅଗ​‌ଷ୍ଟ ୪ ପର୍ଯ୍ୟନ୍ତ ଜାପାନର ଆଇଚି-ନାଗୋୟାରେ ଏସୀୟ କ୍ରୀଡ଼ା ଖେଳାଯିବ। ଏହି କ୍ରୀଡ଼ାରେ କ୍ରିକେଟ୍‌ ସାମିଲ ହୋଇଛି। ଏଥିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା କେବଳ ପଦକ ପାଇଁ ହେବ। ଅର୍ଥାତ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀଙ୍କ ମୁକାବିଲା ହେବନାହିଁ। ଏସୀୟ କ୍ରୀଡ଼ାରେ କ୍ରିକେଟ ଖେଳ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୩ରେ ଶେଷହେବ। ଉଭୟ ପୁରୁଷ ଓ

କ୍ରୀଡା

ଅବସର ନେବାକୁ ଚାହାନ୍ତି ମିଲର

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ମିଡିଲ୍ ଅର୍ଡର ବ୍ୟାଟର ଡେଭିଡ୍ ମିଲର ୨୦୨୭ ଦିନିକିଆ ବିଶ୍ୱକପ୍‌ ଉପରେ ନିଜର ନଜର ରଖିଛନ୍ତି । ନିଜ ଘରୋଇ ଦର୍ଶକଙ୍କ ସାମ୍ନାରେ ବିଶ୍ୱକପ୍ ଟ୍ରଫି ଜିତି ଦୀର୍ଘ ଆନ୍ତର୍ଜାତୀୟ କ୍ୟାରିୟରର ସମାପ୍ତି କରିବାକୁ ସେ ଚାହୁଁଛନ୍ତି । ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୪ ରୁ ନଭେମ୍ବର ୨୧ ପର୍ୟ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଯୁଗ୍ମ ଭାବେ ଆୟୋଜିତ ହେବ । ପ୍ରକାଶଥାଉ କି,

କ୍ରୀଡା

ବିବାହ କଲେ ରୋନାଲ୍ଡୋ-ଜର୍ଜିନା

ନୂଆଦିଲ୍ଲୀ: ପର୍ତ୍ତୁଗୀଜ୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡ ମଙ୍ଗଳବାର ଦିନ ତାଙ୍କ ପ୍ରେମିକା ଜର୍ଜିନା ରୋଡ୍ରିଗ୍ୱେଜ୍‌ଙ୍କୁ ବିବାହ କରିଛନ୍ତି। ପ୍ରାୟ ୧୦ ବର୍ଷର ପ୍ରେମ ସମ୍ପର୍କ ପରେ ଏହି ଯୋଡ଼ିଙ୍କ ପ୍ରେମ କାହାଣୀ ଏବେ ନୂଆ ମୋଡ଼ ନେଇଛି। ଅଗଷ୍ଟ ୧୧ ତାରିଖରେ ପର୍ତ୍ତୁଗାଲର କାସ୍କେସ୍‌ରେ ଏକ ଘରୋଇ ସିଭିଲ୍ ସେରେମୋନିରେ ଦୁହେଁ ବିବାହ କରିଥିବା ଖବର ସାମ୍ନାକୁ ଆସିଛି।ରୋନାଲ୍ଡୋ ଓ ଜର୍ଜିନା ୨୦୧୬ ମସିହାରୁ ଏକାଠି ଅଛନ୍ତି। ଗତବର୍ଷ ଅଗଷ୍ଟ ୧୧ରେ ଜର୍ଜିନା ସୋସିଆଲ ମିଡିଆରେ ନିର୍ବନ୍ଧ

Scroll to Top