ଇଣ୍ଡୋନେସିଆରେ ଜାହାଜ ଦୁର୍ଘଟଣା; ଜାରି ରହିଛି ଜୋରଦାର ସର୍ଚ୍ଚ ଅପରେସନ୍
ଜାକର୍ତ୍ତା: ଜାଭା ସାଗରରେ ରବିବାର ୨୪୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨୯ ଜଣ ଏବେ ବି ନିଖୋଜ ଅଛନ୍ତି । ୧୦୮ ଜଣଙ୍କୁ ଉଦ୍ଧାର କରାଯାଇଛି । ଇଷ୍ଟ ଜାଭାର ସୁରାବାୟାରୁ ସାଉଥ୍ କାଲିମାନ୍ତାନର ବାଞ୍ଜାରମାସିନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଜାହାଜ । ଏଥିରେ ୩୦ ଜଣ କ୍ରୁ ସଦସ୍ୟଙ୍କ ସମେତ ମୋଟ ୨୪୩ ଜଣ ଥିଲେ । ଗତକାଲି ଭୋରରେ […]









