odisha24 Live

Latest News

Latest News

ଶିକ୍ଷା ଓ ନିଯୁକ୍ତି

ଶିକ୍ଷା ଓ ନିଯୁକ୍ତି

ସରକାରୀ ଚାକିରି ପାଇଁ ଆସିଲା ବଡ଼ ସୁଯୋଗ

ମୁମ୍ବାଇ : ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ବଡ଼ ଖୁସି ଖବର। ଡାକ ବିଭାଗରେ ଆସିଲା ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ। ୨୩,୭୫୭ ଗ୍ରାମୀଣ ଡାକ ସେବକ ପଦବୀ ନିଯୁକ୍ତି ପାଇଁ ଗତକାଲି, ଅଗଷ୍ଟ ୩୧, ୨୦୨୬ ରେ ଏକକାଳୀନ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଖାଲି ପଦବୀଗୁଡ଼ିକ ମଧ୍ୟରେ ଡାକ ଶାଖା ପୋଷ୍ଟମାଷ୍ଟର (BPM), ସହାୟକ ଶାଖା ପୋଷ୍ଟମାଷ୍ଟର , ଏବଂ ଡାକ ସେବକ ପଦବୀ ଅନ୍ତର୍ଭୁକ୍ତ ରହିଛି। ଆଗ୍ରହୀ ପ୍ରାର୍ଥୀମାନେ ସେପ୍ଟେମ୍ବର ୧୯ ତାରିଖ […]

ଶିକ୍ଷା ଓ ନିଯୁକ୍ତି

ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଆସେସମେଣ୍ଟ-୧

ଭୁବନେଶ୍ୱର : ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅପଡେଟ୍ । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଶିଶୁ ବାଟିକା ୩ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମେଟିଭ୍ ଆସେସମେଣ୍ଟ-୧ ଆସନ୍ତା ସେପ୍ଟେମ୍ବର ମାସର ଚତୁର୍ଥ ସପ୍ତାହରେ କରାଯିବ । ଏନେଇ ସମସ୍ତ ଡିଇଓ ଏବଂ ଡିପିସିମାନଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ସମୟ ମଧ୍ୟରେ ପରୀକ୍ଷା ପ୍ରକ୍ରିୟା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ପୂର୍ବରୁ ଜାରି ହୋଇଥିବା ଆସେସମେଣ୍ଟ ଫ୍ରେମୱାର୍କ ଫର୍‌ ସ୍କୁଲ ଏଜୁକେସନକୁ କଡ଼ାକଡ଼ି ଭାବେ

ଶିକ୍ଷା ଓ ନିଯୁକ୍ତି

ବାହାରିଲା ୟୁଜିସି-ନେଟ୍ ରେଜଲ୍ଟ

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ୟୁଜିସି-ନେଟ୍ ଜୁନ୍ ୨୦୨୬ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନଟିଏ ପକ୍ଷରୁ ମୋଟ ୮୪ଟି ବିଷୟ ପାଇଁ ଏହି ଫଳାଫଳ ଘୋଷଣା କରାଯାଇଛି । କୃତୀ ପ୍ରାର୍ଥୀମାନେ ୟୁଜିସି-ନେଟ୍‌ର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ନିଜର ସ୍କୋର କାର୍ଡ ଦେଖିବା ସହିତ ଡାଉନଲୋଡ୍ ଏବଂ ପ୍ରିଣ୍ଟ କରିପାରିବେ। ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ବିଷୟର ଯେଉଁ ପ୍ରାର୍ଥୀମାନଙ୍କ ପରୀକ୍ଷା ସେପ୍ଟେମ୍ବର ୯ ଏବଂ ୧୦ ତାରିଖ ୨୦୨୬ରେ ପୁଣିଥରେ ହେବ,

ଶିକ୍ଷା ଓ ନିଯୁକ୍ତି

ଏଣିକି ‘ଫେଲ୍’ ନୁହେଁ, ମାର୍କସିଟ୍‌ରେ ମିଳିବ ନୂଆ ପରିଚୟ

ବିହାର : ଖୁବଶୀଘ୍ର ବିହାରର ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ। ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଓ ମାନସିକ ଚାପ ଦୂର କରିବା ପାଇଁ ଏହି ନୂତନ ନିୟମ ପ୍ରଣୟନ କରାଯାଉଛି । ଏଣିକି ବିହାରରେ ପରୀକ୍ଷାରେ ବିଫଳ ହେଉଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ରେ ଆଉ ‘ଫେଲ୍’ ଶବ୍ଦ ଦେଖିବାକୁ ମିଳିବ ନାହିଁ। ଏହା ବଦଳରେ ପ୍ରମାଣପତ୍ରରେ ‘ଦକ୍ଷତା ପାଇଁ ଯୋଗ୍ୟ’ ଶବ୍ଦ ବ୍ୟବହାର କରାଯିବ। ପିଲାଙ୍କ ମନୋବଳ ନଭାଙ୍ଗିବା ଏବଂ ଶିକ୍ଷାକ୍ଷେତ୍ରରେ ସକାରାତ୍ମକ ପରିବେଶ ତିଆରି କରିବା ଉଦ୍ଦେଶ୍ୟରେ

ଶିକ୍ଷା ଓ ନିଯୁକ୍ତି

ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ ପାଇଁ ବଢ଼ିଲା ସମୟ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ ୩୦ ତାରିଖ ମଧ୍ୟରାତ୍ରି ଯାଏ ବଢ଼ାଇ ଦିଆଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜର ନାମ ପଞ୍ଜୀକରଣ କରିପାରିବେ। ଆସନ୍ତା ସେପ୍ଟେମ୍ବର ୩୦ରେ ଏହାର ପେପର-୧ ଓ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ଯାଏ ଗୋଟିଏ ସିଟିଂରେ ଏହି ପରୀକ୍ଷା

ଶିକ୍ଷା ଓ ନିଯୁକ୍ତି

ଅଗଷ୍ଟ ୩୦ରେ ନିଟ୍-ପିଜି ପରୀକ୍ଷା

ନୂଆଦିଲ୍ଲୀ : ନ୍ୟାସନାଲ୍ ବୋର୍ଡ ଅଫ୍ ଏଜୁକେସନ୍ ମେଡିକାଲ୍ ସାଇନ୍ସେସ୍ ପକ୍ଷରୁ ନିଟ୍ ପିଜି ୨୦୨୬ ଆଡମିଟ୍ କାର୍ଡ ପ୍ରକାଶନ ତାରିଖରେ ପରିବର୍ତ୍ତନ କରାଯାଇଛି। ସୋମବାର ଜାରି ଏକ ସର୍ବସାଧାରଣ ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ନିଟ୍ ପିଜି ୨୦୨୬ ଆଡମିଟ୍ କାର୍ଡ ଆସନ୍ତା ଅଗଷ୍ଟ ୨୫, ୨୦୨୬ ତାରିଖରେ ଜାରି କରାଯିବ।ଅଫିସିଆଲ୍ ସୂଚୀ ଅନୁଯାୟୀ, ନିଟ୍ ପିଜି ପରୀକ୍ଷା ଆସନ୍ତା ଅଗଷ୍ଟ ୩୦, ୨୦୨୬ ଦିନ ସକାଳ ୯:୦୦ ଟାରୁ ଦ୍ୱିପ୍ରହର ୧୨:୩୦ ଟା ପର୍ଯ୍ୟନ୍ତ ଗୋଟିଏ

ଶିକ୍ଷା ଓ ନିଯୁକ୍ତି

ବିଏଚଇଏଲ ରେ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ : ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ହାସଲ ପରେ ପ୍ରାୟତଃ ଅନେକ ବ୍ୟକ୍ତି ସରକାରୀ ଚାକିରି କରିବାର ସ୍ୱପ୍ନ ଦେଖନ୍ତି । ସେହି ସ୍ୱପ୍ନ ପୂରଣ କରିବା ପାଇଁ ବିଭିନ୍ନ ନିଯୁକ୍ତି ଅଭିଯାନ ପାଇଁ ଅପେକ୍ଷା କରନ୍ତି। ଲିଖିତ ପରୀକ୍ଷା ବିନା ସିଧାସଳଖ ଚାକିରି ପାଇବାଠାରୁ ଭଲ କ’ଣ ହୋଇପାରେ? ଯଦି ଆପଣ ମଧ୍ୟ ସରକାରୀ ଚାକିରି ପାଇବାକୁ ଚାହାଁନ୍ତି, ତେବେ ଆପଣ ବିଏଚଇଏଲ ର ଟ୍ରାନ୍ସମିସନ୍ ବ୍ୟବସାୟ ଗ୍ରୁପ୍ ଦ୍ୱାରା ଘୋଷଣା କରାଯାଇଥିବା ନିଯୁକ୍ତି ପାଇଁ

ଶିକ୍ଷା ଓ ନିଯୁକ୍ତି

ସିଭିଲ ଜଜ୍ ଆଶାୟୀ ପ୍ରାର୍ଥୀଙ୍କୁ ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ : ଜଜ୍ ହେବାକୁ ଆଶା ରଖିଥିବା ଆଇନ ଛାତ୍ରଛାତ୍ରୀ ଏବଂ ଯୁବ ଆଇନଜୀବୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ନ୍ୟାୟିକ ସେବାର ପ୍ରବେଶ ସ୍ତରୀୟ ପରୀକ୍ଷାରେ ବସିବା ପାଇଁ ଥିବା ୩ ବର୍ଷର ଓକିଲାତି ଅନୁଭବର ଅନିବାର୍ଯ୍ୟ ସର୍ତ୍ତକୁ ସୁପ୍ରିମକୋର୍ଟ ୧ ବର୍ଷକୁ କମାଇଛନ୍ତି। ଏଣିକି ୧ ବର୍ଷ ଧରି ଆଇନଜୀବୀ ଭାବେ କାମ କରିବାର ଅଭିଜ୍ଞତା ଥିଲେ ଆପଣ ନ୍ୟାହିକା ସେବା ପରୀକ୍ଷା ପାଇଁ ଯୋଗ୍ୟ ହୋଇପାରିବେ । ଶୁକ୍ରବାର

ଶିକ୍ଷା ଓ ନିଯୁକ୍ତି

ବାହାରିଲା ୟୁପିଏସସି ନିଯୁକ୍ତି

ନୂଆଦିଲ୍ଲୀ : ସଂଘ ଲୋକସେବା ଆୟୋଗ ପକ୍ଷରୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ଆସିଷ୍ଟାଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୮୦ଟି ପଦବୀ ପୂରଣ ହେବ। UPSC EPFO APFC ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୨ରୁ ଆରମ୍ଭ ହେବ। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ୍ upsc.online.nic.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଯୋଗ୍ୟତା,

ଶିକ୍ଷା ଓ ନିଯୁକ୍ତି

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରବୃତ୍ତି

ଭୁବନେଶ୍ୱର : ଓଡ଼ିଶା ସରକାର ବିଦେଶରେ ଉଚ୍ଚଶିକ୍ଷା ପାଇଁ ଏକ ନୂତନ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉଭୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସ୍ନାତକୋତ୍ତର ଏବଂ ବିଦ୍ୟାବାରିଧି ପାଠ୍ୟକ୍ରମରେ ପଢ଼ିବା ପାଇଁ ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ମୋଟ ୫୦ ଜଣ ପ୍ରାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଉଚ୍ଚଶିକ୍ଷା

Scroll to Top