କାହିଁକି କରାଯାଏ ବୁଦ୍ଧିବାମନ ଓଷା ! କଣ ରହିଛି ମହତ୍ୱ
ବୁଦ୍ଧି ବାମନ ଓଷା ବା ବୁଧେଇ ଓଷା ଓଡ଼ିଶାର ଏକ ପାରମ୍ପରିକ ଗଣପର୍ବ, ଯାହା ମୁଖ୍ୟତଃ ସନ୍ତାନଙ୍କ ଦୀର୍ଘାୟୁ, ସୁଖ-ସମୃଦ୍ଧି ଏବଂ ପରିବାରର କଲ୍ୟାଣ ନିମନ୍ତେ ସଧବା ନାରୀମାନଙ୍କ ଦ୍ୱାରା ପାଳନ କରାଯାଏ। ଓଡ଼ିଆ ସଂସ୍କୃତି ଅନୁସାରେ, ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ମଧ୍ୟରେ ପଡ଼ୁଥିବା ପ୍ରତ୍ୟେକ ବୁଧବାର ଦିନ ଏହି ଓଷା ଅତି ନିଷ୍ଠାର ସହ କରାଯାଇଥାଏ।। ସାଧାରଣତଃ ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ […]









